ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ପୁଣି ଥରେ ଓଲିଉଡ ରେ ଧୁମ୍ ମଚେଇବା ଓଲିଉଡ ସୁପର ଷ୍ଟାର ଅମ୍ଲାନ୍ ଏବଂ ରିଆ ଷ୍ଟାର କିଡ୍ ଓଲିଉଡ ଷ୍ଟାର ଅମ୍ଲାନ୍ ଙ୍କ କେରିଅର ଆରମ୍ଭ ହୋି ଥିଲା ଟାର୍ଗେଟ୍ ଫିଲ୍ମ ରୁ ଏହା ସହିତ ସୁଧାକର ମିଶ୍ର ଙ୍କ ନିର୍ଦ୍ଧେଶନା ରେ ପ୍ରେମ ଅଢେଇ ଅକ୍ଷଣ ଫିଲ୍ମ ରୁ ରିଆ ଙ୍କ କେରିଅର ଆରମ୍ଭ ହୋଇ ଥିଲା । ଏବଂ ପରବର୍ତି ସମୟ ରେ ତୁ ମୋ ଦେହ ର ଛାଇ , କଲେଜ୍ ଟାଇମ୍ , ଗୋଲାପୀ ଗୋଲୋପୀ ରେ ଅମ୍ଲାନ୍ ଙ୍କ ସହିତ ରାଆ ଙ୍କୁ ଦେଖିବା ପାଇଁ ମିଳି ଥିଲା। ଏବଂ ଏବେ ପୁଣି ଥରେ ଏହି ଯୋଡି ପୁଣଇ ଥରେ ଏକତ୍ର ବଡ ପରଦା ରେ ଦେଖା ଦେବାରେ ଲାଗିବେ , ମାଆ ପାଣ୍ଡବ ସୁଣୀ ଏଣ୍ଟରଟେନମେଣ୍ଟ ବ୍ୟନର୍ ରେ ନିର୍ମିତ ହେବାକୁ ଯାଉ ଥିବା ନୂଆ ଓଡ଼ିଆ ସିନେମା ତୋ ପାଇଁ କିଛି ବି ଚଳଚିତ୍ର ରେ ଦୁହେଁ ଅଭିନୟ କରିବେ ।
ନିକଟ ରେ ଏହାର ମୂହୁର୍ତ୍ତ ଅନୁଷ୍ଟିତ ହୋଇ ଜାଇ ଥିବା ବେଳେ ଏହି ଫିଲ୍ମ ର କାହାଣୀ ଚିତ୍ର ନାଟ୍ୟ ଏବଂ ସଂଗ୍ଲାପ ରଚନା କରିଛନ୍ତି , ନିରଞନ ବେହେରା ଏବଂ ସଂଙ୍ଗୀତ ଦାୟୁତ୍ୱ ରେ ରହିଛନ୍ତି ଗୁଡୁଲ୍ଲୀ ରଥ । ସେହି ପରି ବେଳେ ଏହି ଫିଲ୍ମ ବିଷୟ ରେ ନିରଞନ କହିଛନ୍ତି କି ଏହି ଫିଲ୍ମ କ କାହଣୀ ରେ ଲଭ୍ ରୋମାନ୍ସ , କମେଡି , ଏକ୍ସନ୍ ଏବଂ ଫେମିଲି ଡ୍ରାମା ରହିଛି ତେବେ ଦର୍ଶକ ମାନେ ଏହି ଥିରେ ବହୁତ ଗୁଡିଏ ମଜା ଉଠେଇବା ସହିତ ନିଶ୍ଚିତ ଭାବେ ଏହାକୁ ପସନ୍ଦ କରିବେ । ଏହା ପୂର୍ବ ରୁ ନିରଂଞନ ଆଣ୍ଟି ନମସ୍କାର , ଯୋଗୀ ,ପ୍ରେମ ପାଇଁ ମହାଭାରତ , ହିରୋ ନଂ ଜିରୋ , ଆଦି ଫିଲ୍ମ ପ୍ରସ୍ତୁତି କରି ସାରିଛନ୍ତି ।
ସେମିତି ରେ ଆପଣ ମାନେ ଓଲିଉଡ ର ସୁପର ଷ୍ଟାର ଅମ୍ଲାନ୍ ଏବଂ ରିଆ ଙ୍କୁ କେତେ ପରିମାଣ ରେ ପସନ୍ଦ କରନ୍ତି ଆପଣ ମାନେ ନିଶ୍ଚିତ ଭାବେ ଆମକୁ କମେଣ୍ଟ କରି ଜଣେଇ ଦେବେ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।