ପୁଣି ସୃଷ୍ଟି ହେଲା ଆଉ ଏକ ଲଘୁଚାପ , ଓଡିଶାର ଏହା ଅଞ୍ଚଳରେ ହୋଇ ପାରେ ବର୍ଷା

batha

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଲଘୁଚାପ ପ୍ରଭାବ ରେ ରାଜ୍ୟ ରେ ଦୁଇ ଦିନ ଯାଏ ପ୍ରବଳ ବର୍ଷା ସମ୍ଭାବନା ବର୍ତମାନ ସମୟ ରେ ଉଗ୍ର ରୂପ ନେଇ ସାରିଛି ଲଘୁଚାପ ଏହି ଦୁଇ ଦିନ ରେ ଓଡ଼ିଶା କୁ ବହୁତ ଘାଣ୍ଟିବ ଏହି ଲଘୁଚାପ ର ବର୍ଷା , 24 ଘଣ୍ଟା ମଧ୍ୟ ରେ ଅବପାତ ରେ ପରିଣତ ହେବ ଏବଂ ଆଗାମୀ 48 ଘଣ୍ଟା ମଧ୍ୟ ରେ ଗଭୀର ଅବପାତ ର ରୂପ ନେବ , ତେବେ ବନ୍ଧୁଗଣ ସଂମ୍ପର୍ଣ୍ଣ ବିଷୟ ଟି ଜାଣିବା ପୂର୍ବ ରୁ ଆପଣ ମାନଙ୍କୁ ଅନୁରୋଧ ଯେ ଆପଣ ମାନେ ନିଶ୍ଚିତ ଭାବେ ପୋଷ୍ଟ କୁ ସେଷ ଯାଏ ପଢନ୍ତୁ ତେବେ ଏହି ବିଷ. ରେ ବିବରଣୀ ନେଇ ପାରିବେ । ଏହି ଦିନ ରେ ବର୍ଷା ରେ ଭିଜିବ ପାର୍ବଣ ବଙ୍ଗୋପ ସାଗର ରେ ସୃଷ୍ଟି ହୋଇ ଥିବା ଲଘୁଚାପ ଯୋଗୁଁ ବିଭିନ୍ନ ସ୍ଥାନ ରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ହେବାର ବହୁତ ସମ୍ଭାବନା ରହିଛି , ଲଘୁଚାପ ୱେଲ୍ ମାର୍କ ର ରୂପ ନେଇ ଅଧିକ ଘନିଭୂତ ହେବାର ସମ୍ଭାବନା ରହିଛି , ଏବଂ ଏହାକୁ ନେଇ ଆଞ୍ଚଳିକ ପାଣି ପାଗ ବିଭାଗ ଗଞାମ୍ ଏବଂ ଗଜପତି ଜିଲ୍ଲା କୁ ସତର୍କ ବାଣୀ ଜାରି କରିଛି ।raining

ତେବେ ଆଗାମୀ 48 ଘଣ୍ଟା ମଧ୍ୟ ରେ ଏହି ବିଷୟ ରେ ଜଣା ପଡିଯିବ କି ଏହି ଦିନ ରେ ସୃଷ୍ଟି ହୋଇ ଥିବା ଲଘୁଚାପ କେତେ ବଡ ରୂପ ନେବ ବୋଲି ଜଣା ପଡିବ 24 ଘଣ୍ଟା ମଧ୍ୟ ରେ ଅବପାତ ରେ ପରିଣତ ହେବ ଏବଂ ଆଗାମୀ 48 ଘଣ୍ଟା ମଧ୍ୟ ରେ ଗଭୀର ଅବପାତ ର ରୂପ ନେବ ଆଜି ଠାରୁ 24 ତାରିଖ ଯାଏ ରାଜ୍ୟ ର ବିଭିନ୍ନ ଜିଲ୍ଲା ମାନଙ୍କ ରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।rain

ବିଶେଷ କରି ଦକ୍ଷିଣ ଉପକୂଳ ଓଡ଼ିଶା ଏବଂ ଉତ୍ତର ଉପକୂଳ ଓଡ଼ିଶା ରେ ଏହାର ପ୍ରଭାବ ଦେଖିବା ପାଇଁ ମିଳିବ ଗତପତି, ରାୟଗଡା , ଗଞାମ୍ ଏବଂ ପୁରୀ ଜିଲ୍ଲା ରେ ପ୍ରବଳ ରୁ ଅତି ପ୍ରବଳ ପରିମାଣ ରେ ବର୍ଷା ହେବାର ସମ୍ଭାବନା ରହିଛି , ସେହିଥି ପାଇଁ ଏହି ଜିଲ୍ଲା କୁ ଅରେଞ୍ ୱାର୍ଣ୍ଣିଂ ଜାରି ହୋଇଛି , ତା ଛଡା ଏହି ଅରେଞ୍ ଆଲର୍ଟ ଜାରି ହୋଇ ଥିବା କ୍ଷେତ୍ର ରେ ବଜ୍ର ପାତ ହେବାର ବହୁତ ସମ୍ଭାବନା ମଧ୍ୟ ରହିଛି ,ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *