ମୃତ୍ୟୁ ପୃର୍ବରୁ ସୁଶାନ୍ତ ଗୁଗୁଲରେ ସର୍ଚ୍ଚ କରିଥିଲେ ଏହି ଜିନିଷ ଜାଣିଲେ ମୁଣ୍ଡ ଟିଣ ହୋଇଯିବ ।

ଆମେ ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ସୁଶାନ୍ତ ସିହଂ ରାଜ ପୁତ୍ ଙ୍କ ମୃତ୍ୟୁ ମାମଲା ରେ ବଡ ଖୁଲାସା ମୃତ୍ୟୁ ପୂର୍ବ ରୁ ସୁଶାନ୍ତ ସିହଂ ରାଜ ପୁତ୍ ଗୁଗୁଲ ରେ ସର୍ଚ୍ଚ କରି ଥିଲେ ଏହି କଥା । ବର୍ତମାନ ସମୟ ରେ ସୁଶାନ୍ତ ସିହଂ ରାଜ ପୁତ୍ ଙ୍କ ମାମଲା ରେ ମୁମ୍ବାଇ ପୋଲିସ୍ ଅନେକ ଗୁରୁତ୍ୱ ପୂର୍ଣ୍ଣ ତଥ୍ୟ ଦେଇଛି । ବନ୍ଧୁଗଣ ସୁଶାନ୍ତ ସିହଂ ରାଜ ପୁତ୍ ଙ୍କ ପୁରୁଣା ସାଙ୍ଗ ଜାହାଙ୍କ ନାମ ହେଲା ସୁନିଲ୍ ସୁକ୍ଲା ଏବଂ ଗୋଟିଏ ଆଇଫା ଆୱାର୍ଡ ସମୟ ରେ ସାରୁଖ୍ ଖାନ୍ ସୁଶାନ୍ତ ସିହଂ ରାଜ ପୁତ୍ ଙ୍କ ମଜାକ୍ ଉଡେଇ ଥିଲେ । ଏବଂ ସେହି ପରି ବେଳେ ସେ ସେହି ସମୟ ରେ ଷ୍ଟେଜ୍ ରେ ହିଁ ସୁଶାନ୍ତ ସିହଂ ରାଜ ପୁତ୍ ଙ୍କ ବହୁତ ଅପମାନ ବି କରି ଥିଲେ । ସେହି ପରି ବେଳେ ସୁନିଲ୍ ସୁକ୍ଲା ଙ୍କୁ ସୁଶାନ୍ତ ସିହଂ ରାଜ ପୁତ୍ ଏହି ଆଇଫା ଆୱର୍ଡ ବିଷୟ ରେ କହି ଥିଲେ । କି ସାରୁଖ ଖାନ୍ ପ୍ରଥମେ ହିଁ ଫୋନ୍ କରି କହି ଦେଇ ଥିଲେ କି ଷ୍ଟେଜ୍ ରେ କଣ କଣ ସବୁ ହେବାକୁ ଯାଉଛି ।sushant

ଏବଂ ସେହି ଉପରେ ସୁଶାନ୍ତ ସିହଂ ରାଜ ପୁତ୍ ବହୁତ ପରିଶ୍ରମ ବି କରି ଥିଲେ । ହେଲେ ସେ ଯେତେ ବେଳେ ଷ୍ଟେଜ୍ ରେ ପହଁଚି ଥାନ୍ତି ତେବେ ତାଙ୍କୁ କିଛି ଅଲଗା କରିବା ପାଇଁ ପଡି ଥାଏ । ଜାହା ବିଷୟ ରେ ତାଙ୍କୁ ମୋଟେ ବି ଜଣା ନ ଥାଏ । ଏହା ପରେ ତାଙ୍କର ଇଜ୍ଜତ୍ ଯିବା ସହିତ ତାଙ୍କର ସେହି ସମୟ ରେ ଅପମାନ ହୋଇ ଜାଇ ଥାଏ । ସେହି ପରି ଭାବେ ପୋଲିସ୍ ର ଅପର ପକ୍ଷ ରେ ଖୁଲାସା ହୋଇ ଥିବା ନେଇ ଜଣା ପଡିଛି କି । ସୁଶାନ୍ତ ସିହଂ ରାଜ ପୁତ୍ ମୃତ୍ୟୁ ଦିନ ମାନେ 14 ଜୁନ୍ ରେ ସେହି ଫ୍ଲାଟ୍ କୁ ସିଲ୍ କରା ଜାଇ ଥିବା ବେଳେ 15 ଜୁନ୍ ରେ ସେଠାରେ ଫରେନସିକ୍ ରିସର୍ଚ୍ଚ ଟିମ୍ ସେଠାରେ ପହଁଚି ଥିଲେ ଏବଂ ସେମାନେ ଘର ର ସଂମ୍ପର୍ଣ୍ଣ ଭାବେ ତଲାସୀ ନେଇ ଥିଲେ ।laptop

ସେହି ମଧ୍ୟ ରେ ସେମାନଙ୍କୁ ସୁସାନ୍ତ ଙ୍କ ପର୍ସିନାଲ ଲାପଟକ୍ ରୁ ମିଳି ଥିବା ତଥ୍ୟ ଅନୁସାରେ ସୁଶାନ୍ତ ସିହଂ ରାଜ ପୁତ୍ ପୂର୍ବ ଦିନ ଗୁଗୁଲ ରେ କେମିତି ଭାବେ ଯନ୍ତ୍ରଣା ହୀନ ମୃତ୍ୟୁ ଏବଂ ବିବାଦିତ ବିଧି ଏବଂ ସିଜୋଫେନିଆ ଏବଂ ସେଷ ରେ ତାଙ୍କ ନିଜ ନାମ କୁ ସେ ସର୍ଚ୍ଚ କରି ଥିଲେ ବୋଲି ଜଣା ପଡିଛି । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *