15 ବର୍ଷ ପରେ ଏକାଠି ଏହି ସିରିଏଲରେ ନଜର ଆସିବେ ଦେବାଶୀଷ ଓ ତାଙ୍କ ପତ୍ନୀ

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଦିର୍ଘ ଦିନ ପରେ ପୁଣି ଥରେ ପରଦା କୁ ଫେରୁଛନ୍ତି ଦେବଶିସ୍ ଙ୍କ ପତ୍ନୀ ମୋନାଲିସା , ତେବେ ବନ୍ଧୁଗଣ ମୋନାଲିସା ଙ୍କ ବିଷୟ ରେ ଏହି ସବୁ ସୂଚନା ପାଇଁ ଜାଣିବା ପାଇଁ ଆପଣ ମାନେ ନିଶ୍ଚିତ ଭାବେ ପୋଷ୍ଟ କୁ ସେଷ ଯାଏ ପଢନ୍ତୁ ତେବେ ଜାଣି ପାରିବେ । ଆପଣ ମାନଙ୍କୁ ଜଣେଇ ଦେବୁ କି ଦେବାଶିସ୍ ଙ୍କ ପତ୍ନୀ ମୋନାଲିସା ବହୁତ ବଡ ଆଲବମ୍ କୁଇନ୍ ଭାବେ ପରିଚିତ ହୋଇ ଥିବା ବେଳେ ସେ ନିଜର ଆଲବମ୍ ଜଗତ ର କାର୍ଯ୍ୟ ପାଇଁ ତାଙ୍କୁ ଓଡିଶା ବାସୀ ମାନେ ବହୁତ ପରିମାଣ ରେ ପସନ୍ଦ କରନ୍ତି ଏବଂ ଆପଣ ମାନଙ୍କୁ ଜଣେଇ ଦେବୁ କି ସେ ଗତ 10 ବର୍ଷ ହେବ ଅଭିନୟ ଜଗତ ରୁ ସଂମ୍ପର୍ଣ୍ଣ ଭାବେ ଦୂରେଇ ରହି ଥିବା ବେଳେ ବର୍ତମାନ ସମୟ ରେ ସେ ପୁଣି ଗୋଟିଏ ନୂଆ ସିରିଏଲ ମାଧ୍ୟମ ରେ ଦେଖା ଦେବେ ତେବେ ଆସନ୍ତୁ ଜାଣି ନେବା ସେ କେଉଁ ସିରିଏଲ ମାଧ୍ୟମ ରେ ଆପଣ ମାନଙ୍କୁ ଏହି ଦିନ ରେ ଦେଖା ଦେବେ ।monalisha

ସେମିତି ରେ ଆପଣ ମାନେ ବି ଜାଣି ଥିବେ ଓଲିଉଡ ର ଆଲବମ୍ ଜଗତ ରେ ଫେମସ୍ ଯୋଡି ହେଲେ ଦେବାଶିସ୍ ଏବଂ ମୋନାଲିସା ଏହି ଦୁଇ ଯୋଡି ଆଲବମ୍ କରୁ କରୁ ପ୍ରେମ ରେ ପଡି ଥିଲେ ଏବଂ ପରେ ସେମାନେ ବିବାହ କରି ନେଇ ଥିଲେ , ବିବାହ କରିବା ପରେ ମୋନାଲିସା କୈଣସି ଅଭିନୟ ରେ ରୁଚି ରଖି ଦେବାଶିସ୍ ବର୍ତମାନ ସମୟ ରେ ସେ ଫିଲ୍ମ ମାନଙ୍କ ରେ ହିରୋ ହେଉଛନ୍ତି ।dabacis

ତେବେ ସେହି ଦିନରୁ ମୋନାଲିସା ଙ୍କ ଫେନ୍ ମାନେ ଏହି ପ୍ରଶ୍ନ ସବୁ ବେଳେ କରୁ ଥିଲେ କି କେବେ ମୋନାଲିସା ପୁଣି ଥରେ ଇଣ୍ଡଷ୍ଟ୍ରୀ କୁ ଫେରିବେ ବୋଲି ତେବେ ସେ ଖୁବ୍ ଶିଘ୍ର ଜି ସାର୍ଥକ୍ ରେ ପ୍ରଶାରିତ ଏକ ରିଆଲିଟି ସୋ ଜାହାର ନାମ ଖାଡେଙ୍ଗା ଫେମିଲି ରେ ଏକାଠୀ ନଜର ଆସିବେ ଦେବାଶିସ୍ ଏବଂ ମୋନାଲିସା ତେବେ ଆପଣ ମାନଙ୍କୁ ଏହି ଯୋଡି କେମିତି ଲାଗେ ଆପଣ ମାନେ ନିଶ୍ଚିତ ଭାବେ କମେଣ୍ଟ ମାଧ୍ୟମ ରେ ଜଣେଇ ଦେବେ , ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *