ନିଜର ଆଖି ଦାନ କରିବେ ଅନୁଭବ । ଜାଣନ୍ତୁ କଣ ରହିଛି ପୁରା ଖବର

anubhav

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନେ ଏହି ଦିନରେ ବିବାଦ ରେ ଫସି ରହି ଥିବା ଅନୁଭବ ମହାନ୍ତି ଙ୍କ ବିଷୟ ରେ ଜାଣି ଥିବେ ଏବଂ ଏହି ଦିନ ରେ ଅନୁଭବ ମହାନ୍ତି ନିଜର ପତ୍ନୀ , ପରିବାର ତଥା ଏମିତି ବିଭିନ୍ନ ସମସ୍ୟା ଘରେ ରେ ଫସି ରହି ଥିବା ବେଳେ ଗତ କାଲି ପୁଣି ଏକ ବଡ ଘୋଷଣା କରି ଥିବାର ଦେଖିବା ପାଇଁ ମିଳିଛନ୍ତି ତେବେ ସେହି ଘୋଷଣା ପରେ ସେ ବର୍ତମାନ ସମୟ ରେ ବିଭିନ୍ନ ମହଲ ରେ ବହୁତ ପରିମାଣ ରେ ଚର୍ଚ୍ଚା ରେ ଦେଖିବା ପାଇଁ ମିଳିଛନ୍ତି । ତେବେ ବନ୍ଧୁଗଣ ଆପଣ ମାନେ ସେହି ବିଷୟ ରେ ସଂମ୍ପର୍ଣ୍ଣ ଭାବେ ଜାଣିବା ପାଇଁ ଏହି ପୋଷ୍ଟ କୁ ସଂମ୍ପର୍ଣ୍ଣ ଭାବେ ପଢିବା ସହିତ ଆମର ପୋଷ୍ଟ ଅନ୍ୟ ସହିତ ସେୟାର କରିବା ପାଇଁ ଭୁଲିବେ ନାହିଁ ।anubhavs

ତେବେ ଆସନ୍ତୁ ସଂମ୍ପର୍ଣ୍ଣ ବିଷୟ ବସ୍ତୁ କୁ ଜାଣିବା , ବନ୍ଧୁଗଣ ଆପଣ ମାନଙ୍କୁ ଜଣେଇ ଦେବୁ କି ଅନୁଭବ ମହାନ୍ତି ଏହି ଦିନରେ ସୋସିଆଲ ମିଡ଼ିଆ ରେ ଲେଖିଛନ୍ତି କି ତାଙ୍କର ମୃତ୍ୟୁ ପରେ ସେ ନିଜର ଅଙ୍ଗ ଦାନ କରିବା ପାଇଁ ଚାହାଁନ୍ତି , ଯେଉଁ ଲୋକ ମାନେ ଅଙ୍ଗ ପାଇଁ ବହୁତ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି ସେମାନଙ୍କୁ ତାଙ୍କର ଅଙ୍ଗ ଦିଆ ଯିବ । ଏହା ସହିତ ଅନୁଭବ ଏହି ଦିନ ରେ ଅନ୍ୟ ମାନଙ୍କୁ ବି ଅନୁରୋଧ କରିଛନ୍ତି କି ସେମାନଙ୍କ ସେମାନଙ୍କ ଅଙ୍ଗ କୁ ଦାନ କରିବା ପାଇଁ , ସେମିତି ରେ ଆପଣ ମାନେ ଜାଣି ଥିବେ ଏହି ଦିନ ରେ ଅନୁଭବ ଏବଂ ବର୍ଷା ଙ୍କ ମଧ୍ୟ ରେ ଝଗଡା ହୋଇ ଜାଇଛି , ତେଣୁ ବର୍ତମାନ ସମୟ ରେ ଦୁହେଁ ଦୁହିଁଙ୍କ ଠାରୁ ଅଲଗା ରହୁଛନ୍ତି ।anubhav

ଏବେ କଥା ଜାଇ ଛାଡପତ୍ର ରେ ପହଁଚିଛି , ହେଲେ ଏହାକୁ ନେଇ ସୁପ୍ରିମ୍ କୋର୍ଟ କହିଛନ୍ତି ଏମାନେ ଦୁହେଁ ମଧ୍ୟସ୍ତି ମାଧ୍ୟମ ରେ ନିଜ ନିଜ ମଧ୍ୟ ରେ ବୁଝା ବୁଝି କରନ୍ତୁ ବୋଲି , ନହେଲେ ଦୁହିଁଙ୍କର ଛାଡ ପତ୍ର ହୋଇ ଯିବ । ସେମିତି ରେ ଆପଣ ମାନଙ୍କୁ ଏମାନଙ୍କ କେସ୍ ରେ କଣ ଲାଗୁଛି ସତ ରେ କଣ ଏମାନଙ୍କ ଛାଡ ପତ୍ର ହେବ କମେଣ୍ଟ କରି ନିଶ୍ଚିତ ଜଣେଇ ଦେବେ ,ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *