କୁକୁର ମାନେ ରାତିରେ କାହିଁକି କାନ୍ଦନ୍ତି? ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ

ଆମେ ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଏହି କଥା ସବୁ ସମୟ ରେ ପ୍ରଶ୍ନ ଉଠି ଥାଏ କି କୁକୁର ମାନେ କଣ ପାଇଁ ରାତ୍ରୀ ସମୟ ରେ କାନ୍ଧି ଥାନ୍ତି । ସେହିଥି ପାଇଁ ଆମେ ଆଜି ଆପଣ ମାନଙ୍କୁ ଏହା ପଛରେ ରହି ଥିବା ବିଜ୍ଞ୍ୟାନ ର ତଥ୍ୟ ଏବଂ ଆମର ପୁରାଣ ରେ କଣ କୁହା ଜାଇଛି ସେହି ବିଷୟ ରେ କହିବୁ । ଆପଣ ମାନେ ଜାଣି ଥିବେ ବିଜ୍ଞ୍ୟାନ କେବେ ବି ଭୂତ ପ୍ରେତ ଉପରେ ବିଶ୍ୱାସ କରେ ନାହିଁ । ହେଲେ ବିଜ୍ଞ୍ୟାନ ଏହା ମାନେ କି ମରିବା ପରେ ବି ସ୍ପିରିଟ୍ ରହି ଥାଏ । ଏବଂ ଗୋଟିଏ ବ୍ୟକ୍ତି ମରିିବା ପରେ ତାର ଶରୀର ରୁ 21 ଗ୍ରାମ୍ କମି ଯାଏ ଏବଂ ସାଇନ୍ସ କହେ କି ଆତ୍ମା ବା ସୋଲ ର ଓଜନ କେବଳ 21 ଗ୍ରାମ୍ । ଆପଣ ମାନେ ଏହାକୁ ଗୁଗୁଲ ରେ ସର୍ଚ୍ଚ କରି ଦେଖି ପାରିବେ ।dog

ସେହି ପରି ବିଜ୍ଞ୍ୟାନ ଏହି କୁକୁର ମାନଙ୍କ ବିଷୟ ରେ କହି ଥାଏ କି ରାତ୍ରୀ ସମୟ ରେ କୁକୁର ମାନେ ଏମିତି କାନ୍ଧିବା ର ଅର୍ଥ ହେଲା କି ସେମାନେ ନିଜର ସ୍ଥିତି କୁ ଅନ୍ୟ କୁକୁର ମାନଙ୍କ ପାଖରେ ପହଁଚେଇବା ପାଇଁ ଚେଷ୍ଟା କରନ୍ତି । ଏବଂ ତାହାର ଉତ୍ତର ହେଲେ ଅନ୍ୟ ଏକ କୁକୁର ବି ସେମିତି କାନ୍ଦି କରି ଉତ୍ତର ଦେଇ ଥାନ୍ତି । ସେହି ପରି ଆମେ ମାନେ ଯଧି ଏହି ବିଷୟ ରେ ପୁରାଣ ର କଥା କୁ କହିବା ତେବେ ରାତ୍ରୀ ସମୟ ରେ ପ୍ରେତ ଆତ୍ମା ଏବଂ ଖରାପ ଶକ୍ତି କୁ ଦେଖି ପାରନ୍ତି । ସେହିଥି ପାଇଁ ସେମାନେ ରାତ୍ରୀ ସମୟ ରେ ସେମାନେ କାନ୍ଧି ଥାନ୍ତି ।cry

ଏହାର ଅର୍ଥ ହେଲା ସେମାନେ ଆମ ଆଖ ପାଖରେ ଖରାପ ଶକ୍ତି ରହି ଥିବାର ସୂଚନା ଦେଇ ଥାନ୍ତି । ହେଲେ ବହୁତ ଲୋକ ମାନେ ଏହାକୁ ଅନ୍ଧ ବିଶ୍ୱାସ ବୋଲି ମାନନ୍ତି । ପ୍ରାଚୀନ କାଳ ର ଏମିତି କଥା ସୁଣିବା ପାଇଁ ମିଳି ଥିଲେ ବି ଏହି ବିଷୟ ରେ ବର୍ତମାନ ସମୟ ରେ କିଛି ପ୍ରମାଣ ନାହିଁ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *