ଆମେ ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ କମିଲା ସୁନା ଦର ସୁନା ଦର ରେ 5 ହଜାର ଲେଖାଏଁ ପୁଣି ହ୍ରାସ ପାଇଲା , ତେବେ ବନ୍ଧୁଗଣ ଆପଣ ମାନେ ଏହି ପୋଷ୍ଟ କୁ ସେଷ ଯାଏ ପଢନ୍ତୁ ଆପଣ ମାନେ ବି ଜାଣିଲେ ଆପଣ ମାନଙ୍କ ଘରେ ଗୋଦାମ୍ ତିଆରି କରି ଦେବେ । ଦଶହରା କୁ ବଢି ପାରେ ସୁନା ଦର ଯେଉଁ ମାନେ ଏହି ଦିନ ରେ ସୁନା ଏବଂ ଅଳଙ୍କାର କିଣିବା ପାଇଁ ପସନ୍ଦ କରୁଛନ୍ତି , ସେମାନଙ୍କ ପାଇଁ ଏହା ବହୁତ ବଡ ଖବର ଅଟେ । ସୁନା ମୂଲ୍ୟ ରେ ବର୍ତମାନ ସମୟ ରେ କ୍ରମାଗତ ଭାବେ ହ୍ରାସ ପାଇବା ପରେ ପୁଣି ଥରେ 50 ହଜାର ଟଙ୍କା ଙ୍କୁ ଖସି ଆସିଛି ସ୍ପଷ୍ଟ ବଜାର ରେ ଦୂର୍ବଳ ଚାହିଦା ହେତୁ ବ୍ୟବସାୟୀ ମାନେ ନିଜର ଜମା କାରବାର କୁ ହ୍ରାସ କରିବା ପରେ ଏବଂ ଗୁରୁବାର ଦିନ ଏହାକୁ ନେଇ ଫ୍ୟୁଚର ବଜାର ରେ 10 ଗ୍ରାମ୍ ପ୍ରତି ସୁନା 0.6 ପ୍ରତିଶତ ହ୍ରାସ ପାଇ ଥିବାର ଜଣା ପଡିଛି । ମାନେ 49,428 ଟଙ୍କା ରହିଛି ।
ସେହି ପରି ଭାବେ ଗତ କାଲି ସର୍ଫ ବଜାର ରେ ସୂନା ମୂଲ୍ୟ 485 ଟଙ୍କା ହ୍ରାସ ପାଇ ଥିଲା ଏବଂ ଅନ୍ତର୍ଜାତୀୟ ବଜାର ରେ 10 ଗ୍ରାମ୍ ପିଛା 5 ହଜାର 4 ଶହ 18 ଟଙ୍କା ହ୍ରାସ ପାଇଛି । ଏବଂ ଏହି ଦିନ ରେ ଚତୁର୍ଥ ବାଣିଜ୍ୟ ଅଧିବେଶନ ପାଇଁ ଏହି ସମୟ ରେ ସୁନା ର ଦର ହ୍ରାସ ପାଇଛି ବୋଲି HEFC ପକ୍ଷ ରୁ ସୂଚନା ଦେଇଛନ୍ତି , ପୂର୍ବ ଦିନ ବାଣିଜ୍ୟ ରେ ଏହା 10 ଗ୍ରାମ୍ ପିଛା 50 ହଜାର 900 3 ଟଙ୍କା ହୋଇ ଥିବା ବେଳେ ପୂର୍ବ ବାଣିଜ୍ୟ ଅଧିବେଶନ ରେ 60 ହଜାର 180 ଟଙ୍କା ତୁଳନା ରେ ରୂପା ମୂଲ୍ୟ କୁ 2 ହଜାର ଟଙ୍କା ହ୍ରାସ କରି 58 ହଜାର 99 ଟଙ୍କା ହ୍ରସ ପାଇଛି ।
ଏବଂ ଆପଣ ମାନଙ୍କୁ ସୂଚନା ଦେବୁ କି ଆପଣ ମାନେ ବର୍ତମାନ ସମୟ ରେ ସୂନା ଗହଣା ମାନେ 24 ହେଉ 22 କେରେଟ୍ ର ସୁନା କୁ କିଣିବା ପାଇଁ ଚାହୁୁଁ ଥିଲେ ଆପଣ ମାନେ ଜଲ୍ଦି କିଣି ଦିଅନ୍ତୁ ,ଆପଣ ମାନଙ୍କ ପାଇଁ ବହୁତ ଭଲ ହେବ କାରଣ କିଛି ବି ସମୟ ରେ ଆପଣ ମାନଙ୍କ ପାଇଁ ଏହାର ରେଟ୍ ବଢି ଜାଇ ପାରେ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।