ଆଜିର ବଡ ଖବର – ଆଜି ରାତି 12 ରୁ ଏହି ସବୁ ଜିନିଷ ବନ୍ଦ

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜିର ପ୍ରଥମ ବଡଖବର ହେଉଛି ହଟାତ୍ ଗୁଗୁଲ୍ ପ୍ଲେ ଷ୍ଟୋର ରୁ ହଟିଲା ପେଟିଏମ୍ । କରାଣ ଜଣାଶୁଣା ପେମେଣ୍ଟ୍ ଆପ୍ ପେଟିଏମ୍ ରହସ୍ୟ ମୟ ଭାବରେ ଗୁଗୁଲ୍ ପ୍ଲେ ଷ୍ଟୋର ରୁ ଅଦୃସ୍ୟ ହୋଇ ଯାଇଛି । 197 କମିନି କେସନ୍ ଲିମିଟେଡ୍ ମାଲିକାନ୍ ରେ ଥିବା ଏହିଁ ଆପ୍ ଗୁଗୁଲ୍ ପ୍ଲେ ଷ୍ଟୋର ରୁ ହଟାତ୍ ଅଦୃସ୍ୟ ହୋଇଯିବା ପରେ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ତେବେ ପେମେଣ୍ଟ୍ ଆପ୍ ପେଟିଏମ୍ ଗୁଗୁଲ୍ ପ୍ଲେ ଷ୍ଟୋର ରୁ ଅଦୃସ୍ୟ ହୋଇଥିଲେ ମଧ୍ୟ ବ୍ୟବସାୟ ପାଇଁ ପେଟିଏମ୍ , ପେଟିଏମ୍ ମନି , ପଟିଏମ୍ ମଲ ଏବଂ କମ୍ପାନୀର ମାଲିକାନାରେ ଥିବା ଅନ୍ୟ ସମସ୍ତ ଆପ୍ ପ୍ଲେ ଷ୍ଟୋର ରେ ଉପଲ୍ବଧ ରହିଛି । ତେଣୁ ଆପଣ ପ୍ଲେ ଷ୍ଟୋର ରୁ ପେଟିଏମ୍ ଡାଉନ୍ ଲୁଡ୍ ପାଇଁ ଉପଲ୍ବଧ ଥିବା ଜଣା ପଡିଛି । ତେବେ ସର୍ବସେଷ ସୁଚନା ଅନୁଯାଇଁ ଗୁଗୁଲ୍ ଏହାର ର୍ନିଦେଶ ଉଲଘନ କରୁଥିବା ଆପ୍ କୁ ପ୍ଲେ ଷ୍ଟୋର ରୁ ଅପସରଣ କରୁଛି ଗୁଗୁଲ୍ କହିଛି ଆମେ ଅନଲାଇନ୍ କେସିନ କୋଣସି ଅନିଅମିତ ଜୁଆ ଖେଳକୁ ସର୍ମଥନ କରୁନାହୁ । ଯାହାକି କିଡା ବେଟିଂକୁ ସୁଗମ କରିଥାଏ ତେବେ ଆପଣଙ୍କର ପ୍ଲେ ଷ୍ଟୋର ରୁ ପେଟିଏମ୍ ଅଛିକି ନାହିଁ ଦେଖନ୍ତୁ ।paytm

ତେବେ ପରର୍ବତ୍ତି ଖବରଟି ହେଉଛି ବିଜେଟି ନେତା ଦେବୀ ମିଶ୍ରଙ୍କ ଘରେ CBI ରେଡ୍ । ଦେବୀ ମିଶ୍ରଙ୍କ ବୁବେନଶ୍ୱର ସ୍ଥତ ଇଉନିଟ୍ 1 ଥିବା ଘରେ CBI ରେଡ୍ କରିଥିବା ଜଣା ପଡିଛି । ବହୁ ଚର୍ଚିତ ସିଂସର ଚିଟ୍ ଫ୍ରଣ୍ଡ ଲିଙ୍କ୍ ରେ ଏହିଁ ରେଡ୍ ହୋଇତିବା ସୂଚନା ମିଳିଛି । ଦେବୀ ମିଶ୍ରଙ୍କ କଟକ ନରସିଂପୁର ବାସ ଭବନରେ ବି ସିବିଆଇ ଟିମ୍ ପସିକି ଜାଞ୍ଚ କରଛି । ଭୁବେନଶ୍ୱର ବାସ ଭବନରେ 3 ଘଣ୍ଟାରୁ ଅଧିକ ସମୟ ଧରି ତାଙ୍କୁ ପଚରା ଉଚାରା କରାଯାଇଛି । ଏବଂ ସିବିଆଇ କିଛି ଗୁରୁତ୍ ପୃନ କାଗଜ ପତ୍ର ନେଇଥିବା ଜମା ପଡିଛି ।debi

ତେବେ ମୋହା ନଦୀରେ ବଟିଂ ପକଳ୍ପକୁ ନେଇ ଦେବୀଙ୍କୁ ପଚାରା ଉଚାରା ହୋଇଛି । ମାମଲା ସମ୍ପର୍କିତ କାଗଜ ପତ୍ର ଗାଙ୍କୁ ମଗା ଯାଇଛି । ଏ ନେଇ ସେ ସିବିଆଇ କୁ ସମସ୍ତ ତଥ୍ୟ ଦେବା ସହିତ ସହଯୋଗ କରିବା କଥା ଦେବୀ କହିଛନ୍ତି । ତେବେ ସେହି ସମୟରେ ପର୍ଯ୍ୟଟନ ମନ୍ତ୍ରୀ ମଧ୍ୟ ରହିଥିଲେ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *