ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଘରର ଆଖ ପାଖରେ ଯଦି ଅଛି ଜଳାସୟ ବା ପାଣି ଟାଙ୍କି ତେବେ ନିଶ୍ଚୟ ଦେଖନ୍ତୁ । ଘରରେ କେଉ ରୁମ କେଉ ଦିଗରେ ରହିବ ତାହା ବାସ୍ତୁ ଶାସ୍ତ୍ର ଅନୁସାରେ ଠିକ୍ କରାଯାଇଁ ଥାଏ । ସାଧାରଣତ ବାସ୍ତୁ ଶାସ୍ତ୍ର ନିୟମ ଅନୁଯାଇ ଲୋକମାନ ଘର ତିଆରି କରିଥାନ୍ତି । ଘର କରିବା ପରେ ପ୍ରାୟତ ସମସ୍ତେ ପାଣି ଟାଙ୍କି ଘରର ଛାତ ଉପରେ ବସାଇ ଥାନ୍ତି ହେଲେ ଏହାକୁ ନ୍ରିମାଣ କଲାବେଳେ କେହି କେହି ବାସ୍ତୁ ଶାସ୍ତ୍ରକୁ ଧ୍ୟନ ଦେଇ ନଥାନ୍ତି । କିନ୍ତୁ ଛାତ ଉପରେ ବଳରେ ଯଦି ମାଟି ତଳେ ଉଚିତ୍ ଦିଗରେ ପାଣିଟାଙ୍କି କରାଯାଏ ତେବେ ଘରେ ସମ୍ଭୁଧି ଆଣିଥାଏ । କିନ୍ତୁ ଯଦି ଆପଣ ଛାତ ଉପରେ ପାଣି ଟାଙ୍କି କରୁଛନ୍ତି ତେବେ ବାସ୍ତୁ ଶାସ୍ତ୍ରର ନିୟମ ପାଳନ କରିବା ନିତ୍ୟାନ୍ତ ଆବସ୍ୟକ ହୋଇଥାଏ ।
ନଳକୂପ ବସାଇବା ସମୟରେ ଯଦି ଘରର ଦିଗ ପ୍ରତି ଧ୍ୟନ ନଦିଆ ଯାଏ ତେବେ ଏହା ଗୃହ ପାଇଁ ସମସ୍ୟା ଶୃଷ୍ଟି କରାଇ ଥାଏ । ଏବଂ ଯଦି ଆପଣଙ୍କ ଘରର ଆଖ ପାଖରେ କୃତିମ ବା ପ୍ରକୃତିକ ଜଳାସୟ ଅଛି ତେବେ ଏହାର ଦିଗକୁ ଦୃଷ୍ଟିରେ ରଖି ବାସ୍ତୁ ଶାସ୍ତ୍ର ଅନୁସାରେ ପ୍ରତିକାର କରିବା ଆବସ୍ୟକ । ତେବେ ଆଜି ଆମେ ଆପଣଙ୍କୁ କହିବୁ ପାଣିଟାଙ୍କି କିପରି ଏବଂ କେଉ ଦିଗରେ ରଖିବା ଉଚିତ୍ ଏବଂ ଘରର କେଉ ଦିଗରେ ଜଳାସୟ ରହିବା ଶୁଭ ଏବଂ ଅଶୁଭ ବିସୟରେ ଯଣାଇବି । ନମ୍ବର 1 ରେ ରହିଛି ପାଣିଟାଙ୍କି ହଉ କିମ୍ବା ନଳକୂପ ହଉ ସବୁ ବେଳେ ଉତ୍ତର ପୃବ ଦିଗରେ ନ୍ରିମାଣ କରନ୍ତୁ ଏହା ଦ୍ୱାରା ଘରେ ସମ୍ଭୃଧି ଆସିଥାଏ । ନମ୍ବର ଦୁଇରେ ରହିଛି ଘରର ଦକ୍ଷୀଣ ଦିଗରେ ପାଣିଟାଙ୍କି ରଖିଲେ ମହିଳାଙ୍କ ଉପରେ ଖରାପ ପ୍ରଭାବ ପଡିଥାଏ ।
ସେହିପରି ପଶ୍ଚିମ ଦିଗରେ ପାଣିଟାଙ୍କି ରହିଲେ ଗରରେ ପରୁଷଙ୍କ ସ୍ୱାସ୍ଥ ହାନି ହେବାର ସମ୍ଭାବନା ରହିଥାଏ । ତଣୁ ଘରର ଦକ୍ଷୀଣ ପଶ୍ଚିମ ଏବଂ ଦକ୍ଷୀଣ ପୃବ ଦିଗରେ ପାଣିଟାଙ୍କି ବା ନଳକୂପ ବସାନ୍ତୁ ନାହିଁ । ଯହି ଆପଣଙ୍କ ଘରର ଏହିଁ ଦିଗର ପଣିଟାଙ୍କି ଅଛି ତେବେ ବାସ୍ତୁ ଶାସ୍ତ୍ର ଅନୁସାରେ ଏହାର ସାମ୍ନାରେ ଏକ କାଚର ଆଇନା ଲଗାଇ ଦିଅନ୍ତୁ । ତେବେ ଏହିଁସବୁ ଦିଗରେ ପାଣିଟାଙ୍କି ବା ନଳକୂପ ରଖିଲେ ଶୁଭ ହୋଇଥାଏ ଏବଂ ଏହିଁ ସବୁ ଦିଗରେ ଅସୁଭ ହୋଇଥାଏ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।