(ତୁଳସୀ ଚଉରା ) ଏହି 3ଟି ମହିଳା ଭୁଲ ରେ ପୂଜା କରନ୍ତୁ ନାହିଁ !

poja

ଆମେ ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ତୁଳସୀ ପୂଜା କରନ୍ତୁ ନାହିଁ ଏହି ତିନି ଗୋଟି ମହିଳା ମାନେ । ନଚେତ୍ ଘର ହୋଇ ଯିବ ବର୍ବାଦ୍, ଆମ ହିନ୍ଧୁ ଧର୍ମ ରେ ତୁଳସୀ ଗଛ କୁ ବହୁତ ପୂଜନିୟ ବୋଲି ମନା ଯାଏ । ଏହାକୁ ଆମେ ମାନେ ପୂଜା ମଧ୍ୟ କରି ଥାନ୍ତି । ଏବଂ ସେହି ପରି ଘର ମଧ୍ୟ ରେ ତୁଳସୀ ଗଛ ରହିବା ବହୁତ ପବିତ୍ର ହୋଇ ଥାଏ । ବିଭିନ୍ନ ପ୍ରକାରର ତୁଳସୀ ଯଥା ରାମ ତୁଳସୀ , ଶ୍ୟାମ ତୁଳସୀ , ଶେତ ଏବଂ ବିଷ୍ଣୁ ତୁଳସୀ ବଣ ତୁଳସୀ ଥିଲା ବେଳେ ହେଲେ ଘର ମଧ୍ୟ ରେ କେବଳ ରାମ ଏବଂ ଶ୍ୟାମ ତୁଳସୀ କୁ ପୂଜା କରାା ଯାଏ । ଶାସ୍ତ୍ର ଅନୁସାରେ ତୁଳସୀ ଗଛ ର ବିବାହ ତୁଳସୀ ଗଛ କୁ ପୂଜା କରିବାର ଧାର୍ମିକ କାର୍ଯ୍ୟ ଅଟେ । ଏଠାରେ ଆମେ ଜାଣିବା କି କେଉଁ ତିନୋଟି ମହିଳା ମାନେ ତୁଳସୀ ଗଛ କୁ ପୂଜା କରିବା ଉଚିତ୍ ନୁହେଁ ।tulsi

ପ୍ରଥମେ ରେ କୈଣସି ଚରିତ୍ର ହୀନା ମନ ରେ ଖରାପ ଚିନ୍ତା ଧାରା ରଖି ଥିବା ମହିଳା ମାନେ କେବେ ବି ତୁଳସୀ ପରି ପବିତ୍ର ଗଛ କୁ ପୂଜା ବା ସ୍ପର୍ଶ କରିବା ଉଚିତ୍ ନୁହେଁ ।ସେହି ପରି ଭାବେ ବନ୍ଧୁଗଣ ସେଷ ରେ ବିବାହ କରି ନ ଥିବା ମହିଳା ମାନେ କେବେ ବି ତୁଳସୀ ଗଛ ପୂଜା କରିବା କଥା ନୁହେଁ । ଏହି ତୁଳସୀ ଗଛ ର ପୂଜା ବିବାହିତା ନାରୀ ମାନଙଙ୍କ ଦ୍ୱାରା ହିଁ ହୋଇ ଥାଏ । ବିବାହିତ ହିନ୍ଧୁ ଧର୍ମ ରେ ଅଗ୍ନୀ କୁ ସାକ୍ଷୀ ରଖି ବିବାହ କରି ନ ଥିବା ସ୍ତ୍ରୀ ମାନେ କେବେ ବି ତୁଳସୀ ଗଛ କୁ ପୂଜା କରିବା କଥା ନୁହେଁ ।poja

ତିନି ରେ ଯେଉଁ ମହିଳା ମାନଙ୍କ ମାସିକ ଧର୍ମ ହୋଇ ଥାଏ ମହିଳା ମାନଙ୍କ ମାସୀକ ଧର୍ମ ଏକ ଅପବିତ୍ରତା ଏବଂ ଅସୌଚ ସମୟ ହୋଇ ଥାଏ । ସେହିଥି ପାଇଁ ସେମାନଙ୍କୁ ଶାସ୍ତ୍ର ରେ ବି ଏହି ବିଷୟ ରେ ସଂମ୍ପର୍ଣ୍ଣ ଭାବେ ସୂଚନା ଦିଆ ଜାଇଛି କି ଏହି ସମୟ ରେ ତୁଳସୀ ଗଛ କୁ ସ୍ପର୍ଶ ନ କରିବା ପାଇଁ ।ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *