କରୋନା ହେବନି ଆପଣଙ୍କୁ କେବଳ ଏହି କଥାର ଧ୍ୟାନ ରଖନ୍ତୁ

corona

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ କିଛି ସରକାର କହୁଛନ୍ତି ଆମକୁ ଏବେ କୋରନା ସହିତ ବଞ୍ଚିବାକୁ ପଡିବ । ତେବେ ଆମେ ଏହି କୋରନା ସହିତ କିପରି ବଞ୍ଚିବା ସାରା ଜୀବନ ତ ଆମେ ଏହି ଘର ଭିତରେ ବସିପାରିବା ନାହିଁ ବାହରକୁ ବାହାରିବାକୁ ପଡିବ । ତାହେଲେ ଆସନ୍ତୁ ଜାଣିବା ଏହି କୋରନା କୁ ଲଢ଼ିବା ପାଇଁ ଆମକୁ ମଜବୁତ କିଏ କରିଥାଏ । କିଛି ଜିନିଷ ଏପରି ଅଛି ଯାହାକି ଆମ ଘରେ ରହିଥାଏ ଯାହାକି ଆମକୁ କୋରନା ଠାରୁ ଲଢ଼ିବା ପାଇଁ ଅଧିକ ଶକ୍ତି ପ୍ରଦାନ କରିଥାଏ । ସାବୁଠାରୁ ମୁଖ୍ୟ ଉପାୟ ହେଉଛି କ୍ଷୀର ସହିତ ହଳଦୀ ପ୍ରତି ଦିନ ଆପଣ ଶୋଇବା ପୂର୍ବରୁ ଘରର ସମସ୍ତ ସଦସ୍ୟ କ୍ଷୀର ସହୀତ ହଳଦୀ ନିଅନ୍ତୁ ଗରମ କ୍ଷୀର ସହିତ ନେଇପାରିବେ । କିନ୍ତୁ ଯଉଁମାନେ ବି ଗରମ କ୍ଷୀର ସହିତ ହଳଦୀ ନେବାର କିଛି ଅସୁବିଧା ରହିଛି ତ ଆପଣ ଗୁଣଗୁଣ ପାଣି ସହିତ ବି ନେଇ ପାରିବେ । ଅର୍ଥାତ ଉଷ୍ମ ପାଣି ସହିତ ହଳଦୀ କୁ ନେଇପାରିବେ ଏହା ଆପଣଙ୍କୁ ଇମୁନିଟି ଶକ୍ତି କୁ ବଢ଼େଇ ଥାଏ ।turmeric

ଦୁତୀୟ ଉପାୟ ଟି ରହିଛି ଅଁଳା ଚୂର୍ଣ୍ଣ କିମ୍ବା କଞ୍ଚା ଅଁଳା ଆପଣଙ୍କର ଇମୁନିଟି କୁ ବଢ଼େଇଥାଏ ତେଣୁ ଆପଣ ନିୟମିତ ରୂପେ ଖାଦ୍ୟ ରୂପରେ ନିଅନ୍ତୁ । ତୃତୀୟ ରେ ରହିଛି ତୁଳସୀ ପତ୍ର ତୁଳସୀ ପତ୍ର ନିଜ ଘରେତ ନିଶ୍ଚିତ ରହିଥିବ ଦିନରେ ଚାରି ରୁ ପାଞ୍ଚ ଥର ୨ରୁ ୪ଟି ପତ୍ର ଚୋବେଇକି ଖାଇବାର ଅଛି ଏବଂ ତା ସହିତ ସକାଳୁ ଯଉଁ ପତ୍ର ନେବେ ଦୁଇ ତିନ ଟି ଚୋବେଇକି ଖାଇବା ସହିତ ଗୋଟିଏ ପତ୍ର କୁ ଗୋଟା ଭାବେ ଢୁକି ଦିଅନ୍ତୁ । ଏହା ବହୁତ ପ୍ରଭାବୀ ଅଟେ ଏହା ଦ୍ବାରା ଆପଣଙ୍କର ଥଣ୍ଡା ଜନିତ ରୋଗ ଠାରୁ ଦୂରେଇ ରଖିବ । ଆଉ ଗୋଟିଏ ମ୍ମୁଖ୍ୟ କଥା ଏହାକି ଆମ ମାନଙ୍କ ମଧ୍ୟରେ ଏପରି ବ୍ୟକ୍ତି ଥାଅନ୍ତି ଯଉଁମାନେକି ବହୁତ କମ ପାଣି ପିଅନ୍ତି ସେମାନଙ୍କ ପାଇଁ ଏହା ନିର୍ଦେଶ ରହୁଅଛି କି ଆପଣ ଅଧିକରୁ ଅଧିକ ପାଣି ପିଅନ୍ତୁ ।ଅତି କମରେ ଦିନକୁ 4ରୁ 5 ଲିଟର ପାଣି ପିଅନ୍ତୁ ଏବଂ ନର୍ମାଲ ପାଣି ପିଅନ୍ତୁ ଥଣ୍ଡା ପାଣି କୁ ପିଅନ୍ତୁ ନାହିଁ ।basil

ଆପଣ ଦିନରେ 3ରୁ 4 ଥର ଲେମ୍ୱୁ ପାଣି ପିଇବାକୁ ଚେଷ୍ଟା କରନ୍ତୁ ଲେମ୍ବୁ ପାଣି ବହୁତ ରୋଗରେ ନିଦାନ କରିଥାଏ ଆପଣଙ୍କର ପେଟକୁ ବି ଠିକ ରଖି ଥାଏ ଏବଂ ହଜମ ଶକ୍ତି କୁ ଠିକ ରଖି ଥାଏ ଲେମ୍ବୁ ପାଣିରେ ବହୁତ ଉପକାରୀତା ରହିଥାଏ । ତାହା ସହିତ ମୁଖ୍ୟ କଥା ଆପଣଙ୍କ ଶରୀରକୁ ଫିଟ ରଖନ୍ତୁ 2 ରୁ 3 କିଲୋମିଟର ଚାଲିବାକୁ ଚେଷ୍ଟା କରନ୍ତୁ । ଯଦି ଆପଣଙ୍କୁ ଏପରି ସୁବିଧା ମିଳୁନଥାଏ ତାହେଲେ ଆପଣ ଘରେ ବସି ଯୋଗ କରନ୍ତୁ ଏହା ଦ୍ବାରା ମଧ୍ୟ ଆପଣଙ୍କ ଇମୁନିଟି ଶକ୍ତି ମଜବୁତ ହୋଇଥାଏ । ଏପରି ଆପଣ ମାନେ ଯଦି ଛୋଟିଆ ଛୋଟିଆ କାମ କରନ୍ତି ତାହେଲେ ଆପଣ ସୁସ୍ଥ ରହିବେ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *