ଦେହ ପାଇଁ ଡିଲ୍ : ବ୍ୟବସାୟ କରୁ ଥିବା ବେଳେ ଧରା ପଡିଲେ ଏହି ସବୁ ହୋଟେଲ୍ ମାଲିକ

hotel-m

ଦେହ ପାଇଁ ହେଲା ଡିଲ୍  । ବେଫିକର୍ ଭାବେ ଦେହ ବ୍ୟବସାୟ ଚଳାଇଛନ୍ତି ଦଲାଲ୍ ନା କାହାକୁ ଡର ନା କାହାକୁ ଭୟ ସେହି ହୋଟେଲ୍ ମଧ୍ୟ ରେ ଯୁବତୀ ରହିଛନ୍ତି , ଏବଂ ସବୁ ପ୍ରକାରର ବ୍ୟବସ୍ଥା ରହିଛି ପୁଣି ଗ୍ରାହକ ମାନଙ୍କ ପାଇଁ ରହିଛି ସବୁ ପ୍ରକାରର ସୁବିଧା ଟଙ୍କା ଦିଅ ଏବଂ ସେବା ପାଅ ଏହି କଥା ଆମେ ନୁହେଁ ବରଂ ଗ୍ରାହକ ମାନେ ଆସିଲେ ସେମାନଙ୍କୁ କହୁଛନ୍ତି  ଦଲ୍ଲାଲ୍ । ତେବେ ବନ୍ଧୁଗଣ ଏହି ଘଟଣା ଟିି ଏହି ଦିନରେ ବାଲେଶ୍ୱର ଜାହା ଏକ ପ୍ରମୂଖ ପର୍ଯ୍ୟଟନ ଜିଲ୍ଲା ଭାବେ ପରିଚିତ ଅଟେ ଏହି ଘଟଣା ଟି ସେହି ଠାରେ ହୋଇ ଥିବାର ଦେଖିବା ପାଇଁ ମିଳିଛି । ତେବେ ପୁରା ଖବର କଣ ଆସନ୍ତୁ ଜାଣି ନେବା ।

hotel

ବାଲେଶ୍ୱର ଓ ପଶ୍ଚିମବଙ୍ଗ ସିମାନ୍ତ ଜଳେଶ୍ୱର ଭୋଗରାଈ ଅଞ୍ଚଳ ରେ କେଉଁ ଭଳି ହୋଟେଲ୍ ମଧ୍ୟରେ ଦେହ ବ୍ୟବସାୟ ଚାଲି ରହିଛି କେଉଁ ଭଳି ଭାବେ ଟଙ୍କା ବଦଳରେ ଦେହର ଡିଲ୍ ହେଉଛି ସେହି ବିଷୟ ରେ ମିଡିଆ ଏବେ ପର୍ଦାଫାସ୍ କରିଛି , ପର୍ଯ୍ୟଟନ ଋତୁରେ ବର୍ତମାନ ସମୟରେ ବାଲେଶ୍ୱରର ଏହି ଅଞ୍ଚଳକୁ ଛୁଟି ଥାଏ ବହୁତ ପର୍ଯ୍ୟଟକ ମାନଙ୍କ ଭିଡ ଏବଂ ତାହା ମଧ୍ୟରେ ଗ୍ରାହକ ଯୋଗାଡ କରି ନିଜର ଅସାଧୁ ଯୋଗାଯୋଗ କରି ଦେହ ବ୍ୟବସାୟ ଚଳାଇଛନ୍ତି ଦଲାଲ୍ । ଜଳେଶ୍ୱର ସହିତ ଭୋଗରାଈ ର ସାହାବାଜି ପୁର ,ଉଦୟ ପୁର ଆଦି ସ୍ଥାନରେ ବିଭିନ୍ନ ହୋଟେଲ୍ ମାନଙ୍କରେ ଏହି ଦେହ ବ୍ୟବସାୟ ଚାଲି ଥିାର ଦେଖିବା ପାଇଁ ମିଳିଛି ।

hott

କେବଳ ଏତିକି ନୁହେଁ ବହୁତ ସମୟରେ ଏଠାରେ ଦେହ ଜିବି ଏବଂ ବ୍ୟବସାୟୀ ମାନଙ୍କୁ ପୋଲିସ୍ ଆରେଷ୍ଟ କରିଛି । ତେବେ ମିଳି ଥିବା ସୂଚନା ଅନୁସାରେ ଏହି ବ୍ୟବସାୟୀ ମାନେ ପଶ୍ଚିମବଙ୍ଗରୁ ଯୁବତୀ ମାନଙ୍କୁ ଆଣି ହୋଟେଲ୍ ଶିଳ୍ପ ନାମରେ ବେଧଡକ୍ ଏମିତି ସବୁ କାର୍ନାମା କରୁ ଥିବାର ଦେଖିବା ପାଇଁ ମିଳିଛି ,  ତେବେ ବହୁତ ଥର ପୋଲିସ ଚଢାଉ ପରେ ମଧ୍ୟ ଏଠାରେ ଚାଲିଛି ନିର୍ଦୋନ୍ଦରେ ଦେହ ବ୍ୟବସାୟ ।

ଏକ ହୋଟେଲ୍ ରେ ଦେହ ବ୍ୟସାୟ ଚାଲୁ ଥିବା ନେଇ ତିନି ଜଣ ଯୁବତୀ ଙ୍କୁ ଧରି ଥିଲେ ସ୍ଥାନିୟ ଲୋକ ମାନେ ଏବଂ ପରେ ସେମାନେ ପୋଲିସ୍ ରେ ଜିମା ବି ଦେବା ପରେ ସେହି ଥିରେ ପୋଲିସ୍ ସେମିତି କିଛି ଖାସ୍ କରି ପାରି ନ ଥିବାର ଦେଖିବା ପାଇଁ ମିଳିଛି । ଏମିତି ବେଳେ କିଛି ଦିନ ତଳେ ଜଲେଶ୍ୱର କିଛି ହୋଟେଲ୍ ମାନଙ୍କରେ ପୋଲିସ ଚଢାଉ କରି ଥିବା ବେଳେ ସେହି ଠାରୁ ସମସ୍ତେ ଖସି ଜାଇ ଥିଲେ ।

hot

ସେମିତିରେ ଏହି ଦିନରେ ଏହି କିଛି ଭିଡ଼ିଓ ମାନ ସୋସିଆଲ ମିଡ଼ିଆ ରେ ବି ଭାଇରଲ ହେଉ ଥିବାର ଦେଖିବା ପାଇଁ ମିଳିଛି ଯେଉଁ ଠାରେ ଗ୍ରାହକ ମାନେ କେମିତି ଡିଲ୍ କରୁଛନ୍ତି ସେହି ଭିଡ଼ିଓ ଦେଖିବା ପାଇଁ ମିଳିଛି , ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *