କଳିଯୁଗର 5ଟି ନାମର ଝିଅ ( ଗଙ୍ଗା ଭଳି ପବିତ୍ର )

girl

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଦୁନିଆ ରେ ସମସ୍ତ ଝିଅ ମାନଙ୍କୁ ବୁଝିବା ବହୁତ୍ କଠିନ ହୋଇଥାଏ । କାହିଁକି ନା ଗୋଟିଏ ଝିଅ ମନରେ କେତେବେଳେ କଣ୍ ଚାଲିଥାଏ କେହି କହିପାରିବେ ନାହିଁ । ଆପଣ ମାନେ ଶୁଣି ଥିବେ ଯେ ଭଗବାନ ନିଜେ ନାରୀ ମାନଙ୍କୁ ବୁଝିପାରିଲେ ନାହିଁ , ମଣିଷ କିପରି ବୁଝି ପାରିବ ପ୍ରକୃତରେ କଥା ଏହା ଯେ ଝିଅ ମାନଙ୍କର ବ୍ୟବହାର ଏତେ ଅଲଗା ହୋଇଥାଏ ଯେ ସେମାନେ କେବେ କି ଜିନିଷ ଉପରେ କଣ ପ୍ରତିକ୍ରିୟା ଦେବେ ଏହା କେହି କହି ପାରିବେ ନାହିଁ ।ଏହି ଦୁନିଆରେ ବହୁତ୍ ଝିଅ ମାନେ ଏମିତି ମଧ୍ୟ ହେଇଥାନ୍ତି ଯେଁଉ ମାନେ ପାଣି ଭଳି ନିର୍ମଳ । ନମ୍ବର 1 ଯେଁଉ ଝିଅ ର ନାମ S ଅକ୍ଷର ରୁ ଆରମ୍ଭ ହୋଇଥାଏ ସେମାନଙ୍କୁ ମଧ୍ୟ ବହୁତ ପବିତ୍ର ବୋଲି କୁହାଯାଏ ଏମାନେ ବହୁତ୍ ଲାଜକୁରା ବି ହୋଇଥାନ୍ତି ।girl

ନମ୍ବର 2 K ନାମ ଥିବା ଝିଅ ମାନେ ଯେଁଉ ଝିଅ ମାନଙ୍କର ନାମ ଏହି ଅକ୍ଷର ରୁ ଆରମ୍ଭ ହୋଇଥାଏ ସେମାନେ ବହୁତ ଶାନ୍ତ ସଭାବର୍ ହୋଇଥାନ୍ତି ,ଏମାନଙ୍କର ସଭାବ ଅନ୍ୟମାନଙ୍କ ଠାରୁ ବହୁତ ଭଲ ହୋଇଥାଏ ।ନମ୍ବର 3 R ନାମ ଥିବା ଝିଅ ଏହି ଅକ୍ଷର ଥିବା ଝିଅ ମାନେ ବହୁତ ଶାନ୍ତ ସଭାବର ହୋଇଥାନ୍ତି ଏବଂ ନିଜ ଜୀବନ ସାଥିଙ୍କର ବହୁତ୍ ବିଶ୍ଵସ୍ତ ହୋଇଥାନ୍ତି । ନମ୍ବର 4 N ଅକ୍ଷର ଥିବା ଝିଅ ମାନେ ଯେଁଉ ଝିଅ ମାନଙ୍କର ନାମ ଏହି ଅକ୍ଷର ରୁ ଆରମ୍ଭ ହୋଇଥାଏ ସେମାନେ ବହୁତ ତେଜ ଶଭାବର ହୋଇଥାନ୍ତି ଏମାନେ ନିଜ ପରିବାରର ନିଜ ଜୀବନ ସାଥିଁଙ୍କର୍ ବହୁତ ଧ୍ୟାନ ରଖିଥାନ୍ତି ।girls

ନମ୍ବର 5 A ନାମ ଥିବା ଝିଅ ଯେଁଉ ଝିଅ ମାନଙ୍କର ନାମ ଏହି ଅକ୍ଷର ରୁ ଆରମ୍ଭ ହୋଇଥାଏ ସେମାନଙ୍କୁ ସମ୍ପର୍କ କିପରି ବାନ୍ଧି ରଖିବାକୁ ହେବ ତାହା ବହୁତ ଭଲ ଭାବରେ ଜଣା ଥାଏ ।ଏହି ନାମ ଥିବା ଝିଅ ମାନେ ପ୍ରତେକ୍ ମନୁଷ୍ୟ ର ଭାବନାକୁ ଧ୍ୟାନ ସହିତ ବୁଝି ପାରନ୍ତି । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *