ଆପଣ ମାନଙ୍କୁ ଆମର ପୋର୍ଟଲକୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ବଙ୍ଗୋପ ସାଗର ରେ ସୃଷ୍ଟି ହୋଇଛି ଆଉ ଏକ ଲଘୁଚାପ ଏହା ଫଳରେ ହେବାକୁ ଯାଉଛି ପ୍ରବଳ ରୁ ଅତି ପ୍ରବଳ ବର୍ଷା । ଉତ୍ତର ପଶ୍ଚିମ ଏବଂ ତତ୍ ସଲଗ୍ନ କେନ୍ଦ୍ର ଉପରେ ଏହି ଲଘୁଚାପ ରହିଛି । ଏବଂ ଏହା ଫଳ ରେ ବୋଙ୍ଗପ ସାଗର ର ଓଡ଼ିଶା ଏବଂ ଉତ୍ତର ଆନ୍ଦ୍ର ପ୍ରଦେଶ ର କିଛି ସ୍ଥାନ ରେ ଏହା ଫଳ ରେ ଆସନ୍ତା 3 ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ରୁ ଅତି ପ୍ରବଳ ବବର୍ଷା ହେବାର ସମ୍ଭାବନା ରହିଛି । ଏହା ସହିତ କିଛି କିଛି ସ୍ଥାନ ରେ ବଜ୍ରପାତ ର ସମ୍ଭାବନା ରହି ଥିବାର ଜଣା ପଡିଛି । 30 ତାରିଖ ରେ କେନ୍ଦ୍ରିୟ ବଙ୍ଗୋପସାଗର ରେ ସୃଷ୍ଟି ହୋଇ ଥିବା ଲଘୁଚାପ । ଏହାର ପ୍ରଭାବ ରେ ଓଡ଼ିଶା ରେ ବହୁତ ଜିଲ୍ଲା ମାନଙ୍କର ବର୍ଷାା ହେବା ସହିତ ବଜ୍ରପାତ ହେବାର ବହୁତ ସମ୍ଭାବନା ରହିଛି ।
ତେବେ ଏହା ସେପ୍ଟେମ୍ବର 10 ଯାଏ ଏମିତି ସ୍ଥିତି ଲାଗି ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛନ୍ତି । ଏହି ବିଷୟ ରେ ଜୁନ 7 ରୁ ସେପ୍ଟେମ୍ବର 8 ତାରିଖ ସକାଳ ଯାଏ ମଲକାନା ଗିରି , କୋରାପୁଟ, ରାୟଗଡା, ଏବଂ କନ୍ଧମାଳ ଜିଲ୍ଲା କୁ ୟଲୋ ୱାର୍ଣ୍ଣିଂ ଜାରୀ ହୋଇଛି । ସେହି ପରି କୋରାପୁଟ ଜିଲ୍ଲା ରେ ସ୍ୱଳ୍ପ ରୁ ମଧ୍ୟମ ଧରଣ ର ବର୍ଷା ହୋଇ ପାରେ । ସେହି ପରି ଭାବେ ଜୁନ 8 ରୁ 9 ତାରିଖ ଯାଏ ବି କୋରାପୁଟ, ରାୟଗଡା, ଏବଂ କନ୍ଧମାଳ, ବାଲେଶ୍ୱର, ସୋନପୁର ଆଜି ସ୍ଥାନ କୁ ୱାର୍ଣ୍ଣିଂ ଜାରୀ ହୋଇଛି ।
ଏହି ସବୁ ଜିଲ୍ଲା ରେ ଝଡ ତଫାନ ହେବା ସହିତ ବଜ୍ରପାତ ହେବାର ବହୁତ ସମ୍ଭାବନା ରହିଛି । ସେହି ପରି ବେଳେ ଏହି ସମୟ ରେ ଘଣ୍ଟା ପ୍ରତି 40 ରୁ 50 କିଲୋମିଚର ରେ ପବନ ବି ବହିବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପକ୍ଷ୍ୟ ର ସୂଚନା ଦିଆ ଜାଇଛି । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।