ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ଏବେ ଏବେ ଭାଇରଲ ହେଲା ଭିଡ଼ିଓ ଏବେ ଅସୁବିଧା ରେ ପକେଇବା ପରେ ବି ବର୍ଷା ପ୍ରିୟଦର୍ଶନୀ ଅନୁଭବ ଙ୍କ ପାଇଁ ଏପରି କାମ କଲେ ଯେ ଜାହା ଆପଣ ମାନେ ଜାଣିଲେ ଆଶ୍ଚର୍ଯ୍ୟ ହୋଇ ଯିବେ , ତେବେ ଏହି ବିଷୟ ରେ ସଂମ୍ପର୍ଣ୍ଣ ଭାବେ ଜାଣିବା ପାଇଁ ଆପଣ ମାନେ ଏହି ପୋଷ୍ଟ କୁ ସଂମ୍ପର୍ଣ୍ଣ ଭାବେ ପଢନ୍ତୁ ଜାହା ଫଳରେ ଆପଣ ମାନେ ଏହି ବିଷୟ ରେ ଜାଣି ପାରିବେ ଏବଂ ଏହି ଓଡିଆ ହିରୋ ହିରୋଇନ୍ ଙ୍କୁ ଆପଣ ମାନେ ପସନ୍ଦ କରୁଛନ୍ତି ତେବେ ଆପଣ ମାନେ ଆମକୁ କମେଣ୍ଟ କରିବେ ବର୍ତମାନ ସମୟ ରେ ଆପଣ ମାନେ ଓଲିଉଡ ର କୁଇନ୍ କୁହା ଯାଉ ଥିବା ବର୍ଷା ପ୍ରିୟଦର୍ଶନୀ ଭିଡ଼ିଓ ସବୁ କୁ ଲୋକ ମାନେ ପସନ୍ଦ କରିବା ସହିତ ସୋସିଆଲ ମିଡ଼ିୁଆ ରେ ଭାଇରଲ ମଧ୍ୟ କରୁଛନ୍ତି
ଏବଂ ଏବେ ଯେଉଁ ଭିଡ଼ିଓ ଭାଇରଲ ହୋଇଛି ତାହା ବର୍ଷା ପ୍ରିୟଦର୍ଶନୀ ଭଗବାନ ଙ୍କୁ ପୂଜା ଅର୍ଚ୍ଚନା କରିବା ଭିଡ଼ିଓ ଅଟେ । ଏହା ରାମ ନବମୀ ର ଭିଡ଼ିଓ ଅଟେ ଜାହାକୁ ବର୍ଷା ପ୍ରିୟଦର୍ଶନୀ ବହୁତ ଭଲ ଭାବେ ପାଳନ କରିଛନ୍ତି , ଘରେ ପୂଜା ଅର୍ଚ୍ଚନା ମଧ୍ୟ କରିଛନ୍ତି , ଏବଂ ସେହି ପରି ବେଳେ ତାଙ୍କ ପାଖରେ ଆଉ ଜଣେ ବୃଦ୍ଧ ବି ଛିଡା ହୋଇ ଥିବା ବେଳେ ଯେକି ବର୍ଷା ପ୍ରିୟଦର୍ଶନୀ ପୂଜା କରିବା ସମୟ ରେ ତାଳି ମାରୁଛନ୍ତି । କେବଳ ଏତିକି ନୁହେଁ ବରଂ ବର୍ତମାନ ସମୟ ରେ ବର୍ଷା ପ୍ରିୟଦର୍ଶନୀ ଅନେକ କାର୍ଯ୍ୟ ବି କରିଛନ୍ତି
ବର୍ଷା ପ୍ରିୟଦର୍ଶନୀ ଜଣେ ହିନ୍ଧୁ ଧର୍ମ ର ବୋହୁ ହିସାବ ରେ ହନ୍ଧୁ ଧର୍ମ ର ସମସ୍ତ ପର୍ବ ପର୍ବାଣୀ କୁ ବି ସଂମ୍ପର୍ଣ୍ଣ କରୁ ଥିବାର ଦେଖିବା ପାଇଁ ମିଳିଛନ୍ତି , ଏବଂ ଏହି ଦିନ ରେ ପାଳନ କରି ଥିବା ରାମ ନବମୀ ଉପଲ୍ଲଖେ ସେ ସମସ୍ତ ଙ୍କୁ ଅଭିନନ୍ଦନ ଜଣେଇ ଥିବାର ଦେଖିବା ପାଇଁ ମିଳିଛନ୍ତି , ଏହା ସହିତ ସେ ପୂଜା ଅର୍ଚ୍ଚନା କରିବା ପରେ ଗରିବ ଏବଂ ଅସହାୟ ଲୋକ ମାନଙ୍କୁ ଖାଦ୍ୟ ଦେବା ସହିତ ସେ ଲୋକ ମାନଙ୍କ ଆଖିରେ ଜଣେ ମହାନ୍ ସମାଜ ସେବିକା ପାଲଟି ଜାଇଛନ୍ତି ।
ଏମିତି ରେ ଏହି ଦିନ ରେ ଆପଣ ମାନେ ଦେଖି ଥିବେ କି ସେ କେମିତି ଭାବେ ସୋସିଆଲ ମିଡ଼ିଆ ରେ ଲୋକ ମାନଙ୍କୁ ସାହାଯ୍ୟ କରୁ ଥିଲେ ଏବଂ ନିଜର ସ୍ୱାମୀ ଙ୍କ ପାଇଁ ବି ଏବେ ପୂଜା କରିବାର ଦେଖିବା ପାଇଁ ମିଳିଛନ୍ତି । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।