ଘର ପାଖରେ ଅଛିକି (ପାଣି ଟାଙ୍କି ବା ନଳକୂପ) – ଭୟଙ୍କର କଥା |

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଘରର ଆଖ ପାଖରେ ଯଦି ଅଛି ଜଳାସୟ ବା ପାଣି ଟାଙ୍କି ତେବେ ନିଶ୍ଚୟ ଦେଖନ୍ତୁ । ଘରରେ କେଉ ରୁମ କେଉ ଦିଗରେ ରହିବ ତାହା ବାସ୍ତୁ ଶାସ୍ତ୍ର ଅନୁସାରେ ଠିକ୍ କରାଯାଇଁ ଥାଏ । ସାଧାରଣତ ବାସ୍ତୁ ଶାସ୍ତ୍ର ନିୟମ ଅନୁଯାଇ ଲୋକମାନ ଘର ତିଆରି କରିଥାନ୍ତି । ଘର କରିବା ପରେ ପ୍ରାୟତ ସମସ୍ତେ ପାଣି ଟାଙ୍କି ଘରର ଛାତ ଉପରେ ବସାଇ ଥାନ୍ତି ହେଲେ ଏହାକୁ ନ୍ରିମାଣ କଲାବେଳେ କେହି କେହି ବାସ୍ତୁ ଶାସ୍ତ୍ରକୁ ଧ୍ୟନ ଦେଇ ନଥାନ୍ତି । କିନ୍ତୁ ଛାତ ଉପରେ ବଳରେ ଯଦି ମାଟି ତଳେ ଉଚିତ୍ ଦିଗରେ ପାଣିଟାଙ୍କି କରାଯାଏ ତେବେ ଘରେ ସମ୍ଭୁଧି ଆଣିଥାଏ । କିନ୍ତୁ ଯଦି ଆପଣ ଛାତ ଉପରେ ପାଣି ଟାଙ୍କି କରୁଛନ୍ତି ତେବେ ବାସ୍ତୁ ଶାସ୍ତ୍ରର ନିୟମ ପାଳନ କରିବା ନିତ୍ୟାନ୍ତ ଆବସ୍ୟକ ହୋଇଥାଏ ।home

ନଳକୂପ ବସାଇବା ସମୟରେ ଯଦି ଘରର ଦିଗ ପ୍ରତି ଧ୍ୟନ ନଦିଆ ଯାଏ ତେବେ ଏହା ଗୃହ ପାଇଁ ସମସ୍ୟା ଶୃଷ୍ଟି କରାଇ ଥାଏ । ଏବଂ ଯଦି ଆପଣଙ୍କ ଘରର ଆଖ ପାଖରେ କୃତିମ ବା ପ୍ରକୃତିକ ଜଳାସୟ ଅଛି ତେବେ ଏହାର ଦିଗକୁ ଦୃଷ୍ଟିରେ ରଖି ବାସ୍ତୁ ଶାସ୍ତ୍ର ଅନୁସାରେ ପ୍ରତିକାର କରିବା ଆବସ୍ୟକ । ତେବେ ଆଜି ଆମେ ଆପଣଙ୍କୁ କହିବୁ ପାଣିଟାଙ୍କି କିପରି ଏବଂ କେଉ ଦିଗରେ ରଖିବା ଉଚିତ୍ ଏବଂ ଘରର କେଉ ଦିଗରେ ଜଳାସୟ ରହିବା ଶୁଭ ଏବଂ ଅଶୁଭ ବିସୟରେ ଯଣାଇବି । ନମ୍ବର 1 ରେ ରହିଛି ପାଣିଟାଙ୍କି ହଉ କିମ୍ବା ନଳକୂପ ହଉ ସବୁ ବେଳେ ଉତ୍ତର ପୃବ ଦିଗରେ ନ୍ରିମାଣ କରନ୍ତୁ ଏହା ଦ୍ୱାରା ଘରେ ସମ୍ଭୃଧି ଆସିଥାଏ । ନମ୍ବର ଦୁଇରେ ରହିଛି ଘରର ଦକ୍ଷୀଣ ଦିଗରେ ପାଣିଟାଙ୍କି ରଖିଲେ ମହିଳାଙ୍କ ଉପରେ ଖରାପ ପ୍ରଭାବ ପଡିଥାଏ ।tubewell

ସେହିପରି ପଶ୍ଚିମ ଦିଗରେ ପାଣିଟାଙ୍କି ରହିଲେ ଗରରେ ପରୁଷଙ୍କ ସ୍ୱାସ୍ଥ ହାନି ହେବାର ସମ୍ଭାବନା ରହିଥାଏ । ତଣୁ ଘରର ଦକ୍ଷୀଣ ପଶ୍ଚିମ ଏବଂ ଦକ୍ଷୀଣ ପୃବ ଦିଗରେ ପାଣିଟାଙ୍କି ବା ନଳକୂପ ବସାନ୍ତୁ ନାହିଁ । ଯହି ଆପଣଙ୍କ ଘରର ଏହିଁ ଦିଗର ପଣିଟାଙ୍କି ଅଛି ତେବେ ବାସ୍ତୁ ଶାସ୍ତ୍ର ଅନୁସାରେ ଏହାର ସାମ୍ନାରେ ଏକ କାଚର ଆଇନା ଲଗାଇ ଦିଅନ୍ତୁ । ତେବେ ଏହିଁସବୁ ଦିଗରେ ପାଣିଟାଙ୍କି ବା ନଳକୂପ ରଖିଲେ ଶୁଭ ହୋଇଥାଏ ଏବଂ ଏହିଁ ସବୁ ଦିଗରେ ଅସୁଭ ହୋଇଥାଏ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *