ପୁଣିଥରେ ଅସୁଛି ବଙ୍ଗପସାଗରରୁ ଆଉ ଏକ ‘ଲଘୁଚାପ’ ତେବେ କେଉଁ କେଉଁ ଜିଲ୍ଲାରେ ପ୍ରବଳ ବର୍ଷା ହେବ ଦେଖନ୍ତୁ!

rian

ଆପଣ ମାନଙ୍କୁ ଆମର ପୋର୍ଟଲକୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ବଙ୍ଗୋପ ସାଗର ରେ ସୃଷ୍ଟି ହୋଇଛି ଆଉ ଏକ ଲଘୁଚାପ ଏହା ଫଳରେ ହେବାକୁ ଯାଉଛି ପ୍ରବଳ ରୁ ଅତି ପ୍ରବଳ ବର୍ଷା । ଉତ୍ତର ପଶ୍ଚିମ ଏବଂ ତତ୍ ସଲଗ୍ନ କେନ୍ଦ୍ର ଉପରେ ଏହି ଲଘୁଚାପ ରହିଛି । ଏବଂ ଏହା ଫଳ ରେ ବୋଙ୍ଗପ ସାଗର ର ଓଡ଼ିଶା ଏବଂ ଉତ୍ତର ଆନ୍ଦ୍ର ପ୍ରଦେଶ ର କିଛି ସ୍ଥାନ ରେ ଏହା ଫଳ ରେ ଆସନ୍ତା 3 ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ରୁ ଅତି ପ୍ରବଳ ବବର୍ଷା ହେବାର ସମ୍ଭାବନା ରହିଛି । ଏହା ସହିତ କିଛି କିଛି ସ୍ଥାନ ରେ ବଜ୍ରପାତ ର ସମ୍ଭାବନା ରହି ଥିବାର ଜଣା ପଡିଛି । 30 ତାରିଖ ରେ କେନ୍ଦ୍ରିୟ ବଙ୍ଗୋପସାଗର ରେ ସୃଷ୍ଟି ହୋଇ ଥିବା ଲଘୁଚାପ । ଏହାର ପ୍ରଭାବ ରେ ଓଡ଼ିଶା ରେ ବହୁତ ଜିଲ୍ଲା ମାନଙ୍କର ବର୍ଷାା ହେବା ସହିତ ବଜ୍ରପାତ ହେବାର ବହୁତ ସମ୍ଭାବନା ରହିଛି ।laghuchap

ତେବେ ଏହା ସେପ୍ଟେମ୍ବର 10 ଯାଏ ଏମିତି ସ୍ଥିତି ଲାଗି ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛନ୍ତି । ଏହି ବିଷୟ ରେ ଜୁନ 7 ରୁ ସେପ୍ଟେମ୍ବର 8 ତାରିଖ ସକାଳ ଯାଏ ମଲକାନା ଗିରି , କୋରାପୁଟ, ରାୟଗଡା, ଏବଂ କନ୍ଧମାଳ ଜିଲ୍ଲା କୁ ୟଲୋ ୱାର୍ଣ୍ଣିଂ ଜାରୀ ହୋଇଛି । ସେହି ପରି କୋରାପୁଟ ଜିଲ୍ଲା ରେ ସ୍ୱଳ୍ପ ରୁ ମଧ୍ୟମ ଧରଣ ର ବର୍ଷା ହୋଇ ପାରେ । ସେହି ପରି ଭାବେ ଜୁନ 8 ରୁ 9 ତାରିଖ ଯାଏ ବି କୋରାପୁଟ, ରାୟଗଡା, ଏବଂ କନ୍ଧମାଳ, ବାଲେଶ୍ୱର, ସୋନପୁର ଆଜି ସ୍ଥାନ କୁ ୱାର୍ଣ୍ଣିଂ ଜାରୀ ହୋଇଛି ।rian

ଏହି ସବୁ ଜିଲ୍ଲା ରେ ଝଡ ତଫାନ ହେବା ସହିତ ବଜ୍ରପାତ ହେବାର ବହୁତ ସମ୍ଭାବନା ରହିଛି । ସେହି ପରି ବେଳେ ଏହି ସମୟ ରେ ଘଣ୍ଟା ପ୍ରତି 40 ରୁ 50 କିଲୋମିଚର ରେ ପବନ ବି ବହିବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପକ୍ଷ୍ୟ ର ସୂଚନା ଦିଆ ଜାଇଛି । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *