ଏହି ସବୁ ଜିଲ୍ଲାକୁ ରହିଛି ପ୍ରବଳ ବର୍ଷା – ଆପଣଙ୍କ ଜିଲ୍ଲା ନାହିଁ ତ ଲିଷ୍ଟରେ

anda

ଆମେ ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଏବେ ଏବେ ପାଣି ପାଗ ପକ୍ଷ ରୁ କିଛି ନୂଆ ରିପୋର୍ଟ ଜାରୀ ହୋଇଛି । ଆପଣ ମାନେ ଜାଣି ଥିବେ ଏହି ଦୁଇ ଦିନ ତଳେ ଏକ ଲଘୁଚାପ ର ପ୍ରଭାବ ଜାଇଛି । ସେହି ପରି ଆଜି ଏକ ଘୂର୍ଣିଂ ବଳୟ ଯୋଗୁଁ 13 ଜିଲ୍ଲା କୁ ୟୋଲ ୱାର୍ଣିଂ ଜାରୀ ହେବା ସହିତ ପ୍ରବଳ ମାତ୍ରା ରେ ବର୍ଷା ହେବାର ରହିବା ସହିତ ଘଡ ଘଡି ର ସୂଚନା ରହିଛି । ତେବେ କଣ ରହିଛି ଆଞ୍ଚଳିକ ପାଣି ପାଗ ପକ୍ଷ ରୁ ସୂଚନା ସେହି ବିଷୟ ରେ ଆମେ ଆପଣ ମାନଙ୍କୁ ସଂମ୍ପର୍ଣ୍ଣ ଭାବେ ସୂଚନା ଦେବା ପାଇଁ ଚାହିଁବୁ ।

raining

ଆଗାମୀ 24 ଘଣ୍ଟା ମଧ୍ୟ ରେ ଉତ୍ତର ଓଡ଼ିଶା ର କିଛି ସ୍ଥାନରେ ବର୍ଷା ହେବା ନେଇ ସୂଚନା ଦେଇଛି ଆଞ୍ଚଳିକ ପାଣି ପାଗ ବିଭାଗ , ଏହିଥି ପାଇଁ 13 ଜିଲ୍ଲା କୁ ୟୋଲ ୱାର୍ଣିଂ ଜାରୀ କରିଛି । ପାଣି ପାଗ ର ସୂଚନା ଅନୁସାରେ ଆଜି ଉତ୍ତର ଓଡ଼ିଶା ର ଏବଂ ଦକ୍ଷିଣ ଓଡ଼ିଶା ରେ ବିଭିନ୍ନ ସ୍ଥାନ ରେ ପ୍ରଚୁର ପରିମାଣ ରେ ବର୍ଷା ହୋଇ ପାରେ । ପୂର୍ବ ଏବଂ ପଶ୍ଚିମ ଓଡିଶା ର କିଛି ସ୍ଥାନ ରେ ହାଲ୍କା ଏବଂ ମଧ୍ୟମ ଧରଣ ର ବର୍ଷା ହୋଇ ପାରେ ।

raine

ବିଷେଶ କରି ଆଗାମୀ 24 ଘଣ୍ଟା ମଧ୍ୟ ରେ ନୂଆ ପଡା , ବଲାଙ୍ଗୀର , ସୋନପୁର ଜିଲ୍ଲା ରେ ପ୍ରବଳ ବର୍ଷା ହୋଇ ପାରେ । ଏହା ବ୍ୟତିତ କିଛି ସ୍ଥାନ ରେ ବିଜୁଳୀ ଘଡ ଘଡି ର ସୂଚନା ରହିଛି । ଏହି କାରଣ ରୁ ନୂଆ ପଡା , ବଲାଙ୍ଗୀର , ସରଲା ସମେତ ବରଗଡ , ଝାଡସୁଗୁଡା , ସୁନ୍ଦର ଗଡ , ସମ୍ବଲପୁର, ଦେଓଗଡ, କେଉଁଝର , ଅନୁଗୁଳ , ମୟୁରଭ଼ଞ , ବାଲେଶ୍ୱର , ଭଦ୍ରକ , ଏବଂ କନ୍ଧମାଳ ଜିଲ୍ଲା କୁ ୟୋଲ ୱାର୍ଣିଂ ଜାରି କରିଛି ।

ସେହି ପରି ଗତ କାଲି ପାଇଁ ନବରଙ୍ଗ ପୁର , ରାୟଗଡା , କନ୍ଧମାଳ , କଳାହାଣ୍ଡୀ , ନୟାଗଡ ବାଲେଶ୍ୱର , ଭଦ୍ରକ , ମୟୁରଭଞ ଆଦି ଦିଲ୍ଲା କୁ ଏହି ୱାର୍ଣିଂ ଜାରୀ କରିଛି । ଏହି ସବୁ ସ୍ଥାନ ରେ ପ୍ରବଳ ରୁ ଅତି ପ୍ରବଳ ମାତ୍ରା ରେ ବର୍ଷା ହେବା ସହିତ ବିଜୁଳୀ ଘଡ ଘଡି ର ବି ସମ୍ଭାବନା ରହିଛି । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *