ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ପସନ୍ଦ କରନ୍ତୁ ଏବଂ ବାଛନ୍ତୁ ନିଜର ଜନ୍ମ ବାର ଏବଂ ଜଣାନ୍ତୁ ନିଜର ଭବିଷ୍ୟତ । କେଉଁ ବାରରେ ଜନ୍ମ ହେଲେ ଆପଣଙ୍କର କେଉଁ ଲକ୍ଷଣ ଥାଏ ଅପଣଙ୍କର ବିଶ୍ଵାସ ହେଉନଥାଏ ପାରେ ଏମିତି ବି ଅଛି କିନ୍ତୁ ଏହା ସତ୍ୟ ଅଟେ । ଜନ୍ମ ବାର ଆମ ବ୍ୟକ୍ତତ୍ୱ ଉପରେ ବହୁତ୍ ପ୍ରଭାବ ପକେଇଥାଏ ତେବେ କଣ ଆପଣ ଜାଣିଛନ୍ତି ଅପଣଙ୍କ ସଭାବ ଆଜି ଯାହାବି ଅଛି ତାହା ଜନ୍ମ ବାର ଉପରେ ନିର୍ଭର କରେ ତେବେ ଚାଲନ୍ତୁ ଜାଣିବା ଆପଣ ଯଦି ରବି ବାର ଦିନ ଜନ୍ମ ଗ୍ରହଣ କରିଛନ୍ତି ତେବେ ଆପଣ ପୁରୁଷ ତେବେ ଆପଣ ତେଜବନ୍ତ ,ବିଚକ୍ଷଣ ,ଚତୁର ବନ୍ତ , ଧର୍ମିକ ଯୋଉ କର୍ଯ୍ୟରେ ଲାଗିଥାନ୍ତି ସେ କାର୍ଯ୍ୟ ସମ୍ପୂର୍ଣ ନ ହେବା ପର୍ଯ୍ୟନ୍ତ ତାକୁ ଛାଡ଼ନ୍ତି ନାହିଁ । ଏହି ପୁରୁଷ ମନେ ରାଜ ଶିଖ ଗୁଣରେ ପ୍ରବୀଣ ଅଟନ୍ତି ଏହି ବକ୍ତି ମନେ ସତ କହିବାକୁ କେବେ ପଛାଆନ୍ତି ନାହିଁ । ସ୍ତ୍ରୀ ମନେ ଅସ୍ଥିର ମନା ଏବଂ ବିଚକ୍ଷଣ ଅଟନ୍ତି ।
ଦିତୀୟ ହେଲା ସୋମ ବାର ଯୋଉ ବ୍ୟକ୍ତି ସୋମ ଦିନ ଜନ୍ମ ଗ୍ରହଣ କରିଛନ୍ତି ସେହି ପିରୁଷ ଧର୍ଯ୍ୟ ବନ୍ତ ବହୁ ଗୁଣ ବିଶିଷ୍ଟ ଵିଚାର ଶୀଳ ନ୍ୟାୟ ବନ୍ତ ବହୁ ମୁଖୀ ପ୍ରତିଭା ର ଅଧିକାରୀ ଚନ୍ଦ୍ର ତୁଲ୍ୟ ସୋନ୍ଦର୍ଯ୍ୟ କାହାରି ପ୍ରତି ଅନିଷ୍ଟ ଚିନ୍ତା କରନ୍ତି ନାହିଁ । ଯଉଁ ବ୍ୟକ୍ତି ମଙ୍ଗଳ ବାର କୁ ଚୟନ କରିଛନ୍ତି ସେହି ପୁରୁଷ ଅସ୍ଥିରତା ଯଗୁଁ ସବୁ କାମ ଅଧା କରିଥାନ୍ତି କିନ୍ତୁ ବିଳମ୍ବ ହେଲେ ମଧ୍ୟ କାର୍ଯ୍ୟ ପୁରଣ ହୋଇ ଶତୃବାଦି ଅତ୍ୟନ୍ତ ଜିଦ ଖୋର କୁ ବିଶ୍ୱାସ କରନ୍ତି । ବୁଧ ବାର ବୁଧ ବାରଟି ବିଷ୍ଣୁ ଙ୍କ ବାର ଅଟେ ଯେଉଁ ବ୍ୟକ୍ତି ବୁଧ ବାର ର ଜନ୍ମ କରିଛନ୍ତି ସେମାନେ ଅତ୍ୟନ୍ତ ବୁଦ୍ଧି ବନ୍ତ କୌଶଳୀ କମ୍ପୁଟର ଭଳି ଏମାନଙ୍କର ମସ୍ତିକ କାମ କରେ । ଏହି ଦିବସରେ ଜତଃହ ସ୍ତ୍ରୀ ମନେ ଧନ ବନ୍ତି ହୋଇଥାନ୍ତି । ଗୁରୁ ବାର ଗୁରୁ ବାର ରେ ଜନ୍ମ ହୋଇଥିବା ବ୍ୟକ୍ତି ମାନେ ସବୁ ଆଡେ ବହୁ ସମ୍ମାନ ପାଇଥାଆନ୍ତି ରାଜା ସମ୍ମାନ ଯଥା ପ୍ରଶଂସା ଭାଜନ ହୋଇଥାନ୍ତି ସତ କାର୍ଯ୍ୟରେ ପ୍ରବୀଣ ଅଟନ୍ତି । ଗଭୀର ଶାନ୍ତ ଶୀଳ ଏବଂ ଧାର୍ମିକ ହୋଇଥାନ୍ତି ।
ଶୁକ୍ର ବାର ରେ ଜନ୍ମ ହୋଇଥିବା ପୁରୁଷ ଯଥା ଶୁକ୍ରାଚର୍ଯ୍ୟ ପରି ହୋଇଥାନ୍ତି କଳା ବିଦ୍ୟାରେ ଅତ୍ୟନ୍ତ ପ୍ରେମୀ ଅଟନ୍ତୁ ଅତ୍ୟନ୍ତ ଚତୁର ବନ୍ତି ବହୁ ମୁଖୀ ଅଟନ୍ତି । ଏହି ଦିବସରେ ଜାତ ସ୍ତ୍ରୀ ଲୋକ ବୁଦ୍ଧି ବିଦ୍ୟାରେ ବିଚକ୍ଷଣ ଅଟନ୍ତି । ଶନିବାର ରେ ଜନ୍ମ ହୋଇଥିବା ବ୍ୟକ୍ତି ଅସ୍ଥିର କାମ ଅଭିଲାସୀ ଶତ୍ରୁ ବାଦୀ ଏବଂ ନିଜ ବୁଦ୍ଧି ରେ ପରିଚାଳିତ ହୁଅନ୍ତି ସେ ବ୍ୟକ୍ତି ମାନେ ସର୍ବଦା ବିଚକ୍ଷଣ ରୁହନ୍ତି । ଏହି ଦିନରେ ଜାତ ସ୍ତ୍ରୀ ଲୋକ ଅତ୍ୟନ୍ତ ଜିଦ ଖୋର ହୋଇଥାନ୍ତି । ଉଦାହରଣ ସ୍ୱରୂପ ଶନି ଚର ଏହି ଦିନରେ ଜନ୍ମ ଗ୍ରହଣ। କରିଥିଲେ ଏକଦା ଶନି ତାଙ୍କ ଗୁରୁ ବୃହଷ୍ପତିଙ୍କୁ ମୂର୍ତ୍ତୃ ଦାଣ୍ଡରେ ଦଣ୍ଡିତ କରିଲେ ଶନି କହିଲେ ମୁଁ ଯଉଁ କ୍ଷମତାରେ ଅଛି ଗୁରୁ ବ୍ରାହ୍ମଣ ହେଉ ପଛେ ମୁଁ ଛାଡ଼ିବି ନାହିଁ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।