ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ କୃଷକ ମାନଙ୍କ ପାଇ ଆସିଲା ଆଉ ଏକ ଖୁସି ଖବର PN ସ୍ନମାନ ନିଧି ବ୍ୟତିତ ପ୍ରତି ବର୍ଷ ମିଳିବ ନଗଦ 5 ହଜାର ଟଙ୍କା । କୃଷି ମୂଲ୍ୟ ଆୟକ ବା CA CP ପ୍ରଧାନ ମନ୍ତ୍ରୀ କିଷାନ ସ୍ନମାନ ନିଧି PM କିଷାନ କୃଷକ ମାନଙ୍କୁ ବାର୍ଷିକ 5 ହଜାର ଟଙ୍କା ଦେବାକୁ କେନ୍ଦ୍ର ସରକାରଙ୍କୁ ସୁପାରିସ୍ କରିଛନ୍ତି । ଆୟକୁ କରିଛିଯେ କୃଷକ ମାନଙ୍କୁ ପ୍ରତି ବର୍ଷ ନଗଦ 5 ହଜାର ଟଙ୍କା ସାର ସ୍ପସିଡ୍ ଆକାରରେ ଦିଆଯିବା ଉଚିତ୍ । ଏହି ରାଶି ଦୁଇଥର ସିଧା ସଳଖ କୃଷକଙ୍କର ବ୍ୟଙ୍କ ଏକାଣ୍ଟକୁ ଡିଭିଡି ମାଧ୍ୟମରେ ସିଧା ସ୍ଥାନାନ୍ତର କରାଯାଇ ପାରିବ ବୋଲି ଆୟକ ପରାମର୍ଶ ଦେଇଛି । ଏହି ଅଧିନର ଖରିଦି ଫସନଲ ପାଇ 25ସହ ଟଙ୍କା ଏବଂ ରବି ଫସଲ ପାଇ 25ସହ ଟଙ୍କା ଦିଆଯାଇ ପାରିବ ।
ଯଦି କୃଷି ଉତ୍ତପାଦନ ସର୍ବ ନିମ୍ନ ସହାୟତା ମୂଲ୍ୟ MSP ଉପରେ ଆୟକର ସୁପାରିସ୍ ଗ୍ରହଣ କରାଯାଏ ତେବେ ପଧାନ ମନ୍ତ୍ରୀ ସ୍ନୱମାନ ନିଧି ବାବଦରେ ସିଧା ସଳଖ ବ୍ୟଙ୍କ ଏକାଣ୍ଟୁ ବା ଡିଭିଡିକୁ ବାର୍ଷିକ 6 ହଜାର ଟଙ୍କା ବ୍ୟତିତ 5 ହଜାର ଟଙ୍କା ସାର ସ୍ପସିଡ୍ ମିଳିବ । ଯଦି ସାର ସ୍ପସିଡ୍ ସିଧା ସଳଖ ଚାଷିଙ୍କର ଏକାଣ୍ଟୁକୁ ପଠାଯିବ ତେବେ ସସ୍ତା ସାର ବିକ୍ରୟ ପାଇ କମ୍ପାନି ମାନଙ୍କୁ ଦିଆଯାଉ ଥିବା ସ୍ପସିଡ୍ ସେସକରି ଦିଆଯିବ । ତେବେ ସାର କରମ୍ପାନି ଗୁଡିକ ଦ୍ୱାରା ପ୍ରପ୍ତ ସ୍ପସିଡ୍ ଯୋଗୁ କୃଷକ ମାନେ ବର୍ତ୍ତମାନ ବଜାରରେ ସସ୍ତା ମୂଲ୍ୟରେ ଇୟୁରିଆ ପାଉଛନ୍ତି ।
ତେବେ ପରବର୍ତ୍ତି ଖବରଟି ହେଉଛି ଓଡିଶାର ଦୁଇ ପ୍ରମୁଖ ସହର ଦୁଇ ଦୀନ ସଟ୍ ଡାଉନ୍ ରାଜ୍ୟରେ କରୋନା ମୋହା ମାରୀ ତାର ଉଗ୍ରରୁପୁ ଧାରଣ କରିଛି ଇତି ମଧ୍ୟରେ ନୟାଗଡ ଜୀଲ୍ଲାରେ ଦୀନକୁ ଦୀନ କରୋନା କାୟା ବିସ୍ତାର କରିବାରେ ଲାଗିଛି । ତେବେ ସଂଙ୍କ୍ରମଣ ରୁକିବାକୁ ନୟାଗଡ ସହର ଦୁଇ ଦୀନ ସଟଡାଉନ୍ ଘସଣା କରା ଯାଇଛି । ଆସନ୍ତା ସୋମବାର ଓ ମଙ୍ଗଳବାର ନୟାଗଡ ସହର ବନ୍ଦ କରାଯିବା ନେଇ ଜୀଲ୍ଲାପାଳ ଘସଣା କରିଛନ୍ତି । ବନ୍ଦ ରହୁଥିବା ଦୁଇଦୀନ ସାରା ସହରକୁ ବିସୁଧନ କରାଯିବ ଏହିଁ ସମୟରେ ମେଡିସିନ୍ ଦୋକାନ ଖଲାଯିବ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।