ଶିବଙ୍କ ପୂଜା ରେ କାହିଁକି ବାଜେ ନାହିଁ ଶଙ୍ଖ !!

shiva

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁ ଗଣ ଭଗବାନ ଶିବ ଙ୍କୁ ସଂସାର ର ସଙ୍ଘାର କର୍ତା ବି କୁହା ଜାଇ ଥାଏ । ଶିବ ପ୍ରଶନ୍ନ ହେଲେ ନିଜ ଭକ୍ତର ଙ୍କର ମନସ୍କାମନା ପୂର୍ଣ୍ଣ କରି ଥାନ୍ତି । ବେଲ ପତ୍ର ଦୁଗ୍ଧ ଏବଂ ଭସ୍ମ ଭଗବାନ ଙ୍କ ଅତି ପ୍ରିୟ ହୋଇ ଥାଏ । ହେଲେ କଣ ଆପଣ ମାନେ ଜାଣନ୍ତି ଶିବ ଙ୍କ ପୂଜା ରେ ଶଙ୍ଖ ର ବ୍ୟବହାର କରା ଯାଏ ନାହିଁ ବୋଲି । ହୁଏତ କେହି କେହି ଏହି ସଂମ୍ପର୍କ ରେ ଜାଣି ନ ଥିବେ ତେବେ ଆମେ ଆଜି ଆପଣ ମାନଙ୍କୁ ଏହାର କାରଣ ବିଷୟ ରେ ସଂମ୍ପର୍ଣ୍ଣ ଭାବେ କହିବୁ । କୁହା ଯାଏ ଶିବ ଙ୍କ ପାଖରେ ଏହି ଶଙ୍ଖ କୁ କେବେ ବି ଅର୍ପଣ କରିବା କଥା ନୁହେଁ । ତେବେ ଏମିତି କରିଲେ ସେ କ୍ରୋଧିତ ହୋଇ ଜାଇ ଥାନ୍ତି । ଏହିଥି ପାଇଁ କେବେ ବି ଶଙ୍ଖ ପୂଜା କରିବା ପାଇଁ ପରାମର୍ଶ ଦିଆ ଜାଇଛି । ଶଙ୍ଖ କାହିଁକି ପୂଜା କରା ଯାଏ ନାହିଁ ।conch

ପୁରାଣ ଅନୁସାରେ ରାକ୍ଷ୍ୟାସ ରାଜ ଦମ୍ଭ ତପ କରି ବିଷ୍ଣ ଙ୍କୁ ବର ମାଗିଲେ କି ତାଙ୍କୁ ଏମିତି ଗୋଟିଏ ପୁତ୍ର ଦିଆ ଯାଉ ଯିଏ ତିନି ଲୋକ ଉପରେ ବିଜୟ ପ୍ରାପ୍ତି କରି ପାରୁ ଥିବ । ଏହା ପରେ ଶଙ୍ଖ ଚୁଡ ଜନ୍ମ ନେଇ ଥିଲେ । ଏହା ପରେ ଶଙ୍ଖ ଚୁଢ ଅଜୟ ହେବା ପାଇଁ ବ୍ରହ୍ମା ଙ୍କୁ ବର ମାଗି ଥିଲେ । ଏବଂ ପରେ ସେ ତିନି ଲୋକ ରେ ଆଧିପତ୍ୟ ବିସ୍ତାର କରି ଥିଲେ । ସେହି ଶଙ୍ଖ ଚୁଡ ର ଅତ୍ୟାଚାର ରେ ଦେବତା ମାନେ ଅତ୍ୟାଧିକ ମାତ୍ରାରେ ସମସ୍ୟା ରେ ପଡି ଜାଇ ଥିଲେ। ଏହିଥି ପାଇଁ ଭଗବାନ ଶିବ ଙ୍କୁ ସାହାଯ୍ୟ ମାଗିଲେ। ହେଲେ ସେହି ସମୟ ରେ ଶଙ୍ଖଚୁଡ ଙ୍କ ପତ୍ନୀ ତୁଳସୀ ଙ୍କ ପତି ବ୍ରତା ତାଙ୍କୁ ସବୁ ବେଳେ ରକ୍ଷା କରୁ ଥିଲା ।shiva

ସେଙିଥି ପାଇଁ ଶିବ ଶଙ୍ଖଚୁଡ କୁ ବଧ କରି ପାରିଲେ ନାହିଁ । ଏହି ଥିରୁ ମୁକ୍ତି ପାଇବା ପାଇଁ ନିଜେ ବିଷ୍ଣୁ ତୁଳସୀ ଙ୍କ ପତିବ୍ରତା କୁ ନଷ୍ଟ କରି ଥିଲେ। ଏହାର ସୁଯୋଗ ନେଇ ଶିବ ଶଙ୍ଖଚୁଡ ଙ୍କୁ ନିଜର ତ୍ରୀଶୁଳରେ ବଧ କରି ଥିଲେ । କୁହାଯାଏ କି ଶଙ୍ଖଚୁଡ ର ହାଡ ରେ ଶଙ୍ଖ ନିର୍ମିତ କରା ଜାଇଛି । ଏହିଥି ପାଇଁ ଶିବ ଙ୍କ ପାଖରେ ଶଙ୍ଖ ର ବ୍ୟବହାର ହୋି ନ ଥାଏ ।ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *