ମାତ୍ର 5 ମିନିଟ୍ ଏହାକୁ ଲଗାନ୍ତୁ ପୁରୁଣା ରୁ ପୁରୁଣା ବ୍ରଣ କଳା ଦାଗ ଦୁର ହୋଇ ମୁହଁ ଏତେ ଚମକିବ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।

fase

ଆପଣ ମାନଙ୍କୁ ଆମର ପୋର୍ଟଲକୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ କାହାର ସ୍କିନ୍ ଗୋରା ହେଉ ବା କଳା ହେଉ ସେମାନଙ୍କ ଚେହେରା ସ୍ପଟ୍ ଲେସ୍ ଥିବ ତେବେ ଗ୍ଲୋ କରୁ ଥିବ ତେବେ ସେମାନେ ଙ୍କ ଫେସ୍ ବହୁତ ସୁନ୍ଦ ଲାଗେ । ବହୁତ ଲୋକ ମାନେ ନିଜର ଏହି ଅସୁବିଧା ରୁ ଦୂର ହେବା ପାଇଁ ମାର୍କେଟ୍ ର ବହୁତ କ୍ରିମ୍ ବ୍ୟବହାର କରନ୍ତି । କିଛି ସମୟ ପାଇଁ ତ ଭଲ ଲାଗେ ହେଲେ ଏହା ପରେ ସେହି ସମସ୍ୟା ଯାଏ ନାହିଁ ବରଂ ଆପଣ ମାନଙ୍କ ସ୍କିନ୍ କୁ ଡମେଜ୍ କରି ଦେଇ ଥାଏ। ସେମିତି ରେ ଆମେ ଆଜି ଆପଣ ମାନଙ୍କୁ କିଛି ଘୋରଇ ଉପଚାର ବିଷୟ କହିବୁ ଜାହାକୁ ନେଇ ଆମେ ପ୍ରସ୍ତୁତ କରି ଥିବା ଏହି ରମେଡି କୁ ଆପଣ ମାନେ ବ୍ୟବହାର କରି ଆପଣ ମାନେ ପର୍ମାନେଟ ଭାବେ ନିଜର ଦାଗ ବ୍ରଣ ଏବଂ ମୁହଁ ର ସ୍ପର୍ଟ କୁ ରି ମୁଭ୍ କରି ପାରିବେ ।turmeric

ଏହା ଆପଣ ମାନଙ୍କ ମୁହଁ ପାଇଁ ସେଫ୍ ଅଟେ । ତେବେ ଆସନ୍ତୁ ଜାଣି ନେବା ସେହି ରମେଡି ବିଷୟ ରେ । ଏହା ପାଇଁ ଆମକୁ ପ୍ରଥମେ ଜରୁରୀ ହଳଦୀ ଏହା ମଧ୍ୟରେ ଏଣ୍ଟି ବେକଟେରିଆଲ ଏବଂ ଏଣ୍ଟିବାୟୋଟିକ୍ ଗୁଣ ଥାଏ । ଏହା ଆପଣ ମାନଙ୍କ ଚେହେରା ର ଓୟେଲ୍ ନେସ୍ କୁ ଦୂର କରେ । ଏହାକୁ ଗୋଟିଏ ଚାମଚ ନିଅନ୍ତୁ । ଏବେ ଆପଣ ମାନେ ଗୋଲାପ ଜଳ କୁ ଆଣନ୍ତୁ । ଏବଂ ପରେ ଆପଣ ମାନେ ପେଷ୍ଟେ ବନେଇବା ପାଇଁ ଯେତିକି ଗୋଲାପ ଜଳ ଜରୁରୀ ଅଟେ ତାହାକୁ ଦିଅନ୍ତୁ । ଏବଂ ସେଷ ରେ ଆପଣ ମାନଙ୍କୁ ଲେମ୍ବୁର ପ୍ରୋୟଗ କରିବା ପାଇଁ ପଡିବ ।rose water

ଏବେ ଆପଣ ମାନେ ଆଫ୍ ଲେମ୍ବୁ କୁ ନେଇ ହଳଦୀ ବୁଡେଇ କରିି ଆପଣ ମାନଙ୍କ ଫେସ୍ ରେ ଲଗେଇ ବେ । ଏମିତି କପିଲେ ଆପଣ ମାନଙ୍କ ମୁହଁ ରେ ରହି ଥିବା ସବୁ ପ୍ରକାରର ସମସ୍ୟା ରୁ ଆପଣ ମାନେ ମୁକ୍ତି ପାଇ ପାରିବେ । ହେଲେ ହଁ ଏହା କେବେ ବି ଗୋଟିଏ ଥର ରେ ଯିବ ନାହିଁ ଏହାକୁ ରେଗୁଲାର ବ୍ୟବହାର କରିବା ପାଇଁ ପଡିବ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *