ପୁଣି ବର୍ଷା ଙ୍କ ବଡ଼ ଖୋଲାସା,ବାବୁଶାନ୍ ଓ ମୋର..

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ବର୍ଷା ପ୍ରିୟଦର୍ଶନୀ ଏବଂ ବାବୁସାନ ମାହାନ୍ତି ଏକାଠି ଗୋଟିଏ ଚଳଚିତ୍ରରେ କାମ କରିବାରେ ନଜର ଆସୁନାହାନ୍ତି । ଏମିତିକି ବାବୁସାନ ମାହାନ୍ତି ଓଲିଉଡ ଇଣ୍ଡଷ୍ଟିରେ ସବୁ ନାମି ଦାମି ହିରୋଇନ ସହିତ କାମ କରି ସାରିଥିଲେ ମଧ୍ୟ କଣ ପାଇଁ ବାବୁସାନ ବର୍ଷାଙ୍କ ସହିତ କାମ କରି ନାହାନ୍ତି । ଏମିତିକି କଣ ପାଇଁ ବାବୁସାନ ଏବଂ ବର୍ଷାଙ୍କ ଯୋଡି ଆପଣ ମାନେ ସିନେ ପରଦା ଜରିଆରେ ଦେଖିବାକୁ ପଉନାହାନ୍ତି । ତେବେ ଜାଣି ରଖନ୍ତୁ ଏହାକୁ ନେଇ ବର୍ଷା ଗୋଟିଏ ବଡ ଖଲାସା କରିଛନ୍ତି । ଏବଂ କଣ ପାଇଁ ବାବୁସାନ ଏବଂ ବର୍ଷାଙ୍କ ନେଇ ଏକାଠି କାମ କରି ନାହାନ୍ତି ତାହାର ଉତ୍ତର ମଧ୍ୟ ରଖିଛନ୍ତି । ତେବେ କଣ ରହିଛି ବର୍ଷା ପ୍ରିୟଦର୍ଶନୀ ଏବଂ ବାବୁସାନ ମାହାନ୍ତି ଏକାଠି ଗୋଟିଏ ଚଳଚିତ୍ର ରେ କାମ ନକରିବାର କାରଣ । ତାହାଲେ ବନ୍ଧୁଗଣ ଜାଣିରଖନ୍ତୁ ବ୍ରତମାନ ସମୟରେ ବର୍ଷା ପ୍ରିୟଦର୍ଶନୀ ଏବଂ ଅନୁଭବ ମାହାନ୍ତିଙ୍କ ସମ୍ପର୍କରେ ତିପ୍ତଦା ସୃଷ୍ଟି ହୋଇଛି ।brash

ଯାହା ଫଳରେ ପରସ୍ ପରକୁ ଛାଡପତ୍ର ଭବିଶ୍ୱତରେ ଦେଇପାରନ୍ତି । ତେବେ ଏପଟେ ବର୍ଷା ମଧ୍ୟ ଆଜି ଗୋଟିଏ ବଡ ଖଲାସା କରିଛନ୍ତି । ସେ କହିଛନ୍ତି ଯେ ବର୍ଷା ଏବଂ ଅନୁଭବଙ୍କର ବିବାହ 2014 ମସିହାରେ ହୋଇଥିଲା । ଏବଂ ପରସ୍ ପର ପରସ୍ ପରକୁ ଭଲ ପାଉଥିଲେ କିନ୍ତୁ ବିବାହ ପରେ ଅନୁଭବ ବର୍ଷାଙ୍କୁ କୋଣସିବି ଅନ୍ୟ ହିରୋଙ୍କ ସହିତ କାମ କରିବାକୁ ଅନୁମତି ଦେଉ ନାହାନ୍ତି । ଯାହାଫଳରେ ବର୍ଷା ପ୍ରିୟଦର୍ଶନୀ ଅନୁଭବ ମାହାନ୍ତିଙ୍କ ଛଡା ଅନ୍ୟ କୋଣସି ହିରୋ ମାନଙ୍କ ସହିତ ଏକାଠି କାମ କରିବାରେ ସୁଜଗ ପାଉନାହାନ୍ତି । ଏପଚେ ବର୍ଷା ମଧ୍ୟ କହିଛନ୍ତି ଯେ ତାଙ୍କର ବହୁତ ମାତ୍ରାରେ ଇଚ୍ଛା ରହିଛି ଯେ ସେ ଅନ୍ୟ ହିରୋ ମାନଙ୍କ ସହ ଏକାଠି ସମସ୍ତଙ୍କ ପରି କାମ କରିବେ । ତେବେ ବନ୍ଧୁଗଣ ଯାହା ଏବେ ସୂଚନା ରହିଛି ପୃବରୁ ବର୍ଷା ଏବଂ ବାବୁସାନ ମାହାନ୍ତି ଏକାଠି ଗୋଟିଏ ଚଳଚିତ୍ରରେ ଏକାଠି କାମ କରିବେ ବୋଲି ନିର୍ଧାରିତ କରାଯାଇ ଥିଲା । ଏବଂ ପରସ୍ ପର ମଧ୍ୟ ସାଇନ୍ କରି ସାରିଥିଲେ ।babushan

ହେଲେ ପରର୍ବତି ସମୟରେ ଅନୁଭବ ମାହାନ୍ତି ତାଙ୍କୁ ଅନୁମତି ଦେଇନଥିଲେ ଯାହାଫଳରେ ବର୍ଷା ଏବଂ ବାବୁସାନ ଏକାଠି ଚଳଚିତ୍ରରେ କାମ କରିବାକୁ ସୁଜଗ ପାଇ ନଥିଲେ । ଯାହାର ଫଳ ସରୁପ ଆପଣ ମାନେ ଆଜି ପର୍ଯ୍ୟନ୍ତ ବର୍ଷା ଏବଂ ବାବୁସାନଙ୍କ ଯୋଡି ଏକାଠି ଗୋଟିଏ ଚଳଚିତ୍ର ମାଧ୍ୟମରେ କେବେବି ଦେଖିବାକୁ ପାଇ ନାହାନ୍ତି । ତାହାଲେ ଆପଣ ମାନେ ବର୍ଷା ଏବଂ ବାବୁସାନ ଯୋଡିକୁ ଏକାଠି ଗୋଟିଏ ଚଳଚିତ୍ରରେ ଦେଖିବାକୁ ପସନ୍ଦ କରିବେ କି ନାହିଁ ନିଶ୍ଚିନ୍ତ ଆମକୁ କମଣ୍ଟ୍ କରାଇକି ଜଣେଇବେ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *