ମହିଳା ମାନଙ୍କର ଏହି ଜିନିଷ ଦେଖନ୍ତୁ ନାହିଁ ( ଅକାଳ ମୃତ୍ୟୁ ହେବ )

women

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜି ଆମେ ଜାଣିବା ମହିଳା ମାନଙ୍କର କେଉଁ ସବୁ ଜିମିଷ ଦେଖିବା ଦ୍ୱାରା ପୁରୁଷ ମାନଙ୍କର ହୋଇଥାଏ ଅକାଳ ମୃତ୍ୟୁ । ବନ୍ଧୁଗଣ ଆଚାର୍ଯ୍ୟ ଚାଣକ୍ୟ ଙ୍କୁ ଭାରତ ଇତିହାସରେ ବହୁତ ବଡ ବିଦ୍ୱାନ ବ୍ୟକ୍ତି ବୋଲି ମାନା ଯାଇଅଛି । ଚାଣକ୍ୟ ନିତି ଅନୁସାରେ ମାନା ଯାଇଛିକି ଯେଉ ପୁରୁଷ ମହିଳା ମାନଙ୍କର ଏହିଁ ଜିନିଷକୁ ଦେଖେ ତ ତାହାର ଅକାଳ ମୃତ୍ୟୁ ହୋଇଥାଏ । ଶାସ୍ତ୍ର ଅନୁସୀରେ ଏପରି ବ୍ୟକ୍ତିଙ୍କୁ ପୃତିବୀରେ ମୁହା ପାପି ବୋଲି ମାନା ଯାଇଥାଏ । ବନ୍ଧୁଗଣ ଆସନ୍ତୁ ଜାଣିବା ମହିଳା ମାନଙ୍କର ଏମିତି କେଉଁ ଜିନିଷ ଦେଖିବା ଦ୍ୱାରା ହୋଇଥାଏ ପୁରୁଷ ମାନଙ୍କର ଅକାଳ ମୃତ୍ୟୁ ।women

ନମ୍ବର 1 ଶାସ୍ତ୍ର ଅନୁସାରେ ଯେଉ ପୁରୁଷ ଗୋଟେ ମାଁ ତା ଛୁଆକୁ ସ୍ଥନିଅ ପାନ କରୁଥିବାର ଦୃଷ୍ୟ ଦେଖିଥାଏ ଏବଂ ମନରେ କିଛି ଖରାପ ଭାବନା ଆଣିଥାଏ ତ ସେ ବ୍ୟକ୍ତିଙ୍କୁ ଦୁନିଆର ସବୁଠୁ ବଡ ମୋହା ପାପି ବୋଲି ମାନା ଯାଇଥାଏ । ଆଚାର୍ଯ୍ୟ ଚାଣକ୍ୟ କହିବା ଅନୁସାରେ ଯେଉ ପୁରୁଷ ମହିଳା ମାନଙ୍କୁ ଖରାପ ଦୃଷ୍ଟିରେ ଦେଖେ ଏବଂ ତାଙ୍କ ପ୍ରତି ଖରାପ ଭାବନା ଆଣିଥାଏ ତ ସେ ପୁରୁଷ ନିଜର ମୃତ୍ୟୁକୁ ଆମନ୍ତଣ କରିଥାଏ ।bath

ନମ୍ବର 2 ଶାସ୍ତ୍ର ଅନୁସାରେ ମାନା ଯାଏକି ଯେ କୋଣସି ପୁରୁଷ ଯଦି ଗୋଟିଏ ମହିଳା ଗାଧଉ ଥିବା ସମୟରେ ଲୁଚି ଲୁଚି ଦେଖେ ତ ସେ ପୁରୁଷ ମୋହା ପାପର ଭାଗୀଦାରି ହୋଇଥାଏ । କାରଣ ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି କି ମହିଳା ମାନେ ଗାଦଉଥିବା ସମୟରେ କୋଣସିବି ପୁରୁଷ ଦେଖିବା ଉଚିତ୍ ହୋଇନଥାଏ । କାରଣ ଏପରି କରିବା ଦ୍ୱାରା ସେ ପୁରୁଷ ଦୁନିଆର ସବୁଠୁ ବଡ ପାପର ଭାଗୀଦାର ହୋଇଥାଏ । ଶାସ୍ତ୍ର ଅନୁସାରେ ଏପରି ପାପ କରୁଥିବା ବ୍ୟକ୍ତିଙ୍କୁ କେବେବି ପୂଣ୍ଣର ଜନ୍ମ ମନୁଷ୍ୟ ଜନ୍ମ ମିଳି ନଥାଏ । ସେଥି ପାଇଁ ଏହି ପାପରୁ ବଞ୍ଚିବାକୁ ଚାହୁଛନ୍ତି ତେବେ ଏପରି ଭୁଲ କରନ୍ତୁ ନାହିଁ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *