ଓଲିଉଡ କୁଇନ୍ ବର୍ଷା ପ୍ରିୟଦର୍ଶନୀ’ଙ୍କ ସମ୍ପତ୍ତି ବିଷୟରେ ଜାଣିଲେ ଆପଣ ଆଶ୍ଚଯ୍ୟ ହେବେ |

brasha

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଓଲିଉଡ କୁଇନ୍ ବର୍ଷା ପ୍ରିୟଦର୍ଶନୀ’ଙ୍କ ସମ୍ପତ୍ତି ବିଷୟରେ ଜାଣିଲେ ଆପଣ କଳ୍ପନା କରି ପାରିବେନି । ବର୍ଷା ପ୍ରିୟଦର୍ଶନୀ 7 ଅଗଷ୍ଟ 1984 ମସିହାରେ କଟକ ଠାରେ ଜନ୍ମ ଗ୍ରହଣ କରିଥିଲେ । ବର୍ଷା ପ୍ରିୟଦର୍ଶନୀଙ୍କୁ କିଏ ବା ନଜାଣେ ଏଡିଆ ଓବଂ ବଙ୍ଗାଳୀ ଚଳଚିତ୍ରରେ କାମ ପାଇଁ ଜଣା ଶୁଣା । ବର୍ଷା ପ୍ରିୟଦର୍ଶନୀ କଟକ ଠାରେ ବଢିଥିଲେ ସେ ସବୁବେଳେ ଜଣେ ଅଭିନେତ୍ରି ହେବବକୁ ଚାହିଥିଲେ । ଏବଂ ଏପରି ସେ ଫେସନ ମଡଲିଂ ଭାବରେ କେରିଅର ଆରମ୍ଭ କରିଥିଲେ ସେ ଖୁବୁ ସିର୍ଘ ଚଳଚିତ୍ର ଅଫର ପାଇବା ଆରମ୍ଭ କଲେ ଏବଂ ସେସରେ ସିଏ 2001 ମସିହାରେ ବଙ୍ଗାଳୀ ଚଳଚିତ୍ର ବାଦି ମାଧ୍ୟମରେ ଅଭିନୟ ଆରମ୍ଭ କରିଥିଲେ ।brasha

ଏହାପରେ ସେ 2003 ମସିହାରେ ସାବତ ମାଁ ନାମକ ଚଳଚିତ୍ର ମାଧ୍ୟମରେ ତାଙ୍କର ଓଡିଆ ଚଳଚିତ୍ରରେ ଡେଭିୟୁ କରଥିଲେ । ଯଦି ସେ ସଫଳ ମୋଡ ନେଇ କେରିଅରକୁ ଉପଭୋଗ କରିଥିଲେ ଏବଂ ସେସରେ 7 ବର୍ଷ ପରେ ସେ 2008 ମସିହାରେ ସ୍ୱପ୍ନସାହାଙ୍କ ବଙ୍ଗାଳୀ ଚଳଚିତ୍ର ଜରରେ ଆଉ ଏକ ସିନେମାରେ ଅର୍ବତିନ ହୋଇଥିଲେ । ଏହିଁ ଚଳଚିତ୍ରଟି ବହୁତ ବଡ ହିଟ୍ ଥିଲା ଏବଂ ସେ ମଧ୍ୟ ତାଙ୍କ ପ୍ରଦଶନ ପାଇଁ ଉଚ୍ଚ ପ୍ରସଂସିତ ହୋଇତିଲେ ଏହାପରେ ସେ ପଛକୁ ଚାହିଁନଥିଲେ । ସେ ବ୍ରତମାନ ପର୍ଯ୍ୟନ୍ତ 30 ରୁ ଅଧିକ ଓଡିଆ ଚଳଚିତ୍ରରେ କାମ କରିଛନ୍ତି ଏବଂ ଓଡିଆ ଚଳଚିତ୍ର ଇଣ୍ଡଷ୍ଟି ରେ ସର୍ବତମାଙ୍କ ସହ କାମ କରିଛନ୍ତି ।brash

ତାଙ୍କର ସେସ ଚଳଚିତ୍ର ଥିଲା ନିମିକ୍ ଯାହାକି ନିର୍ବାଚନ ବର୍ଷରେ 2019 ମସିହାରେ ମୁକ୍ତିଲାଭ କରିଥିଲା । ବର୍ଷା ପ୍ରିୟଦର୍ଶନୀଙ୍କ ଆନୁମାନିକ ସମ୍ପତି 30 ଲକ୍ଷ୍ୟରୁ 40 ଲକ୍ଷ୍ୟ ଭିତରେ ତେବେ ଓଲିଉଡ କୁଇନ୍ ବର୍ଷା ପ୍ରିୟଦର୍ଶନୀ’ଙ୍କ ଆପଣ କେତେ ଭଲ ପାଉଛନ୍ତି କେତେ ମାତ୍ରାରେ ପସନ୍ଦ କରୁଛନ୍ତି ତାହାଲେ ଆମକୁ କମଣ୍ଟେ କରି ନିଜର ମତାମତ୍ ଲେଖନ୍ତୁ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *