ଆହାର ଶରୀର କୁ ବଳ ଯୋଗେଇବା କଥା ସମସ୍ତଙ୍କୁ ଜଣା।ଆହାର ମଣିଷର ମନ ନିଯୋଗକକୁ ବିଭିନ୍ନ ଦିଗରେ ପରିଚାଳିତ କରିବାକଥା ହୁଏତ କମ ଲୋକ ଜାଣିଥିବେ।ଅର୍ଥାତ ଆହାର ମଣିଷର ପ୍ରଭୁତିକୁ ଅନେକ ପରିମାଣରେ ପ୍ରଭାବିତ କରେ। ସେମିତି କେତୋଟି ଖାଦ୍ୟ ଯାହା ଶରୀରରେ ସେକ୍ସ ହରମୋନ ବଢାଇବା ସହିତ ମଣିଷ କୁ ପ୍ରେମରେ ପକାଇଥାଏ। ତେବେ ଚାଲନ୍ତୁ ଜାଣିବା ସେହି ଆହାର ସବୁ କଣ ରହିଛି।
ଷ୍ଟ୍ରବେରୀ – ୨ଟି ଷ୍ଟ୍ରବେରୀପାଇଲେ ନିଜେ ଗୋଟେ ଖାନ୍ତୁ ଅନ୍ୟଟି ଆପଣଙ୍କ ଜୀବନସାଥୀ ଙ୍କୁ ଖୁଆନ୍ତୁ। ଏ କୋଳି ଖାଇବା ଯୋଗୁ ସେକ୍ସ ହରମୋନ ବଢିବା ସହିତ ପରସ୍ପର ପ୍ରତି ବିମଳ ସ୍ନେହ ଭାବ ବଢେ ବୋଲି ଲୋକ ବିଶ୍ୱାସ ରହିଛି। ଏହା ବହୁତ ଲାଭଦାୟକ ଅଟେ।
ଶାମୁକା – ଶାମୁକା ରେ ଅଧିକ ଶକ୍ତି ବଧକ ଜିନ ଥିବାରୁ ଏହା ସେକ୍ସ ହରମୋନ ବଢେଇଥାଏ।ନିକଟ ଓ ଅତୀତରେ ହୋଇଥିବା ଅଧ୍ୟୟନ ରୁ ଜଣାପଡିଛି ଯେ ଏଥିରେ ଅମିନୋ ଏସିଡ ଥିବାରୁ ଏହା ସେକ୍ସ ହରମୋନ ବଢ଼େଇଥାଏ।
ଡିମିରି – ଆଣ୍ଟି ଅକ୍ସ୍କଡେଣ୍ଟ ଫ୍ଲେବଲେଡିଜ୍ ଓ ପଟାସୀୟମ ଭରା ଡିମିରି ଫଳ ସେକ୍ସ ହରମୋନ କୁ ବୃଦ୍ଧି କରିବାରେ ଉତ୍ତମ କାମଦିଏ। ଏହାକୁ ତରକାରୀ କିମ୍ବା ପାଚିଲା ଫଳ କୁ ଶୁଖାଇ ଖିଆଯାଇଥାଏ।
କଫି – କଫି ରେ ଅଧିକ ମାତ୍ରା ରେ କେଫାଇନ୍ ଥିବାରୁ ଏହାକୁ ହ୍ରୁଦସ୍ପନ୍ଦନ ବଢେ ।ମିଜାଜ୍ ଖୁସୀ ରହେ ଏବଂ ସେକ୍ସ ହରମୋନ ବଢେ।କଫି ରେ ଥିବା ଆଲକୋଲେଡ଼ ଏବଂ ଯୌନ ଖ୍ୟାମତା ବୃଦ୍ଧି ପାଏ।କଫି ବାସ୍ନା ମଧ୍ୟ ସ୍ତ୍ରୀ ଲୋକ ମାନ ଙ୍କୁ ଆକର୍ଷିତ କରିଥାଏ।
ଚକୋଲେଟ- ଚକୋଲେଟ ଟି ଖାଇବା ଦ୍ୱାରା ମନରେ ପୁଲକ ଜାଗେ ।ଯେତେ କଳା ଚକୋଲେଟ ଖାଇବ ସେତେ ଭଲ ଏହା ଆନନ୍ଦ ପ୍ରଦାନ କରୁଥିବା ଡେପାମିମ ସହ ମିଶି ଯାଇ ମନ ଖୁସି କରାଏ। କଫି ଚକୋଲେଟ ଟି ମିଶା ଚା’ ପିଇଲେ ଶରୀର ରେ
ସେକ୍ସ ହରମୋନ ଯଥେଷ୍ଟ ପରିମାଣରେ ବଢ଼ିଥାଏ।
ଲଙ୍କା – ଲଙ୍କା ମସ୍ତିଷ୍କ ରେ ଥିବାଏଣ୍ଡୋଫିନ ନାମକ ରାସାୟନିକ ପଦାର୍ଥ କୁ ଚଳଚଞ୍ଚଳ କରି ପକାଉଥିବାରୁ ବୃସ୍ପନ୍ଦନ ବଢି ଝାଳ ବୁହେ ଏବଂ ଏହା ହେବା ପରେ ସେକ୍ସ ହରମୋନ ବଢିଯାଏ।ଯୌନ ରେ ଉତ୍ତେଜନା ଦେଖାଦିଏ।
କଦଳି- କଦଳି ରେ ଥିବା ବୋମିଲେନ୍ ନାମକ ରସ ଟେଷ୍ଟେଷ୍ଟୋରେନ ବଢ଼େଇଦେବା ରୁ ଶରୀର ରେ ସେକ୍ସ ହରମୋନ ବାଡିଯାଏ।ତା ଛଡା ଏଥିରେ ଥିବା ପଟାସିୟମ ଭିଟାମିନ- ବି ଦେହରେ ବଳ ବଢାଇଥାଏ।
ମଖନ ଫଳ – ମଖନ ଫଳରେ ଭିଟାମିନ -ଏ ର ପରିମାଣ ଅଧିକ ଥିବାରୁ ଏହା ହଜାର ହଜାର ବର୍ଷ ତଳୁ ଶରୀର ରେ ଯୁବ ସୁଲଭ ବଳ ଏବଂ ସେକ୍ସ ହରମୋନ ବଢେଇବାରେ ସହାୟକ ହୋଇଥାଏ।ଆମ ଦେଶ ରେ ଏହା ଶୁଖିଲା ଫଳ ବିକ୍ରି ହଉଥିବା ଦୋକାନମାନଙ୍କରେ ମିଳେ ।ଏହାକୁ ଇଂରାଜୀ ରେ ଏଭୋକେଡୋ କୁହନ୍ତି।
ଏହି ଭଳି ଖବର ପ୍ରତିଦିନ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ । ଏମିତି ଖବର ପ୍ରତିଦିନ ପଢିବା ପାଇଁ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କୁ ଅବଗତ କରାନ୍ତୁ ।