ଆଜିର ସୁନା ରେଟ । ଓଡିଶାରେ ଏତେ କମ ହୋଇଗଲା ଏବେ ସୁନା – ବିଶ୍ୱାସ କରି ପାରିବେନି

suna-mulya

ଆଜି ଦିନର ସୁନା ଚାନ୍ଦିର ମୂଲ୍ୟ କେତେ ଅଛି ଆଜି ଆମେ ଆପଣଙ୍କୁ ସେହି ବିଷୟରେ କହିବୁ । ଆଜି ୧୮ କ୍ୟାରେଟ, ୨୨ କ୍ୟାରେଟ ଓ ୨୪ କ୍ୟାରେଟ ସୁନାର ଦାମ କେତେ ଅଛି ଓ ଏହା ସହିତ ଆମେ ଜାଣିବା କି ଆଜିର ଦିନରେ ସୁନା ଓ ଚାନ୍ଦିର ଦାମ କେତେ ବଢିଛି ନା କମିଛି । ଆପଣମାନେ ଜାଣିଛନ୍ତି ସବୁଦିନ ସୁନା ଓ ଚାନ୍ଦିର ମୂଲ୍ୟ ବଢିଥାଏ କିମ୍ବା କମିଥାଏ ।

gold

ଗତ କିଛି ଦିନ ହେଲାଣି କରୋନା ଭାଇରସର ସଙ୍କଟ ଚାଲିଛି । ଏହି ସଙ୍କଟ ସମୟରେ ଅଧିକାଂଶ ଜିନିଷର ମୂଲ୍ୟ ବୃଦ୍ଧି ପାଇବାରେ ଲାଗିଛି । ସେହି ଜିନିଷ ଗୁଡିକ ମଧ୍ୟରେ ସୁନା ଏବଂ ରୂପା ଅନ୍ୟତମ । ଗତ କିଛି ଦିନ ହେଲାଣି ବଜାରରେ ସୁନା ଏବଂ ରୂପାର ଦାମ ବହୁତ ବୃଦ୍ଧି ପାଇଥିବା ବେଳେ , ଏହି ଅକ୍ଟୋବରର ମାସରୁ ଏହାର ରେଟରେ କମ ପରିଲକ୍ଷୀତ ହେଉଛି । ଯେଉଁ କାରଣରୁ ଲୋକ ମାନଙ୍କୁ ବହୁତ ଖୁସି ଥିବାର ଦେଖା ଦେଉଛନ୍ତି। ବିଶେଷ କରି ସାଧାରଣ ଲୋକ ମାନଙ୍କୁ ଅଧିକ ସୁବିଧା ମିଳିବ ।

ଏମିତିରେ ସବୁଦିନ ସୁନାର ଦାମ ବିଷୟରେ ଜାଣିନେବା ଉଚିତ । ଆଜି ଆମେ ଜାଣିବା ଭୁବନେଶ୍ଵର ବଜାରରେ ସୁନାର ଓ ଚାନ୍ଦିର ମୂଲ୍ୟ କେତେ ଅଛି । 18, 22, ଓ 24 କ୍ୟାରେଟ ହିସାବରେ ସୁନାର ମୂଲ୍ୟ କଣ ଅଛି ଚାଳନ୍ତୁ ଜାଣିବା ।

goold

ଆଜି 18 କ୍ୟାରେଟ ସୁନା 1 ଗ୍ରାମକୁ 4071 ଟଙ୍କା, 8 ଗ୍ରାମକୁ 32,568 ଟଙ୍କା, 10 ଗ୍ରାମକୁ 40,710 ଟଙ୍କା ଓ 100 ଗ୍ରାମକୁ 4,07,100 ଟଙ୍କା ଅଛି । ସେହିଭଳି ଆଜି 22 କ୍ୟାରେଟ ସୁନା 1 ଗ୍ରାମକୁ 4,851 ଟଙ୍କା, 8 ଗ୍ରାମକୁ 38,808 ଟଙ୍କା, 10 ଗ୍ରାମକୁ 48,510 ଟଙ୍କା ଓ 100 ଗ୍ରାମକୁ 4,85,100 ଟଙ୍କା ଅଛି ।

ସେହିଭଳି ଆଜି ୨୪ କ୍ୟାରେଟ ସୁନା 1 ଗ୍ରାମକୁ 5,291 ଟଙ୍କା, 8 ଗ୍ରାମକୁ 42,328 ଟଙ୍କା, 10 ଗ୍ରାମକୁ 52,910 ଟଙ୍କା ଓ 100 ଗ୍ରାମକୁ 5,28,100 ଟଙ୍କା ଅଛି । କହିବାକୁ ଗଲେ ଗତ କାଲି ଅପେକ୍ଷା ଆଜି 18, 22ଓ 24କ୍ୟାରେଟ ସୁନା 10 ଗ୍ରାମକୁ 15 ଟଙ୍କା ବଢିଛି । ବର୍ତ୍ତମାନ ଦୁଇ ତିନି ଦିନ ହେବ ସୁନା ଅଳ୍ପ ଅଳ୍ପ ବଢିବାରେ ଲାଗିଛି ।

ଏମିତିରେ ଆଜି ଚନ୍ଦି 1 ଗ୍ରାମକୁ 61.21 ଟଙ୍କା, 8 ଗ୍ରାମକୁ 489.68 ଟଙ୍କା, 10 ଗ୍ରାମକୁ 612.10 ଟଙ୍କା, 100 ଗ୍ରାମକୁ 6121 ଟଙ୍କା ଓ 1 କିଲୋ ଚାନ୍ଦିର ଦାମ 61210 ଟଙ୍କା ଅଛି । କହିବାକୁ ଗଲେ ଚାନ୍ଦି କାଲି ଅପେକ୍ଷା ଆଜି 1 କିଲୋକୁ 10 ଟଙ୍କା ଅଧିକ ବଢିଛି । ତେବେ ଏହି ବିଷୟରେ ଆପମଙ୍କ ମତା ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାନ୍ତୁ । ଏହି ପରି ଖବର ପ୍ରତିଦିନ ପଢିବା ପାଇଁ ତଳ ଲାଇକରେ ନିଶ୍ଚୟ କ୍ଲିକ କରନ୍ତୁ ।

Leave a Reply

Your email address will not be published. Required fields are marked *