ମହିଳାମାନେ ଏହି ଦିଗରେ ଶୋଉଥିଲେ ( ସାବଧାନ ) ହୋଇଯାନ୍ତୁ ନହେଲେ ପରେ ପସ୍ତେଇବେ ।

sleep

ଆପଣ ମାନଙ୍କୁ ଆମର ପୋର୍ଟଲକୁ ବହୁତ ବହୁତ ସ୍ୱଗତ କରୁଛୁ । ବନ୍ଧୁଗଣ ବାସ୍ତୁ ଶାସ୍ତ୍ର ରେ ଗୃହ ନିର୍ମାଣ କରିବା ସମୟ ରେ ଦିଗ ଗୁଡିକ ର ଧ୍ୟନ ରଖିବା ନିହାତି ଆବଶ୍ୟକ ଅଟେ । ତେବେ ଆମେ ଆଜି ଆପଣ ମାନଙ୍କୁ ଏଠାରେ ସୋଇବା ଘର ବା କକ୍ଷ ବିଷୟ ରେ କିଛି ବିଶେଷ ତଥ୍ୟ ବିଷୟ ରେ କହିବୁ । ଏବଂ ତା ସହିତ ମହିଳା ମାନେ କେଉଁ ଦିଗ ରେ ଶୋଇଲେ ଅଶୁଭ ହୋଇ ଥାଏ ସେହି ବିଷୟ ରେ ବି ଆମେ ଆପଣ ମାନଙ୍କୁ କହିବୁ । ତେବେ ବସ୍ତୁ ଅନୁସାରେ ଯେଉଁ ଘର ର ମହିଳା ମାନେ ବିଳମ୍ବ ବା ଲେଟ୍ ରେ ଉଠି ଥାନ୍ତି । ସେହି ଘରେ କେବେ ବି ମାତା ଲକ୍ଷ୍ମୀ ବାସ କରନ୍ତି ନାହିଁ । ସବୁ ସମୟରେ ପରିବାର ଲୋକ ମାନେ ବ୍ରହ୍ମ ମୁହୂର୍ତ୍ୱ ରେ ଉଠିବା ଆବଶ୍ୟକ । ସେହି ପରି ବାସ୍ତୁ ଶାସ୍ତ୍ର ରେ ମହିଳା ମାନଙ୍କ ଠାରୁ ଆରମ୍ଭ କରି ବିଦ୍ଯାର୍ଥି ପର୍ଯ୍ୟନ୍ତ ଶୋଇବର ସଠିଖ୍ ଦିଗ ବିଷୟ ରେ କୁହା ଜାଇଛି । ତେବେ ଚାଲନ୍ତୁ ଜାଣିବା ସେହି ସଠିକ୍ ଦିଗ ବିଷୟ ରେ ।sleeping

ତେବେ ପ୍ରଥମେ ରହିଛି ପୂର୍ବ ଦିଗ ଏହି ଦିଗ ର ସ୍ୱାମୀ ହେଉଛନ୍ତି ଦେବରାଜ ଇନ୍ଦ୍ର ତେଣୁ ଏହି ଦିଗ ରେ ଶୋଇବା ସମୟ ରେ ତାଙ୍କର ନିଶ୍ଚିତ ଭାବେ ଧ୍ୟନ ରଖିବା ଆବଶ୍ୟକ ହୋଇ ଥାଏ । ଏହା ପରେ ହେଲା ଉତ୍ତର ଦିଗ ଏହି ଉତ୍ତର ଦିଗ କୁ ମୁମ୍ଡ କରି ଶୋଇବା ବହୁତ ଅଶୁଭ ମନା ଜାଇ ଥାଏ । କେବେ ବି ମହିଳା ମାନଙ୍କୁ ଏହି ଦିଗ ରେ ମୁଣ୍ଡ କରି ଶୋଇବା ଉଚିତ୍ ନୁହେଁ । ଏମିତି କରିଲେ ଘରେ ଦାରିଦ୍ରତା ଆସେ । ଏହା ପରେ ଦକ୍ଷିଣ ଦିଗ ଏହି ଦିଗ କୁ ବାସ୍ତୁ ଅନୁସାରେ ସୁଖ ର ପ୍ରତୀକ ବୋଲି କୁହା ଯାଏ । ଏହି ଦିଗ କୁ ଶୋଇବା ଦ୍ୱାରା ଆପଣ ମାନଙ୍କ ଶୁଖ ଶାନ୍ତି ବଢିବା ସହିତ ଉତ୍ତମ ସ୍ୱାସ୍ଥ ମଧ୍ୟ ରହି ଥାଏ । ଏହା ପେର ପଶ୍ଚିମ ଦିଗ ଏହି ଦିଗ କୁ ଶୋଇବା ଦ୍ୱାରା ମୃତ୍ୟୁ କୁ ଆମମନ୍ତ୍ରଣ କରିବା ସହିତ ସମାନ ହୋଇ ଥାଏ ।sleep

ଏହି ଦିଗ କୁ ମୁଣ୍ଡ କରି ଶୋଇବା ବ୍ୟକ୍ତି ମାନେ ସବୁ ବେଳେ ଚିନ୍ତା ରେ ବଡି ରହି ଥାନ୍ତି । ସେହି ପରି ଖାଇବା ସମୟ ରେ ମୁହଁ ଦକ୍ଷିଣ ଦିଗ କୁ କରା ଯାଏ । ଗାଧୋିବା ସମୟ ରେ ଆମର ମୁହଁ ସବୁ ବେଳେ ପୂର୍ବ ଦିଗ କୁ ହେବା ଆବଶ୍ୟକ ଅଟେ । ଏବଂ ବିଦ୍ୟାର୍ଥି ମାନେ ପାଠ ପଢିବା ସମୟ ରେ ନିଜର ମୁହଁ କୁ ପୂର୍ବ ଦିଗ କୁ କରି ରଖିବା ଆବଶ୍ୟକ ଅଟେ । ଯେଉଁଥି ପାଇଁ ସେମାନଙ୍କ ମନ ପାଠ ରେ ଲାଗେ । ସେମିତି ରେ ଆପଣ ମାନେ ଯଦି ଏମିତି ଦିଗ କୁ ମୁଣ୍ଡ କରି ଶୋଇ ଥାନ୍ତି ତେବେ ଘର ର ଅର୍ଥ ହାନୀ ର ବହୁତ ବଡ ସମ୍ଭାବନା ରହି ଥାଏ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *