କଣ ସତରେ ଆଶାର ଆଲୋକ ଆଶିବେ ବର୍ଷା ଅନୁଭବ – ଜାଣନ୍ତୁ କେବେ ଆସିବେ

anubhav

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ଅନୁଭବ ଏବଂ ବର୍ଷା ଙ୍କୁ ନେଇ ଆସିଲା ବଡ ଖବର ଓଟିଭି ର ଆଶା ର ଆଲୋକ କାର୍ଯ୍ୟ କର୍ମ କୁ କଣ ଯିବେ ଅନୁଭବ ଏବଂ ବର୍ଷା , କଣ ଓଟିଭି ର ଏହି କାର୍ଯ୍ୟ କ୍ରମ ଏହି ଦୁଇ ମାନେ ଅନୁଭବ ଏବଂ ବର୍ଷା ଙ୍କୁ ଏକାଠୀ କରିବାରେ ସହାୟକ ହେବ । ତେବେ ଆମେ ଆଜି ଆପଣ ମାନଙ୍କୁ ବହୁତ କମ୍ ସମୟ ମଧ୍ୟ ରେ ଏହି ଉପରେ ରହି ଥିବା ସଂମ୍ପର୍ଣ୍ଣ ବିବରଣୀ ବିଷୟ ରେ ସୂଚନା ଦେବୁ । ଅଭିନେତା ଅନୁଭବ ଏବଂ ବର୍ଷା ଙ୍କ କେସ୍ ର ପ୍ରଥମ ସୋପାନ ରେ ହିଁ ବର୍ଷା ତାଙ୍କ ସ୍ୱାମୀ ଙ୍କ ନାମ ରେ ମାନଶୀକ ଏବଂ ଶାରୀରିକ ନିର୍ଜାତନା କରିବାର ଅଭିଯୋଗ କରିଛନ୍ତି । ସେହି ପରି ଅନୁଭବ ଙ୍କୁ ବର୍ଷା ବୈବାହିକ ସୁଖ ଦେଇ ନ ଥିବାର ଅନୁଭବ ପିଟିସନ୍ ରେ ଦାଖଲ କରିଛନ୍ତି । ଏମିତି କି ବର୍ଷା ନିଜର ପ୍ରାଧାନ୍ୟ ବିସ୍ତାର କରୁ ଥିଲେ ,ସେ ଶାଶୁ ଘରେ ନ ରହି ବାପ ଘରେ ରହୁ ଥିଲେ ଏବଂ ବର୍ଷା ଙ୍କ ଅଭିଯୋଗ ପରେ ଅନୁଭବ 47 ପୃଷ୍ଟା ର ଏକ ପିଟିସନ୍ ଦାଖଲ କରିଛନ୍ତି ।brasha

ଏବଂ ଏହି ବ୍ୟତିତ ପତ୍ନୀ ଙ୍କ ଏମିତି ଅଭିଯୋଗ ତାଙ୍କୁ ମର୍ମାହତ କରିଛି ବୋଲି ସେ ପୂର୍ବ ରୁ ଉଲ୍ଲେଖ କରିଛନ୍ତି । ସେହି ପରି ବିପରିତ ପଟ ରେ ସୋସିଆଲ ମିଡ଼ିଆ ରେ ଚର୍ଚ୍ଚା ର ବିଷୟ ପାଲଟିଛି ଓଟଭି ର ଆଶା ର ଆଲୋକ , ଯେଉଁ ସୋ ରେ ଆପଣ ମାନେ ମୂଖ୍ୟ ଭୂମିକା ରେ ମିହିର୍ ଦାସ୍ ଙ୍କୁ ମୂଖ୍ୟ ଭାବେ ଦେଖିବେ । ଓଟିଭି ର ଏହି ସୋ ମାଧ୍ୟମ ରେ ଘୋରଇ ହିଂସା ସ୍ୱାମୀ ଏବଂ ସ୍ତ୍ରୀ କୁ ନେଇ ହେଉ ଥିବା ତିକ୍ତତା ବିଷୟ ରେ ବିଚାର କରା ଯାଏ , ଏବଂ ଏହି ସବୁ ର ସମାଧାନ ବି ଦର୍ଶକ ମାନଙ୍କ ସାମ୍ନା ରେ ହିଁ କରା ଯାଏ ।anubhav

ତେବେ ବର୍ତମାନ ସମୟ ରେ ବର୍ଷା ଘୋରଇ ହିଂସା ର ଶୀକାର ହୋଇ ଥିବା ବେଳେ ବର୍ଷା ତିକ୍ତତା ର ଶୀକାର ହୋଇଛନ୍ତି । ହେଲେ ବର୍ଷା ଏବଂ ଅନୁଭବ ଙ୍କ ଫେନ୍ ମାନଙ୍କ ଦାବୀ ରହିଛି କି ଅନୁଭବ ଏବଂ ବର୍ଷା ପୁଣି ଥରେ ଏକାଠୀ ହୋଇ ଜାଆନ୍ତୁ ବୋଲି , ଏହାକୁ ନେଇ ଆପଣ ମାନଙ୍ତର କଣ ମତ ରହିଛି ଆପଣ ମାନେ ଆମକୁ କମେଣ୍ଟ କରନ୍ତୁ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *