ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଓଲିଉଡ କୁଇନ୍ ବର୍ଷା ପ୍ରିୟଦର୍ଶନୀ’ଙ୍କ ସମ୍ପତ୍ତି ବିଷୟରେ ଜାଣିଲେ ଆପଣ କଳ୍ପନା କରି ପାରିବେନି । ବର୍ଷା ପ୍ରିୟଦର୍ଶନୀ 7 ଅଗଷ୍ଟ 1984 ମସିହାରେ କଟକ ଠାରେ ଜନ୍ମ ଗ୍ରହଣ କରିଥିଲେ । ବର୍ଷା ପ୍ରିୟଦର୍ଶନୀଙ୍କୁ କିଏ ବା ନଜାଣେ ଏଡିଆ ଓବଂ ବଙ୍ଗାଳୀ ଚଳଚିତ୍ରରେ କାମ ପାଇଁ ଜଣା ଶୁଣା । ବର୍ଷା ପ୍ରିୟଦର୍ଶନୀ କଟକ ଠାରେ ବଢିଥିଲେ ସେ ସବୁବେଳେ ଜଣେ ଅଭିନେତ୍ରି ହେବବକୁ ଚାହିଥିଲେ । ଏବଂ ଏପରି ସେ ଫେସନ ମଡଲିଂ ଭାବରେ କେରିଅର ଆରମ୍ଭ କରିଥିଲେ ସେ ଖୁବୁ ସିର୍ଘ ଚଳଚିତ୍ର ଅଫର ପାଇବା ଆରମ୍ଭ କଲେ ଏବଂ ସେସରେ ସିଏ 2001 ମସିହାରେ ବଙ୍ଗାଳୀ ଚଳଚିତ୍ର ବାଦି ମାଧ୍ୟମରେ ଅଭିନୟ ଆରମ୍ଭ କରିଥିଲେ ।
ଏହାପରେ ସେ 2003 ମସିହାରେ ସାବତ ମାଁ ନାମକ ଚଳଚିତ୍ର ମାଧ୍ୟମରେ ତାଙ୍କର ଓଡିଆ ଚଳଚିତ୍ରରେ ଡେଭିୟୁ କରଥିଲେ । ଯଦି ସେ ସଫଳ ମୋଡ ନେଇ କେରିଅରକୁ ଉପଭୋଗ କରିଥିଲେ ଏବଂ ସେସରେ 7 ବର୍ଷ ପରେ ସେ 2008 ମସିହାରେ ସ୍ୱପ୍ନସାହାଙ୍କ ବଙ୍ଗାଳୀ ଚଳଚିତ୍ର ଜରରେ ଆଉ ଏକ ସିନେମାରେ ଅର୍ବତିନ ହୋଇଥିଲେ । ଏହିଁ ଚଳଚିତ୍ରଟି ବହୁତ ବଡ ହିଟ୍ ଥିଲା ଏବଂ ସେ ମଧ୍ୟ ତାଙ୍କ ପ୍ରଦଶନ ପାଇଁ ଉଚ୍ଚ ପ୍ରସଂସିତ ହୋଇତିଲେ ଏହାପରେ ସେ ପଛକୁ ଚାହିଁନଥିଲେ । ସେ ବ୍ରତମାନ ପର୍ଯ୍ୟନ୍ତ 30 ରୁ ଅଧିକ ଓଡିଆ ଚଳଚିତ୍ରରେ କାମ କରିଛନ୍ତି ଏବଂ ଓଡିଆ ଚଳଚିତ୍ର ଇଣ୍ଡଷ୍ଟି ରେ ସର୍ବତମାଙ୍କ ସହ କାମ କରିଛନ୍ତି ।
ତାଙ୍କର ସେସ ଚଳଚିତ୍ର ଥିଲା ନିମିକ୍ ଯାହାକି ନିର୍ବାଚନ ବର୍ଷରେ 2019 ମସିହାରେ ମୁକ୍ତିଲାଭ କରିଥିଲା । ବର୍ଷା ପ୍ରିୟଦର୍ଶନୀଙ୍କ ଆନୁମାନିକ ସମ୍ପତି 30 ଲକ୍ଷ୍ୟରୁ 40 ଲକ୍ଷ୍ୟ ଭିତରେ ତେବେ ଓଲିଉଡ କୁଇନ୍ ବର୍ଷା ପ୍ରିୟଦର୍ଶନୀ’ଙ୍କ ଆପଣ କେତେ ଭଲ ପାଉଛନ୍ତି କେତେ ମାତ୍ରାରେ ପସନ୍ଦ କରୁଛନ୍ତି ତାହାଲେ ଆମକୁ କମଣ୍ଟେ କରି ନିଜର ମତାମତ୍ ଲେଖନ୍ତୁ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।