ବଡ଼ ଖବର – ମହେନ୍ଦ୍ର ସିଂ ଧୋନିଙ୍କ ଝିଅ ସହ ଯାହା ଘଟିଛି, ଜାଣିଲେ ଆପଣ କାଠ ହୋଇଯିବେ !!

dhooo

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଏହି ଦିନରେ ଏକ ଲଜ୍ୟାଜନକ ଖବର ଦେଖିବା ପାଇଁ ମିଳିଛି ଧୋନୀ ଙ୍କ ପାଞ୍ଚ ବର୍ଷ ର ଝିଅ ଙ୍କୁ ଦୁସ୍କର୍ମ କରିବାର ଧମକ୍ , ଏହି ଦିନ ରେ ବାରମ୍ବାର ଭାବେ CSK ହାରୁ ଥିବାର ଦେଖି ସୋସିଆଲ ମିଡ଼ିଆ ରେ ଏମିତି ଘଟଣା ଦେଖିବା ପାଇଁ ମିଳିଛି , ଏମିତି ରେ ବନ୍ଧୁଗଣ ଏହି ବିଷୟ ରେ ସଂମ୍ପର୍ଣ୍ଣ ଭାବେ ଜାଣି ନେବା ପାଇଁ ଆପଣ ମାନେ ଶେଷ ଯାଏ ପଢନ୍ତୁ , ଏବଂ ଆପଣ ମାନେ ଭାବୁଛନ୍ତି କି ଧୋନୀ ଙ୍କ ଏହି କୁନୀ ଝିଅ ଟି ନ୍ୟୟ ପାଇଁ ହକଦାର୍ ରହିଛି ତେବେ ଆପଣ ମାନେ ନିଶ୍ଚିତ ଭାବେ ସେୟାର କରିବେ ।

dhoni

ବର୍ତମାନ ସମୟରେ IPL ଲୋକ ମାନଙ୍କୁ ବହୁତ ପରିମାଣ ରେ ପସନ୍ଦ ଆସୁ ଥିବା ବେଳେ ଏଠାରେ ନିଜ ନିଜର ମନ ପସନ୍ଦ ର ଟିମ୍ କୁ ସବଳ ଭାବେ ଖେଳିବା ପାଇଁ ଏବଂ ଭଲ ପଦର୍ଶନ କରିବା ପାଇଁ ଚାହାଁନ୍ତି , ଏବଂ ସେମାନଙ୍କ ଖେଳ ରେ ନିଜକୁ ମନରଂଞନ୍ ବି ସେମାନେ କରନ୍ତି । କ୍ରିକେଟ୍ ର ଏହି ପଠା ଫଟ୍ ଇନିଙ୍ଗ୍ସ ରେ ଲୋକ ମାନଙ୍କ ଖୁସୀ ଦୁଇ ଗୁଣିତ ହୋଇ ଯାଏ , ଏମିତି ରେ ଏଠାରେ ଥିବା ଟିମ୍ ମାନଙ୍କ ମଧ୍ୟ ରେ CSK ବି ଅଟେ ଜାହାର ଅଧିନାୟକ ଭାରତ ର ମହେନ୍ଦ୍ର ସିହଂ ଧୋନୀ ଅଟନ୍ତି , ଏମିତି ରେ ଏହାର ଅନେକ ପ୍ରସଂଶକ ରହିଛନ୍ତି ।

dhoni3

ହେଲେ ଏହି ବର୍ଷ CSK ସେମିତି କିଛି ଖାସ୍ ପଦର୍ଶନ କରି ନ ଥିବା ବେଳେ ଏହାକୁ ନେଇ ପ୍ରଶଂସକ ମାନଙ୍କ ମଧ୍ୟରେ ଉତ୍ତେଜନା ଦେଖିବା ପାଇଁ ମିଳିଛି କେବଳ 2 ମ୍ୟଚ୍ ଜିତି ଥିବା ବେଳେ 5 ଟି ମ୍ୟଚ୍ ରେ ସେ ହାରି ଜାଇ ଥିବା ବେଳେ ପ୍ରଶଂସକ ମାନେ ବର୍ତମାନ ସମୟରେ ଧୋନୀ ଙ୍କ ଉପରେ ରାଗ ସୁଝାଉ ଥିବା ବେଳେ ତାଙ୍କର 5 ବର୍ଷ ର ଝିଅ ଉପରେ ବି ରାଗ ସୁଝାଉ ଥିବାର ଦେଖିବା ପାଇଁ ମିଳିଛନ୍ତି ।

dhoni2

ଏମିତି ରେ କିଛି ଇୟୁଜର ମାନେ ଧୋନୀ ଙ୍କ ସେହି ଛୋଟ ଝିଅ ଙ୍କୁ ଦୁସ୍କର୍ମ କରିବା କଥା ବି ଉଠାଉ ଥିବାର ଦେଖିବା ପାଇଁ ମିଳିଛନ୍ତି , ତେବେ ଏହାକୁ ନେଇ ଆପଣ ମାନଙ୍କ କଣ ରହିଛି ଆପଣ ମାନେ ନିଶ୍ଚିତ ଭାବେ କମେଣ୍ଟ କରିବେ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *