ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆରପାରିରେ ଓଡ଼ିଶାର ପ୍ରଥମ ମହିଳା ଜିଲ୍ଲାପାଳ ଚନ୍ଦ୍ରମଣି ନାରାୟଣ ସ୍ୱାମୀ । ଓଡିଶାର ପ୍ରଥମ ମହିଳା ଜିଲ୍ଲାପାଳ ପ୍ରଥମ ମହିଳା ଶଚିବ ଲିଖିକା ଅନୁବାଦିକା ଓ ଶ୍ରୀ ଜଗନାଥଙ୍କ ଏକ ନିଷ୍ଟ ଭକ୍ତ ଚନ୍ଦ୍ରମଣି ନାରାୟଣ ସ୍ୱାମୀ ଆଉ ନାହାନ୍ତି , ଶନିବାର ବିଳମ୍ବିତ ରାତିରେ ପୁରଣା ଭୁବେନଶ୍ୱର ବିବେକା ନନ୍ଦ ମାର୍ଗ ସ୍ଥିତ ସ୍ନେହଲତା ଆପାଟମେଣ୍ଟ ରେ ତାଙ୍କର ପରଲୋକ ହୋଇ ଯାଇଛି । ତାଙ୍କୁ 82 ବର୍ଷ ହୋଇଥିଲା ବ୍ରାଧକ୍ୟ ରୋଗରେ ପିଡିତ ହୋଇ ନିଜ ଘରେ ଜଣେ ନର୍ଶଙ୍କ ତତ୍ୟ ଆବଧନରେ ଚିକିସ୍ୟ ହୋଉଥିଲେ , ସକାଳୁ ତାଙ୍କ ନର୍ଶ ପହଞ୍ଚିବା ବେଳକୁ ଚନ୍ଦ୍ରମଣିଙ୍କ ଦେହାନ୍ତ ହୋଇ ସାରିଥିଲା ।
1969 ମସିହାରେ ସେଭି ନାରାୟଣ ସ୍ୱାମୀଙ୍କୁ ସେ ବିବାହ କରିଥିଲେ ତାଙ୍କର ଆକ୍ଶମିକ ମୃତ୍ୟୁରେ ଏକୁଟିଆ ହୋଇ ଯାଇ ଥିଲେ , ନିଜ ମା ଓ ମାଉସିଙ୍କ ସହ ବୁବେନଶ୍ୱରରେ ରହୁଥିଲେ ଦୁହେ ଆର ପାରିକୁ ଚାଲିଗଲା ପରେ ଚନ୍ଦ୍ରମଣି ପୁଣା ଏକା ହୋଇ ଯାଇଥିଲେ ଏବଂ ଆଜି ସତ୍ୟ ନଗର ମସାଣିରେ ମଧ୍ୟାନରେ ତାଙ୍କର ସେଷ କୃତ ସମ୍ପୃନ ହୋଇଛି ।
ତାକତନ ପୁଷସକ ଗୋପିନାଥ ମାହାନ୍ତି, ସଂକୃତି ପରିସଦର ସମ୍ପାଦକ ନାରାୟଣ ମହାପାତ୍ର, ବନୁଜ୍ କୁମାର ଛଟେଇ, ବିଶ୍ୱରଞ୍ଜନ ପ୍ରଧାନ, ବନିତା ଜେନା , ଲକ୍ଷ୍ମୀ ବାରିକ୍ ପ୍ରମୁଖ ସେଷ ଦ୍ରଶନ କରିଥିଲେ ତାଙ୍କୁ ସେବା ଦେଇ ଆସୁଥିବା ବାବୁଲି ଜେନା ମୁଖା ଅଗ୍ନୀ ଦେଇଥିଲେ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।