ଦୁର୍ଗା ପୂଜାରେ କରନ୍ତୁନି ଏହି ( 5ଟି କାମ ) ନ ହେଲେ ସାରା ଜୀବନ ପସ୍ତେଇବେ

durga

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ମାତାରାଣି ଙ୍କର ଆଗମନ ହୋଇ ସାରିଛି ଅର୍ଥାତ ନବରାତ୍ରୀ ଆରମ୍ଭ ହୋଇ ସାରିଛି ଏହି ବର୍ଷର ନବରାତ୍ରୀ 17 ଅକ୍ଟବର ସନିବାର ଠାରୁ ଆରମ୍ଭ ହୋଇ ସାରିଛି ଏବଂ ଏହା ଆସନ୍ତା 25 ତାରିଖ ସମବାର ପର୍ଯ୍ୟନ୍ତ ପାଳନ କରାଯିବ । ହିନ୍ଦୁ ଧର୍ମରେ ଏହି ସମୟକୁ ଅତ୍ୟନ୍ତ ଖାସ ବୋଲି କୁହାଯାଇ ଥାଏ କେବଳ ଏତିକି ନୁହେ ଭକ୍ତ ମାନେ ମଧ୍ୟ ଏହି ଦୀନକୁ ଚାତକ ଭଳି ଚାହି ରହିଥାନ୍ତି , କୁହାଯାଏ କି ନବରାତ୍ରୀର ଏହି ନଦୀନ ରେ ଭକ୍ତ ମାନେ ମାଙ୍କୁ ପଶ୍ରନ କରିଥାନ୍ତି ଏବଂ ମା ପଶ୍ରନ ହୋଇ ତାଙ୍କର ସମସ୍ତ ଇଚ୍ଛାକୁ ପୁରଣ କରିଥାନ୍ତିୁ , ଏହି ନଦୀନରେ ମା ଙ୍କର ନଟି ରୂପକୁ ପୂଜା କରାଯାଇ ଥାଏ ଏବଂ ଦଶମି ଦୀନ ଦଶହରା ନାମରେ ପ୍ରଶିଧ ହୋଇଥାଏ । ନବରାତ୍ରୀ ବର୍ଷକୁ ଚାରି ଥର ଆସିଥାଏ ପୌଷ , ଚୈତ୍ର , ଆଷାଢ , ଆଶ୍ୱିନ ମାସର ପ୍ରତି ପଦରୁ ଆରମ୍ଭ ହୋଇ ଏହା ନବମୀ ଯାଏ ପାଳନ କରାଯାଇ ଥାଏ । ନବରାତ୍ରୀର ଏହି ନଟି ରାତିରେ ତିନଟି ଦେବୀଙ୍କୁ ଯଥା ମୋହା ଲକ୍ଷ୍ମୀ , ମା ସରସ୍ୱତୀ ଏବଂ ମା ଦୁର୍ଗା ଙ୍କର ନଟି ସରୂପକୁ ପୂଜା କରାଯାଇ ଥାଏ ଯାହାକୁ ନବଦୁର୍ଗା କୁହାଯାଇ ଥାଏ ।durga

ସେହିପରି ଯେଉ ମହିଳା ମାନେ ନ ଦୀନରେ ମା ଦୁର୍ଗାଙ୍କୁ ପୂଜା କରିଥାନ୍ତି ମା ଦୁର୍ଗା ସେମାନଙ୍କୁ ବିସେଷ ବରଦାନ ପ୍ରଦାନ କରିଥାନ୍ତି କିନ୍ତୁ ଅନେକ ପ୍ରକାର ଅଯାଣନ୍ତରେ ଏପରି କିଛି ଭୁଲ ହୋଇଯାଇ ଥାଏ ଯାହା ଦ୍ୱାରା ମା ଦୁର୍ଗା ଆମର ପୂଜାର୍ ଅସନ୍ତୁଷ୍ଟ ହୋଇଥାନ୍ତି ତେଣୁ ସେହି ସବୁ ଭୁଲ ଠାରୁ ସାବଧାନ ରହିବା ଉଚିତ୍ , ତେବେ ଆସନ୍ତୁ ଜାଣିବା ନବରାତ୍ରୀ ସମୟରେ ମହିଳା ଏବଂ ପୁରୁଷ ମାନେ କଣ କଣ ସତ୍ରକତା ଅବଲମ୍ବନ କରିବା ଉଚିତ୍ । ନମ୍ବର 1 ମା ଆପଣଙ୍କୁ ବର୍ତ ଏବଂ ପୂଜା ପାଠ କରିବା ପାଇଁ ବାଧ୍ୟ କରି ନଥାନ୍ତି କିନ୍ତୁ ଯଦି ଆପଣ କରୁଛନ୍ତି ତ ଆପଣ ମାନେ ସର୍ମ୍ପୁନ ଶ୍ରଧା ଭକ୍ତି ଏବଂ ବିଶ୍ୱାସର ସହିତ କରନ୍ତୁ । ନମ୍ବର 2 ନବରାତ୍ରୀରେ କୌଣସି ପ୍ରକାର ଅପସବ୍ଦର ପ୍ରୟଗ ଅଥବା ଗାଳୀ ଦେବା କିମ୍ବା ମିଛ କହିବା ବା ଚୁଗୁଲି କରିବା ଇତ୍ୟାଦି ଖରାପ ସବ୍ଦ ମୁହରୁ ବାହାର କରନ୍ତୁ ନାହିଁ କାରଣ ମୁହରେ ଆମେ ମାତାଙ୍କର ପବିତ୍ର ନାମ ସ୍ମରଣ ମନ୍ତ୍ର ଯପ ଏବଂ ଆଚରଣ ଇତ୍ୟାଦି କରିଥାଉ ତେଣୁ ସେଥିପାଇଁ ମୁହରୁ ବାହାରୁ ଥିବା ପ୍ରତେକ ସବ୍ଦ ପବିତ୍ର ହେବା ଦରକାର ।puja

ନମ୍ବର 3 ନବରାତ୍ରୀରେ କୌଣସି ପ୍ରକାର ନିଶା ଦ୍ରବ୍ୟ କିମ୍ବା ଆମୀଷ ସେବନ କରିବା ଅନୁଚିତ ହୋଇଥାଏ । ନମ୍ବର 4 କୌଣସି ଅସହାୟ ଲୋକ ଏବଂ କନ୍ୟାକୁ ଆପଣ ଘରୁ ଖାଲି ହାତରେ ଘରୁ ଯିବାକୁ ଦିଅନ୍ତୁ ନାହିଁ କହାରିବି ସାହାଯ୍ୟ କରିବା ଦ୍ୱାରା ମା ଦୁର୍ଗା ବହୁତ ପଶ୍ରନ ହୋଇଥାନ୍ତି । ନମ୍ବର 5 ଏହି ଦୀନ ମାନଙ୍କର ବାଳ କାଟିବା ନଖ କାଟିବା ଅନୁଚିତ ହୋଇଥାଏ କାରଣ ବାଳ ଏବଂ ନଖକୁ ବଢାଇବାରେ ଆମର ଶରୀରର ଉୃଝାର ପ୍ରୟଗ ହୋଇଥାଏ ଏମୁ ଏହି ସମୟରେ ଉପବାସ ଆଦି କରୁଥିବା ଲୋକଙ୍କୁ ଶକ୍ତିର ବହୁତ ଆବସ୍ୟକ ହୋଇଥାଏ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *