ଆରପାରିରେ ଓଡ଼ିଶାର ପ୍ରଥମ ମହିଳା ଜିଲ୍ଲାପାଳ । ଚନ୍ଦ୍ରମଣି ନାରାୟଣ ସ୍ୱାମୀ |

chandramani

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆରପାରିରେ ଓଡ଼ିଶାର ପ୍ରଥମ ମହିଳା ଜିଲ୍ଲାପାଳ ଚନ୍ଦ୍ରମଣି ନାରାୟଣ ସ୍ୱାମୀ । ଓଡିଶାର ପ୍ରଥମ ମହିଳା ଜିଲ୍ଲାପାଳ ପ୍ରଥମ ମହିଳା ଶଚିବ ଲିଖିକା ଅନୁବାଦିକା ଓ ଶ୍ରୀ ଜଗନାଥଙ୍କ ଏକ ନିଷ୍ଟ ଭକ୍ତ ଚନ୍ଦ୍ରମଣି ନାରାୟଣ ସ୍ୱାମୀ ଆଉ ନାହାନ୍ତି , ଶନିବାର ବିଳମ୍ବିତ ରାତିରେ ପୁରଣା ଭୁବେନଶ୍ୱର ବିବେକା ନନ୍ଦ ମାର୍ଗ ସ୍ଥିତ ସ୍ନେହଲତା ଆପାଟମେଣ୍ଟ ରେ ତାଙ୍କର ପରଲୋକ ହୋଇ ଯାଇଛି । ତାଙ୍କୁ 82 ବର୍ଷ ହୋଇଥିଲା ବ୍ରାଧକ୍ୟ ରୋଗରେ ପିଡିତ ହୋଇ ନିଜ ଘରେ ଜଣେ ନର୍ଶଙ୍କ ତତ୍ୟ ଆବଧନରେ ଚିକିସ୍ୟ ହୋଉଥିଲେ , ସକାଳୁ ତାଙ୍କ ନର୍ଶ ପହଞ୍ଚିବା ବେଳକୁ ଚନ୍ଦ୍ରମଣିଙ୍କ ଦେହାନ୍ତ ହୋଇ ସାରିଥିଲା ।cc

1969 ମସିହାରେ ସେଭି ନାରାୟଣ ସ୍ୱାମୀଙ୍କୁ ସେ ବିବାହ କରିଥିଲେ ତାଙ୍କର ଆକ୍ଶମିକ ମୃତ୍ୟୁରେ ଏକୁଟିଆ ହୋଇ ଯାଇ ଥିଲେ , ନିଜ ମା ଓ ମାଉସିଙ୍କ ସହ ବୁବେନଶ୍ୱରରେ ରହୁଥିଲେ ଦୁହେ ଆର ପାରିକୁ ଚାଲିଗଲା ପରେ ଚନ୍ଦ୍ରମଣି ପୁଣା ଏକା ହୋଇ ଯାଇଥିଲେ ଏବଂ ଆଜି ସତ୍ୟ ନଗର ମସାଣିରେ ମଧ୍ୟାନରେ ତାଙ୍କର ସେଷ କୃତ ସମ୍ପୃନ ହୋଇଛି ।chandramani

ତାକତନ ପୁଷସକ ଗୋପିନାଥ ମାହାନ୍ତି, ସଂକୃତି ପରିସଦର ସମ୍ପାଦକ ନାରାୟଣ ମହାପାତ୍ର, ବନୁଜ୍ କୁମାର ଛଟେଇ, ବିଶ୍ୱରଞ୍ଜନ ପ୍ରଧାନ, ବନିତା ଜେନା , ଲକ୍ଷ୍ମୀ ବାରିକ୍ ପ୍ରମୁଖ ସେଷ ଦ୍ରଶନ କରିଥିଲେ ତାଙ୍କୁ ସେବା ଦେଇ ଆସୁଥିବା ବାବୁଲି ଜେନା ମୁଖା ଅଗ୍ନୀ ଦେଇଥିଲେ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *