ଏହି ବଜାରରେ ଶସ୍ତାରେ ଝିଅମାନେ ବିକ୍ରି ହୁଅନ୍ତି। ଏତେ ଶସ୍ତା ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ

gg

ସାଧାରଣତଃ ବାଜାରକୁ ଆମେ ଆମର ଦୈନଦିନ ଜିନିଷ ଆଣିବାକୁ ଯାଇଥାଉ।ହେଲେ ବିଶ୍ୱରେ ଏମିତି ବଜାର ଅଛି ଯେଉଁଠାରେକି ବାହାଘର ପାଇଁ କନ୍ୟାମାନେ ବିକ୍ରି ହୁଅନ୍ତି।ଏହି କଥା ଆମକୁ ଶୁଣିବାକୁ ଆଶର୍ଯ୍ୟ ଲାଗିଲେ ମଧ୍ୟ ଏହି କଥା ହେଉଛି ସତ।ଏହି ବଜାରରେ ବାହାଘର ପାଇଁ ଝିଅମାନେ ବିକ୍ରି ହୁଅନ୍ତି।ଆସନ୍ତୁ ଏହି ବିଷୟରେ ଆଲୋଚନା କରାଯାଇଛି ଜାଣିବା।ପୃଥିବୀରେ ଏମିତି ଏକ ଜାଗା ଅଛି ଯେଉଁଠାରେକି ଝିଅମାନେ ବଜାରରେ ବିକ୍ରିହୁଅନ୍ତି।ଆମର ଏଠାରେ ବାହାଘର ପାଇଁ ଝିଅ ଖୋଜା ଯାଉଥିବା ବେଳେ ସେଠାରେ ଝିଅମାନଙ୍କୁ ଆଣି ବିକ୍ରି କରାଯାଉଛି।ଏହି ବଜାରଟି ବୁଲଜେରିଆର ସ୍ଥାରାଜାଗୁର ନାମକ ଏକ ଜାଗାରେକି ଯେଉଁଠାରେ ବାହାଘର ପାଇଁ ଝିଅ ବଜାର ଅଛି।ଏହି ବଜାର ପାଇଁ ଅନେକ ନିୟମ ଅଛି।

woman

ପ୍ରତି ତିନି ବର୍ଷକୁ ଥରେ ଏହି ବଜାରରେ ଝିଅ ତିଥି ପାଇଁ ବଜାର ଖୋଲା ଯାଇଥାଏ।ଏବଂ ବରମାନେ ଆସି ଏହି ବଜାରରୁ ନିଜର ମନ ପସନ୍ଦର କନ୍ୟା ବାଛିଥାନ୍ତି।ଏହି ବାଜାରକୁ ଉଭୟ ବର ଏବଂ କନ୍ୟା ଆସିବା ପୂର୍ବରୁ ସେମାନଙ୍କୁ କେତେକ ନିର୍ଦ୍ଧିଷ୍ଟ ନିୟମ ଗୁଡିକୁ ମାନିବାକୁ ପଡିଥାଏ।ଏହି ନିୟମ ମାନି ସରିଲା ପରେ ଯାଇ ସେମାନେ ଏହି ବଜାର ମଧ୍ୟକୁ ପ୍ରବେଶ କରିଥାନ୍ତି।ପ୍ରଥମେ କନ୍ୟା ଘରର ସଦସ୍ୟ କନ୍ୟାଟିକୁ ଭଲ ଭାବରେ ସଯାଇକରି ନେଇଆସନ୍ତି ଏବଂ ତାପରେ ବର ଘରର ସଦସ୍ୟମାନେ ଆସିଥାନ୍ତି କନ୍ୟାକୁ ଦେଖିବା ପାଇଁ।ଯଦି ଉଭୟଙ୍କର ମନପସନ୍ଦ ହୋଇଥାଏ ତାହେଲେ ବର ଏବଂ କନ୍ୟାଙ୍କୁ ପରସ୍ପର ସହିତ କଥା ହେବାକୁ କୁହାଯାଇଥାଏ।ଏବଂ ଏହା ପରେ ସବୁ ସାରିଲାପରେ ବର ଘରର ଲୋକ କନ୍ୟାକୁ ନିଜର ପତ୍ନୀ ଭାବେ ସ୍ୱୀକାର କରି ନିଜର ଉପଯୁକ୍ତ ମୂଲ୍ୟ ଦେଇ ନିଜର ଘରକୁ ସବୁଦିନ ପାଇଁ କନ୍ୟାକୁ ନେଇଯାଇଥାନ୍ତି।

womans
ତେବେ ଏହି କନ୍ୟା କିଣିବା ପ୍ରଥା ବୁଲଜେରିଆର ଅନେକ ବର୍ଷ ତଳରୁ ଚାଲିଛି।ଏହି ପ୍ରଥା ଉପରେ ମଧ୍ୟ କିଛି ଆଇନଗତ କଟକଣା ମଧ୍ୟ ନାହିଁ।ଏହି ପ୍ରଥାକୁ ମଧ୍ୟ କେହି କେବେ ଅଟକାଇବାକୁ ଚେଷ୍ଟା ମଧ୍ୟ କରିନାହାନ୍ତି।ଏହି ପ୍ରଥାକୁ ସେଠାକାର ଲୋକମାନେ ବହୁତ ପସନ୍ଦ କରିଥାନ୍ତି।ସେମାନେ କୁହନ୍ତିକି ଏହି ପ୍ରଥା ହେଉଛି ଭଗବାନଙ୍କର ପ୍ରଥା।ଏହି ପ୍ରଥାକୁ ବନ୍ଦ କରିବା ଅର୍ଥ ଭଗବାନଙ୍କର ସହିତ ଯୁଧ୍ୟ କରିବା ସହ ସମାନ।ଏପରି ପ୍ରଥାର ପ୍ରଚଳନ ଗରିବ ଲୋକମାନଙ୍କର ଅସୁବିଧାକୁ ଆଖି ଆଗରେ ରଖି ପ୍ରଚଳନ କରାଯାଇଥିଲା।ଏହି ବାଜାରକୁ ସବୁ ଶ୍ରେଣୀର ଝିଅମାନେ ଆସିନଥାନ୍ତି।ଏହି ବାଜାରକୁ ସେହିମାନେ ଆସନ୍ତିକି ଯେଉଁମାନେ ନିଜର ଝିଅକୁ ବାହା ଦେବାପାଇଁ ଅସମର୍ଥ।

girls

ସାଧାରଣତଃ ବିବାହରେ ବର ଲୋକଙ୍କୁ ଯୌତୁକ ଦିଆଯାଇଥାଏ।କିନ୍ତୁ ଏଠାରେ ସମ୍ପୂର୍ଣ ଅଲଗା।ଏହିଠାରେ ବର ଘରର ଲୋକମାନେ ଝିଅଘରକୁ କିଛି ଟଙ୍କା ଦେଇଥାନ୍ତି।ଏହା ଦ୍ୱାରା ଗରିବ ପରିବାରକୁ କିଛି ସାହାଯ୍ୟ ମଧ୍ୟ ମିଳିଯାଇଥାଏ।ଏହିପରି ଭାବରେ ଗରିବ ଶ୍ରେଣୀର ଝିଅମାନଙ୍କୁ ଆର୍ଥିକ ଏବଂ ପାରିବାରିକ ସାହାଯ୍ୟ କରିବା ପାଇଁ ଏହିଠାରେ ଏହି ପ୍ରଥା ବେଶ ଲୋକପ୍ରିୟ ହୋଇଅଛି।

ଏଠି ଆପଣ ବିଭିନ୍ନ ପ୍ରକାରର ଜ୍ଞାନ ଆହରଣ କରିପାରିବେ। ଆମେ ଆପଣଙ୍କ ଜଣା ଅଜଣା କିଛି ନୂଆ କଥା ବିଷୟରେ ଜଣେଇବୁ। ସେଥିପାଇଁ ଆମ ସହିତ ଯୋଡି ହେଇ ରହିବା ପାଇଁ ଧନ୍ୟବାଦ। ଯଦି କିଛି ଭୁଲ ରହୁଛି ତେବେ ନିଶ୍ଚିତ କହିବେ। ଧନ୍ୟବାଦ।

Leave a Reply

Your email address will not be published. Required fields are marked *