ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନେ ଜାଣିଛନ୍ତି ଯେ ରାଶି ଚର୍କରେ ବାର ଗୋଟି ରାଶି ରହିଛି । ଏବଂ ବାର ଗୋଟି ରାଶିର ରାଶି ଫଳ ଗ୍ରହ ମାନଙ୍କର ପରିଚାଳନାରୁ ର୍ନିଧାରିତ ହୋଇଥାଏ । ଗ୍ରଙ ମାନଙ୍କର ସିଧା ପ୍ରଭାବ ଏହିଁ ରାଶି ମାନଙ୍କ ଉପରେ ପଡିଥାଏ । ପ୍ରତେକ ବ୍ୟକ୍ତିର କୁଣ୍ଡଳି ବା ଯାତକ ଏହିଁ ରାଶି ମାନଙ୍କ ସହିତ ଯୋଡିତ ରହିଥାଏ । ଏହି ଗ୍ରହ ମାନଙ୍କ ଚଳନ କିଛି ରାଶି ମାନଙ୍କ ଉପରେ ଶୁଭ ପ୍ରଭାବ ପକାଇ ଥାଏ । ତ କିଛି ରାଶି ମାନଙ୍କ ଉପରେ ଖରାପ ପ୍ରଭାବ ପକାଇ ଥାଏ । ପ୍ରତେକ ଦୀନ ଗ୍ରହରେ କିଛି ନା କିଛି ପରି ବ୍ରତ୍ତନ ଦେଖାଯାଏ ସେହିଁପରି ଚାରି ଗୋଟି ରାଶି ଉପରେ ଆଜିଠାରୁ ଗ୍ରହ ମାନଙ୍କର ଖରାପ ପ୍ରଭାବ ପଡିବାକୁ ଯାଉଛି ଏହିଁ ଚାରି ଗୋଟିର ରାଶି ମାନଙ୍କୁ ସାବଧାନ ରହିଁବାକୁ ପଡିବ । ତେବେ ଚାଲନ୍ତୁ ଜାଣିବା ସେହିଁ ରାଶି ମାନଙ୍କ ବିସୟରେ । ପ୍ରଥମ ରାଶି ମିଥୁନ ରାଶି ଲୋକ ପ୍ରିୟତା ହାର୍ସ ପାଇବ ନିଜର ଆସ୍ତା ହରାଇବେ ଅର୍ଥର ଅଭାବ ଅନୁଭବ କରି ପାରନ୍ତୁି ଆକ୍ସମୀକ କଳହଳ ପଡି ପାରନ୍ତି ପାଇଥିବା ଦ୍ରବ୍ୟ ହରାଇଁ ବସିବେ କୋଣସି ଏକ ବଡଧରଣା ଯୋଯନାରେ ପରିବ୍ରତ୍ତନ କରିବେ ଆପଣଙ୍କର ପ୍ରତିକାର ହେଉଛି ଘାଇଁକୁ ସବୁଜ ଘାସ ଖାଇବାକୁ ଦିଅ ।
ଦିତୀୟ ରାଶି କର୍କଟ ରାଶି ଆପଣ ମାନଙ୍କର ମାନଶିକ ଅସାନ୍ତି ବଢିବାରେ ଲାଗିବ ଦୁର ବନ୍ଧୁ ଦ୍ୱାରା ଅପମାନିତ ହୋଇଁପାରନ୍ତି ଅଜଥା କାମରେ ଠଙ୍କା ବିନିଯୋଗ କରିବେ ଶାରୀରିକ କଷ୍ଟ ଭୋଗିବେ ଆପଣଙ୍କ ପ୍ରତି କାର ହେଉଛି ଗରିବ ଲୋକଙ୍କୁ ଅର୍ନ ବା କିଛି ସାହାଯ୍ୟ କରନ୍ତୁ । ତୃତୀୟ ରାଶିଟି ହେଉଛି ମୀନ ରାଶି ଅରଥ ଅଭାବର ଆବାସ ମିଳିବ ନିଜର ପରିବେସରେ ପରିବ୍ରତ୍ତନ ହେବ ମାନ ସ୍ନମାନରେ ହାନି ଘଟିବ ଉପଯୁକ୍ତ ନ୍ୟାୟ ପାଇଁ ପାରିବେ ନାହିଁ ପରିବାରରେ ବିସୁଙ୍ଖଳା ଦେଖା ଦେଇପାରେ ଏହାର ପ୍ରତିକାର ହେଉଛି ପ୍ରତେକ ମଙ୍ଗଳ ବାର ଦୀନ ହନୁମାନ ଚାଳିଶାର ପାଠ କରନ୍ତୁ ଏବଂ ହନୁମାନ ମନ୍ଦୀରକୁ ଯାଇଁ ହନୁମାନ ଚରଣରେ ମଣ୍ଡିଆ ମାରନ୍ତୁ ।
ଚତୃଥରେ ବିଛା ରାଶି ଭୟବୀତ ମଧ୍ୟରେ ସମୟ ଅତି ବାହିତ ହେବ ବହୁତ ଦୀନ ଅନୁସନ୍ଧାନରେ ବିଫଳ ହେବ ଯାତ୍ରାରେ ସତ୍ରକତା ଅବଲମ୍ବନ କରନ୍ତୁ ମାନସିକ ଚାପ ବଢିପାରେ ଅଭାବ ଅନଟନରେ ଦୀନ କଟିପାରେ ନିୀଜର ଦେହ ଉପରେ କଷ୍ଟ ରହିଛି ଶାରୀରିକ କଷ୍ଟ ଅନୁଭବ କରିପାରନ୍ତି ଆପଣଙ୍କ ପ୍ରତି କାର ହେଉଛି ଅସାୟ ବ୍ୟକ୍ତିଙ୍କୁ ସାହାଯ୍ୟ କରନ୍ତୁ ଏବଂ ବସ୍ତ୍ର ଦାନ କରନ୍ତୁ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।