ସକାଳୁ ପିଅନ୍ତୁ ଏହିଁ ପାଣି ଗୋଟେ ସପ୍ତାହ ରେ ପେଟର ଚର୍ବି ମହମ ପରି ତରଳିଯିବ ।

ଆପଣ ମାନଙ୍କୁ ଆମର ପୋର୍ଟଲକୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆମେ ଆଜିି ଆପଣ ମାନଙ୍କୁ ୱେଟ ଲେସ୍ ୱାଟର୍ ବନେଇବା ର ରମେଡି ବିଷୟ ରେ ଆପଣ ମାନଙ୍କୁ ସଂମ୍ପର୍ଣ୍ଣ ଭାବେ ସୂଚନା ଦେବା ପାଇଁ ଚାହିଁବୁ ଜାହାକୁ ଆପଣ ମାନେ ପ୍ରୋୟଗ କରି ଆପଣ ମାନେ 7 କିଲୋ ଯାଏ ନିଜର ୱେଟ୍ ଖସେଇ ପାରିବେ । ତେବେ ଆସନ୍ତୁ ଜାଣିବା କେମିତି ବନେଇବେ । ପ୍ରଥମେ ଆପଣ ମାନଙ୍କୁ ଗୋଟିଏ ପାତ୍ର ରେ 1 ଲିଟର ପାଣି ନେବାକୁ ପଡିବ । ଏଥି ପାଇଁ ଏକ ଲିଟର କାରଣ ଦିନ ରେ ତିନି ଥର ସେବନ କରିବା ପାଇଁ ପଡିବ । ଏହା ପରେ ଆପଣ ମାନେ ସେହି ଥିରେ ତେଜ ପତ୍ର ମିଶାନ୍ତୁ । ସାଧାରଣ ଭାବେ ତେଜପତ୍ର ଖାଇବାରେ ବ୍ୟବହାର କରନ୍ତି ହେଲେ ଏହା ୱେଟ୍ ଲୁଜ୍ କରିବା ରେ ଏବଂ ସ୍କିନ୍ ହିଲ୍ କରିବାରେ ବହୁତ ସାହାଯ୍ୟ କରେ ।tajapatra

ଏହା ପରେ ଆପଣ ମାନଙ୍କୁ 50 ଗ୍ରାମ୍ ର ଡାଳଚୀନି ନେବାକୁ ପଡିବ । ଆପଣ ମାନେ ପାଖା ପାଖି ଏତିକି କ୍ୱାଣ୍ଟିଟି ର ଡାଳଚୀନି ନେବେ । ପରେ ଆପଣ ମାନଙ୍କୁ ଦୁଇଟି ଅଳେଇଚ ଜରୁରୀ । ଏହା ମେଟାବଲିଜମ୍ କୁ ହାଇ କରେ । ନିଜର ଥକା ପଣ କୁ ଦୂର କରେ । ସେହି ପରି ଆପଣ ମାନେ ସେହି ଥିରେ ଗୋଟିଏ ଚାମଚ ପରେ ଜୀରା ଦାନା ପକେଇବେ । ଏହା ଆମର ପଟେ ସଫା ରଖିବା ସହିତ ଟକ୍ସିନ୍ କୁ ବାହାର କରେ । ଏବେ ଏହି ପାଣି କୁ 15 ମିନିଟ୍ ଯାଏ ଫୁଟାନ୍ତୁ ।dalchin

ଏବଂ ପରେ ଭଲ ଭାବେ ଫୁଟି ଗଲା ପରେ ଆପଣ ମାନେ ସେହି ପାଣି କୁ ଛାଣି ତିନି ଭାଗ ରେ ବିଭକ୍ତ କରନ୍ତୁ ଯେମିତି ଦିନ ରେ ଆପଣ ମାନେ ତିନି ଥର ପିଇ ପାରିବେ । ତେବେ ଆପଣ ମାନେ ଏହାର ସେବନ ବେଳେ ଆରମ୍ଭ କରନ୍ତୁ ଆପଣ ମାନଙ୍କୁ ନିଶ୍ଚିତ ଭାବେ କିଛି ଦିନ ରେ ହିଁ ରେଜଲ୍ଟ ମିଳି ଯିବ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *