ଦେବତା ସାଜିଲେ ସବ୍ୟସଚା ମିଶ୍ର । ଏହିପରି ଭାବେ ଏହି ଅସହାୟ ଝିଅକୁ କଲେ ସାହାର୍ଯ୍ୟ

sabya

ଆମେ ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ଆପଣ ମାନେ ଜାଣି ଥିବେ ଗୋଟିଏ ଭିଡ଼ିଓ ସୋସିଆଲ ମିଡ଼ିଆ ରେ ଭାଇରଲ ହୋଇ ଥିଲା । ଏବଂ ଏଠାରେ ଜଣେ ବହୁତ କମ୍ ବୟସ ଝିଅ ଜାହାର ନାମ କୁନୀ ସେ ନିଜର କରୁଣ ଆଖି ରେ କାନ୍ଧି ନିଜର ହାତ ଚିକିତ୍ସା ପାଇଁ ସେ ସହାୟତା ମାଗି ଥିଲେ । ଏବଂ ତାଙ୍କର ହାତ ଠିକ୍ ହେବାର ବିଶ୍ୱାସ ନେଇ ସେ ସବ୍ୟସାଚୀ ଙ୍କୁ ସାହାଯ୍ୟ ମାଗିଥିଲେ । ଏମିତି ରେ ଏଠାରେ ସବ୍ୟସାଚୀ ବି ସାହାଯ୍ୟ ର ହାତ ବଢେଇ ଥିବା ବେଳେ ସେ ସେହି ଝିଅ ଙ୍କୁ ସଂମ୍ପର୍ଣ୍ଣ ସାହାଯ୍ୟ କରିବା ନେଇ ବିଶ୍ୱାସ ଜଗେଇଛନ୍ତି । ଆପଣ ମାନଙ୍କୁ ଜଣେଇ ଦେବୁ କି ସେହି ଝିଅ କୁନୀ ଙ୍କୁ ଆଜି ସବ୍ୟସାଚୀ ମିଶ୍ର ଏମ୍ସ ରେ ଚିକିତ୍ସା ପାଇଁ ପଠେଇଛନ୍ତି , ଏବଂ ସେହି ଝିଅ କୁ ମଧ୍ୟ ସବ୍ୟସାଚୀ ମିଶ୍ର ପ୍ରତିଶୃତି ଦେଇଛନ୍ତି କି ତାଙ୍କର ହାତ ରେ ହୋଇ ଥିବା ଅସୁବିଧା ଯୋଗୁଁ ତାଙ୍କ ହାତ ଆଉ କା ହେବ ନାହିଁ ବରଂ ସେମିତି ହିଁ ରହି ଭଲ ହୋଇ ଯିବ ।sabyasachi

ଏବଂ ଏହା ସହିତ ସବ୍ୟ ଭାଈ ଙ୍କ କୁନୀ ସହିତ ଭିଡ଼ିଓ କଲ୍ ବି ଏହି ଦିନ ରେ ସୋସିଆଲ ମିଡିଆ ରେ ଭାଇରଲ ହୋଇ ଥିବାର ଜଣା ପଡିଛି ଯେଉଁ ଥିରେ ସବ୍ୟସାଚୀ କହିଛନ୍ତି କି ସେ ସବୁ ଡାକ୍ତର ମାନଙ୍କ ସହିତ କଥା ହୋଇଛନ୍ତି ଏବଂ ଯେମିତି ହେଲେ ବି ସେ ହାତ କୁ ଭଲ କରିବେ ଏବଂ ମୋଟେ ବି ବ୍ୟସ୍ତ ନ ହେବା ପାଇଁ କି ମୋଟେ ବି କାନ୍ଧିବା ପାଇଁ ମନା କରି ଥିଲେ । ସେହି ପରି କ୍ଷେତ୍ର ରେ ସବ୍ୟଭାଈ ଙ୍କ ସହିତ ମିଶି କୁନୀ ଙ୍କ ନିଜ ଭାଈ ତଥା କିଛି ଅନ୍ୟ ଭାଈ ମାନେ ମିଶି କରି ତାଙ୍କୁ ଆଜି ଭୁବନେଶ୍ୱର ଏମ୍ସ ହସ୍ପିଟାଲ କୁ ନେଇ ଜାଇ ଥିଲେ , ଏବଂ ସେଠାରେ ତାଙ୍କର ପରିକ୍ଷା ସରିବା ପରେ ଡାକ୍ତର ମାନେ କହିଛନ୍ତି କି ତାଙ୍କର ହାତ ସଂମ୍ପର୍ଣ୍ଣ ଭାବେ ଭଲ ହୋଇ ଯିବ ।sabya

ସବ୍ୟାସାଚୀ ମିଶ୍ର ବି ସେହି ଭାଈ ମାନଙ୍କୁ ବହୁତ ଧନ୍ୟ ବାଦ୍ ଦେଇ ଥିବାର ଦେଖିବା ପାଇଁ ମିଳିଛନ୍ତି ଯେଉଁ ମାନେ ଭିଡ଼ିଓ ଭାଇରଲ ହେବା ପରେ ପରେ ସେହି ଝିଅ କୁ ଖୋଜି ବାହାର କରିଛନ୍ତି । ଏବଂ ଏହି କଥା କହିଛନ୍ତି କେବଳ ସବ୍ୟ ଭାଈ କାହିଁକି ବରଂ ତାଙ୍କ ପାଖରେ ଛିଡା ହୋଇ ଥିବା ଅନ୍ୟ ଭାଈ ମାନେ ବି ତାର ଆଉ କିଛି ବି ଅସୁବିଧା ହେବାକୁ ଦେବେ ନାହିଁ ଯେମିତି ହେଲେ ବି କୁନୀ କୁ ଭଲ କରିବେ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *