ନୁଆ ସିରିଏଲରେ ନଜର ଆସିବେ ଦୁର୍ଗା ସିରିଏଲର ଅର୍ପିତା – ଦେଖନ୍ତୁ ତାଙ୍କର ଫାଷ୍ଟ ଲୁକ

arpi-ta

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନଙ୍କର ପ୍ରିୟ ର ଦୂର୍ଗା ବା ଅର୍ପିତା ଏହି ଦିନ ରେ ପୁଣି ଏକ ନୂଆ ସିରିଏଲ ରେ ନଜର ଆସିବା ପାଇଁ ଯାଉଛନ୍ତି , ବହୁତ ଦିନ ର ବ୍ରେକ୍ ପରେ ପରେ ଦୂର୍ଗା ପୁଣି ଏକ ନୂଆ ଏବଂ ଦମଦାର୍ ମେଗା ଧାରାବାହୀକ ରେ ନଜର ଆସିବା ପାଇଁ ଯାଉଛନ୍ତି । ତେବେ ଏହି ସିରିଏଲ ରେ ଟି ଏହି ଦିନ ରେ ଜି ସାର୍ଥକ୍ ରେ ପ୍ରସାରିତ ହେବାକୁ ଜାଉ ଥିବା ବେଳେ ତରଙ୍ଗ ସିରିଏଲ ଦୂର୍ଗା କୁ ପ୍ଲେ କରି ଅର୍ପିତା ବେସ୍ ଲୋକ ପ୍ରିୟତା ହାସଲ କରି ପାରି ଥିଲେ ।

arpit

ଓଡ଼ିଶା ରେ ଓଡ଼ିଶା ବାସୀ ତାଙ୍କୁ ବେସ୍ ଭଲ ପାଆନ୍ତି । ବର୍ତମାନ ସମୟ ରେ ଘରେ ଘରେ ପରିଚିତ ଚେହେରା ଭାବେ ସେ ଜଣା ସୁଣା ଅଟନ୍ତି । ଏହି ଦିନ ରେ ସେ କିଛି ଦିନ ହେବ ବ୍ରେକ୍ ନେଇ ଥିଲେ ଦୂର୍ଗା ସିରିଏଲ ରୁ ଏବଂ ଏହି ସିରିଏଲ ସରିବା ପରେ ପରେ ସେ କୈଣସି ବି ସିରିଏଲ ରେ ନଜର ଆସି ନ ଥିଲେ , ଏହି କାରଣ ପାଇଁ ଦୂର୍ଗା ଙ୍କ ଫେନ୍ସ ମାନେ ବହୁତ ଅପସେଟ୍ ହୋଇ ଜାଇ ଥିଲେ । ଏହି ବିଷୟ ରେ ତାଙ୍କର ଫେନ୍ସ ମାନେ ବହୁତ ପରିମାଣ ରେ ସୋସିଆଲ ମିଡ଼ିଆ ରେ ମେସେଜ୍ କରିବା ସହିତ ତାଙ୍କୁ ପୁଣି ଥରେ ଫେରିଆସିବା ପାଇଁ ଅନୁରୋଧ ବି କରି ଥିବାର ଅର୍ପିତା କହିଛନ୍ତି ।

arpitaa-karr

ଏବଂ ସେହି ମାନଙ୍କ ପାଇଁ ଏହି ଦିନ ରେ ଖୁସୀ ଖବର କି ପୁଣି ଥରେ ଦୂର୍ଗା ସିଲିଏଲ କୁ କମ୍ ବେକ୍ କରୁଛନ୍ତି , ଏବଂ ଏହି ଦିନ ରେ ଆପଣ ମାନେ ଜି ସାର୍ଥକ୍ ର ନୂଆ ମେଗା ଧାରାବାହୀକ ମହାଦେବୀ ରେ ତାଙ୍କୁ ଦେଖିବା ପାଇଁ ପାଇବେ। ଏହି ସିରିଏଲ କୁ ଆପଣ ମାନେ ଜି ସାର୍ଥକ୍ ରେ ଦେଖିବା ସହିତ ଆପଣ ମାନେ ସିରିଏଲଲ କୁ ଆଗାମୀ ସମୟ ରେ ନିଜର ଟିଭି ରେ ଦେଖି ପାରିବେ । ଏବଂ ଆପଣ ମାନଙ୍କୁ ଜଣେଇ ଦେବୁ କି ଏହି ସିରିଏଲ ମହାଦେବୀ ରେ ଅର୍ପିତା ମହାଦେବୀ ଭୂମିକା ରେ ନଜର ଆସିବେ ମାନେ ଲିଡ୍ ରେ ରହିଛନ୍ତି ଅର୍ପିତା ।

arpitaa

ତେବେ ଆପଣ ମାନେ ଏକ ନୂଆ ସିରିଏଲ ରେ ଅର୍ପିତା ଙ୍କ ଅଭିନୟ ଏହି ଦିନ ରେ ଦେଖିବା ପାଇଁ ପାଇବେ ତେବେ ଆପଣ ମାନଙ୍କୁ ତାଙ୍କର ଅଭିନୟ କେମିତି ଲାଗେ ନିଶ୍ଚିତ ଭାବେ କମେଣ୍ଟ କରି ଜଣେଇ ଦେବେ ।ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *