ଏହି ତଥ୍ୟଟିକୁ ଶୁଣିଲେ ସମସ୍ତଙ୍କୁ ବହୁତ ଆଗ୍ରହ ଆସିଥାଏ। ଆମେ ମାନେ ତ ସହବାସ ଶୁଣିଛୁ କିନ୍ତୁ ଗୁପ୍ତ ସହବାସ କଣ ଏହାକୁ ଜାଣିବାକୁ ସତେ ଯେପରି ସମସ୍ତେ ଚାତକ ଭଳି ଚାହିଁ ରହିଛନ୍ତି। ସଦା ସର୍ବଦା ପାଇଁ ଆମେ ମାନେ ଗୁପ୍ତ ଜିନିଷ ପ୍ରତି ବହୁତ ଆଗ୍ରହ ଦେଇଥାଉ। ଆମକୁ କୁହାଯାଇଥିବ ସେହି ଘରକୁ ଯାଅ ନାହିଁ ହେଲେ ଆମେ ସେହି ଘରକୁ ଯାଇଥାଉ। ଅର୍ଥାତ ଆମକୁ ଯାହା ମନା କରାଯାଇଥିବ ଆମେ ତାକୁ ସବୁବେଳେ ଜାଣିବାକୁ ଚେଷ୍ଟା କରିଥାଉ। ସେହିପରି ସହବାସ ଏହି କଥାକୁ ଜାଣିବାକୁ ସମସ୍ତେ ଚାହିଁ ରହିଥାନ୍ତି କିନ୍ତୁ ଫୁଣି ଗୁପ୍ତ ସହବାସ କଣ। ଏହା ଏକ ନୂଆ ପ୍ରକାରର କଥା। ତେବେ ଆଜିକାଲି ଆମେମାନେ ଗୁପ୍ତଟିକୁ ଗୁପ୍ତ ଭାବରେ ରଖିବାନି ସେହି ବିଷୟରେ ପରାମର୍ଶ ନେବା।
ତେବେ ଏହି ଗୁପ୍ତ ଜିନିଷ ବେଳେ ବେଳେ କଣ ହୁଏନା ଆମକୁ ବିପଦରେ ପକାଇଥାଏ।ସହବାସକୁ ସ୍ୱୀକୃତି ଦିଆଯାଇଛି ଆପଣଙ୍କର ବୈବାହିକ ଜୀବନ ପରେ।କିନ୍ତୁ ଆଜିକାଲି ଏହି ସହବାସ ବିବାହ ପୂର୍ବରୁ ବହୁତ ମାତ୍ରାରେ ବଢିଯାଇଛି।ଏହା ମଧ୍ୟ ଅତୀତ କାଳରୁ ରହିଆସୁଛି।ଏବଂ ଏହାର କୁପରିନାମ କଣ ସବୁ ମଧ୍ୟ ଆମେ ମାନେ ଅଳ୍ପ ବହୁତ ଜାଣିଛୁ।ଯଦି ଆମେ ପୁରାଣ କଥାକୁ ଯିବା ସେଠି ମଧ୍ୟ ଏହି ଗୁପ୍ତ ପ୍ରେମ ଏବଂ ଗୁପ୍ତ ସହବାସ ରହିଛି।ଆସନ୍ତୁ ଜାଣିବା ଏହି ଗୁପ୍ତଟି ସବୁବେଳେ କଣ ପାଇଁ ବିପଦ ଜନକ ହୋଇଥାଏ।ଆପଣ ଯଦି ବିବାହ ପୂର୍ବରୁ ସହବାସ ରଖିଥାନ୍ତି ସେଠାରେ ଆପଣଙ୍କର ଶାରୀରିକ ସୁଖ ଅପେକ୍ଷା ମାନସିକ ଯନ୍ତ୍ରଣା ଅଧିକ ଥାଏ।ଯଦି ଆପଣ ବାହାଘର ପୁର୍ବରୁ ସହବାସ କରୁଛନ୍ତି ତାହେଲେ ଆପଣଙ୍କର ବୈବାହିକ ଜୀବନରେ ଏତେଟା ସୁଖ ଆସି ନଥାଏ।
କାରଣ ସେହି ଜିନିଷଟିକୁ ଆପଣ ବିବାହ ପୂର୍ବରୁ ଉପଭୋଗ କରିଛନ୍ତି।ଯଦି ଆପଣ ଭାବିଥିବେ ବିବାହ ପରେ ଏଇଆ କରିବି ସେଇଆ କରିବି ତାହା ହେଇନଥାଏ।ତେଣୁ ପ୍ରଥମେ ମାନସିକ ପ୍ରଭାବ ଆପଣଙ୍କର ଉପରେ ପଡିଥାଏ।ଆପଣ ପ୍ରେମ କରନ୍ତୁ ,ମିଳାମିଶା କରନ୍ତୁ କିନ୍ତୁ ଆପଣ ବିବାହ ପୂର୍ବରୁ କୌଣସି ଶାରୀରିକ ସମ୍ପର୍କ ରଖନ୍ତୁ ନାହିଁ।ଯଦି ଆପଣ ସମ୍ପର୍କ ରଖିବେ ତାହେଲେ ଆପଣଙ୍କର ବାରମ୍ବାର ସେହି ଦିଗରେ ଗତି କରିବାକୁ ଇଛା ହେବ।ଫଳରେ ଧାତୁଗତ ସମସ୍ୟା ସୃଷ୍ଟି ହେବ।ଏହି ଧାତୁଗତ ସମସ୍ୟା ପାଇଁ ବିଜ୍ଞାନ ଅପେକ୍ଷା ବହୁତ ଆୟୁର୍ବେଦର ବହୁତ ପ୍ରକାର ଉପଚାର ରହିଛି।
ଅନେକ ପ୍ରକାରର ଅସୁବିଧା ଯାହାକି ପୁଅ ଝିଅ ମାନେ ମତାମତ ରଖିଛନ୍ତି ଆମେ ମାନେ ଆଗରୁ ମିଶିଥିଲୁ ସେଇଥିପାଇଁ ହୁଏତ ଆଜି ଆମର ବୈବାହିକ ଜୀବନ ସୁଖମୟ ହେଉ ନାହିଁ।କଥା ହେଉଛି ଆମେ ମାନେ କଣ ଏତିକି ଧର୍ଯ୍ୟ ରଖି ପାରିବାନି।ଯଦି ଆମେ ଧର୍ଜ୍ୟ ରଖିବା ଆମର ଯେଉଁ ଆଗ୍ରହଟି ତାହା ମଧ୍ୟ ଦିନକୁ ଦିନ ବଢ଼ିବାରେ ଲାଗିଛି ତେଣୁ ଏହି ଆଗ୍ରହଟି ବୈବାହିକ ଜୀବନରେ ବହୁତ ଖୁସି ଦେଇଥାଏ।ତେଣୁକରି ନିଜର ଧର୍ଯ୍ୟ ବଜାଇ ରଖନ୍ତୁ।ଏଥିପାଇଁ ଆପଣ ମାନଙ୍କୁ ଗୋଟିଏ ଅନୁରୋଧ ଏହାଯେ ଆପଣ ଏହି ଗୁପ୍ତସହବାସ କୌଣସି ପ୍ରକାରର ରଖନ୍ତୁ ନାହିଁ।
ଆମେ ଆପଣଙ୍କ ପାଇଁ ସଦା ସର୍ବଦା ତତ୍ପର ରହୁଛୁ, ସବୁ ଭଲ ଭଲ ତଥ୍ୟ ଆମେ ଆପଣଙ୍କ ପାଖକୁ ନେଇକି ଆସୁଛୁ।ଏଠି ଆପଣ ବିଭିନ୍ନ ପ୍ରକାରର ଜ୍ଞାନ ଆହରଣ କରିପାରିବେ। ଆମେ ଆପଣଙ୍କୁ ଜଣା ଅଜଣା କିଛି ନୂଆ କଥା ବିଷୟରେ ଜଣେଇବୁ। ସେଥିପାଇଁ ଆମ ସହିତ ଯୋଡି ହେଇ ରହିବା ପାଇଁ ଧନ୍ୟବାଦ। ଯଦି କିଛି ଭୁଲ ରହୁଛି ତେବେ ନିଶ୍ଚିତ କହିବେ। ଧନ୍ୟବାଦ।