ବର୍ଷା ଅନୁଭବଙ୍କ ପରେ ଅଲଗା ହେଲେ ଅର୍ଚୀତା ଏ ସବ୍ୟ , ଜାଣନ୍ତୁ କାରଣ

archita

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନେ ଜାଣି ଥିବେ ଏହି କିଛି ଦିନ ହେବ ସବ୍ୟସଚୀ ଏବଂ ଅର୍ଚ୍ଚିତା ଙ୍କ ପ୍ରେମ କାହାଣୀ ଙ୍କୁ ନେଇ ବହୁତ ଚର୍ଚ୍ଚା ଜୋର ଧରି ଥିଲା ଏବଂ ସେମାନଙ୍କ ଫେନ୍ସ ମାନେ କହୁ ଥିଲେ କି ଖୁବ୍ ଶୀଘ୍ର ସବ୍ୟସାଚୀ ଏବଂ ଅର୍ଚ୍ଚିତା ଦୁହେଁଁ ବିବାହ ବନ୍ଧନ ରେ ବାନ୍ଧି ହେବାକୁ ଜାଉଛନ୍ତି । ହେଲେ ବନ୍ଧୁଗଣ ଏବେ ଜାହା ସୂଚନା ମିଳିଛି କି ସବ୍ୟସାଚୀ ଏବଂ ଅର୍ଚ୍ଚିତା ଙ୍କ ମଧ୍ୟ ରେ ବ୍ରେକପ୍ ହୋଇ ଜାଇଛି , ସେମିତି ରେ ଆପଣ ମାନେ ନିଶ୍ଚିତ ଭାବେ ଜାଣି ଥିବେ ପାଖା ପାଖି 4 ରୁ 5 ଟି ଫିଲ୍ମ ମାନଙ୍କ ରେ ଏହି ଦୁଇଟି ଯୋଡି କାମ କରିଛନ୍ତି ।saby

ଜାହା ବହୁତ ମାତ୍ରା ରେ ହିଟ୍ ହେବାରେ ଲାଗି ଥିଲା , ଏବଂ ଏହି ଦୁଇଜଣ ଙ୍କ ଲଭଭ୍ ରୋମାନ୍ସ କୁ ଦର୍ଶକ ମାନେ ବହୁତ ବେଶୀ ପସନ୍ଦ ମଧ୍ୟ କରୁଛନ୍ତି , ଏବଂ ସେମାନେ ଏତେ ମାତ୍ରା ରେ ସେମାନଙ୍କୁ ପସନ୍ଦ କରୁ ଥିଲେ କି ସେମାନେ ଭାବୁ ଥିଲେ କି ଏମାନେ ଦୁହେଁ ଖୁବ୍ ଶୀଘ୍ର ବିବାହ କରିବେ ବୋଲି । ହେଲେ ଆପଣ ମାନଙ୍କୁ ଜଣେଇ ଦେବୁ କି ଏହି ଦିନ ସବ୍ୟସାଚୀ ଏବଂ ଅର୍ଚ୍ଚିତା ଙ୍କ ମଧ୍ୟ ରେ ଝଗଡା ହୋଇ ଜାଇଛି , କାରଣ ତାଙ୍କର ଫେନ୍ସ ମାନେ ଭାବୁଛନ୍ତି ପାଖା ପାଖି ଦୁଇ ବର୍ଷ ହେବ ଏହି ଦୁହିଁଙ୍କର କୈଣସି ଫିଲ୍ମ ଆସୁନାହିଁ , ସେହିଥି ପାଇଁ ସେମାନେ ଏହି କଥା ଭାବୁଛନ୍ତି କି ଏହି ଦୁଇ ଜଣଙ୍କ ମଧ୍ୟ ରେ ଝଗଡା ହୋଇ ଜାଇଛି ।archta

ହେଲେ ଆପଣ ମାନଙ୍କୁ ଆମେ ଜଣେଇ ଦେବୁ କି ସେମିତି କିଛି ବି ହୋଇ ନାହିଁ ବରଂ ଏହି ଦିନ କେ ଖୁବ୍ ଶୀଘ୍ର ଏହି ଦୁହିଁ ଙ୍କୁ ନେଇ ନିର୍ମାଣ ହେବାକୁ ଯାଉଛି ଏକ ନୂଆ ଓଡିଆ ଫିଲ୍ମ ଯେଉଁ ଫିଲ୍ମ ଟି ସିଦ୍ଧାର୍ଥ ଟିଭି ବ୍ୟନରେ ରେ ରିଲିଜ୍ ହେବାକୁ ଯାଉଛି ଏହି ଫିଲ୍ମ ର ନିକଟ ରେ ଶୁଭ ମହ୍ୱରତ ସେଷ ହୋଇ ଥିବା ବେଳେ ଖୁବ୍ ଶୀଘ୍ର ଏହି ଫିଲ୍ମ ସୁଟିଂ ମଧ୍ୟ ଆରମ୍ଭ ହେବ , ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *