ଗାଈ କ୍ଷୀର ଛଟ ପିଲା କୁ ଦେଉଥିଲେ ହୋଇଯାନ୍ତୁ ସାବଧାନ !! ଆସିପାରେ ବଡ଼ ସଙ୍କଟ !!

milk

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁ ଗଣ ଏକ ବର୍ଷ ରୁ କମ୍ ବୟସ ର ଶିଶୁ ପାଇଁ ଗାଈ କ୍ଷୀର ହୋଇ ପାରେ ହାନୀ କାରକ । ଏହାର କାରଣ କମ ସେହି ବିଷୟ ରେ ଜାଣିବା । ଗାଈ କ୍ଷୀର ରେ ସବୁ ଉପାଦନ ଭରି ରହି ଥାଏ । ଏହା ଶରୀର ପାଇଁ ଖୁବ୍ ଉପଯୋଗୀ ସାବ୍ୟସ୍ତ ହୋଇ ଥାଏ । ଏହି ଦିନ ରେ ହୋଇ ଥିବା ରିସର୍ଚ୍ଚ ରୁ ଜଣା ପଡିଛି କି ଗାଈ କ୍ଷୀର ଏକ ବର୍ଷ କମ୍ ବୟସ ର ପିଲା ମାନଙ୍କ ପାଇଁ କ୍ଷେତି କାରକ ହୋଇ ଥାଏ । କାରଣ ଏହା ଶିଶୁ ଙ୍କ ଠାରେ ଏଲର୍ଜି ସମସ୍ୟା ସୃଷ୍ଟି କରେ । ସେହି ପରି ଏହା ଶ୍ୱାସ ଏବଂ ହଜମ ପକ୍ରିଆ ରେ ସମସ୍ୟା ଦେଖେଇ ଥାଏ । କ୍ଷୀର ରେ ରହି ଥିବା ପ୍ରଟିନ୍ କୁ ଶିଶୁ ହଜମ କରି ପାରେ ନାହିଁ ବୋଲି ଏମିତି ହୋଇ ଥାଏ । ଜନ୍ମ ରୁ ମାଆ କ୍ଷୀର ଖାଇ ନ ଥିବା ପିଲା କୁ ପୋଶଣ ଭାବି ଆପଣ ମାନେ ଘାଈ କ୍ଷୀର ର ସେବନ କରିବା ପାଇଁ ଦିଅନ୍ତି । ତେବେ ଶୈସବ ରେ ସବୁ ବେଳେ ଲୈହ ସାର ଅଭାବ ଫଳ ରେ ରକ୍ତ ହୀନତା ର ସମ୍ଭାବନା ଦେଖା ଦିଏ ।cow

ପ୍ରାଚୀନ କାଳ ରୁ ଏହି ଗାଈ କ୍ଷୀର ଆମ ସହିତ ଯୋଡି ହୋଇ ଥିଲେ ବି ଏହା ଏକ ବର୍ଷ ରୁ କମ୍ ବୟସର ପିଲା ମାନଙ୍କୁ ଦେଖା ସଠିକ୍ ନୁହେଁ । ଏମିତି କରିଲେ ସେମାନଙ୍କ କଫ ଏବଂ କିଡ୍ନି ଉପରେ ବି ଚାପ ପକେଇବାର ସମ୍ଭାବନା ରହି ଥାଏ । ଏହି ବିଷୟ ରେ ଡାନଲ୍ଡ ଇଣ୍ଡିଆ ନ୍ୟୁଟ୍ରିସିୟନ୍ ଏବଂ ସାଇନ୍ସ ମୋନ୍ଦନ ଜୋସୀ କହିଛନ୍ତି । ହେଲେ ଏହି ସବୁ କୁ ବଡ ପିଲା ମାନେ ଆରାମ୍ ର ସହିତ ଗ୍ରହଣ କରି ପାରିବେ । ହେଲେ ଏକ ବର୍ଷ ରୁ କମ୍ ପିଲା ମାନଙ୍କ ପାଇଁ ଏମିନୋ ଏସିଡ୍ ଯୁକ୍ତ ଡବା ଖାଦ୍ୟ ଦେବା ଆବଶ୍ୟକ ଅଟେ ।milk

ହେଲେ ଭାରତ ରେ ବହୁତ ସମୟ ରେ ବିଷେଶ କରି ସଚେତନ ର ଅଭାବ ରହି ଥାଏ । କାରଣ ବହୁତ ଲୋକ ମାନେ ଅଧିକାଶଂଂ ସମୟ ରେ ନିଜର ଏକ ବର୍ଷ ରୁ କମ୍ ବୟସ ର ପିଲା ମାନଙ୍କୁ ଏମିତି ଭାବେ ଗାଈ କ୍ଷୀର ସେବନ କରିବା ପାଇଁ ଦେଇ ଥାନ୍ତି । ତେବେ ଏହା ଦେବା କେବେ ବି ପିଲା ମାନଙ୍କ ପାଇଁ ସଠିକ୍ ସାବ୍ୟସ୍ତ ହୋଇ ନ ଥାଏ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *