ଏହି ସବୁ ଜିଲ୍ଲାକୁ ଆସୁଛି ସାଙ୍ଘାତିକ ବାତ୍ୟା ବିପତ୍ତି ଜଲଦୀ ଦେଖନ୍ତୁ ।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ପ୍ରବଳ ବର୍ଷା ଧରି ଓଡିଶା ଆସୁଛି ସାମୁଦ୍ରିକ ଝଡ ନୋଉଲୁ । ପ୍ରଥମେ ଲଘୁଚାପ ଧରି ଫିଲିପାଇନସରେ ସୃଷ୍ଟି ହୋଇଥିଲା ଫିଲିପାଇନସରେ ଓ୍ୱେଲ ମାର୍କଡ ଲୋ ପ୍ରେସର ହୋଇ ଅତିକ୍ରମ କରିବା ପରେ ଶକ୍ତିଶାଳୀ ହେଲା । ସାଉତ୍ ଚିନ୍ ସାଗରରେ ଝଡର ରୂପ ନେଲା ନୋଉଲୁ । ଏହା ଭେତ୍ ନାମର କେନ୍ଦ୍ରିୟ ତଟ ଡାନାନ୍ ନିଟରେ ଲ୍ୟଣ୍ଡଫଲ ହେଲା । ସ୍ଥଳ ଭଗ ଛୁଇଲା ବେଳକୁ ବାତ୍ୟା ପବନର ବେଗ 130 କି.ମି. ପ୍ରତି ଘଣ୍ଟା ରହିବ । 24 ଘଣ୍ଟାରେ ଭିଏତନାମ ଦେଇ ଥାଇଲାଣ୍ଡରେ ପ୍ରବେଶ କରିବ । ଏହା ପରେ ଦୃର୍ବଳ ହୋଇ ଲଘୁଚାପ କ୍ଷେତ୍ରରେ ପରିଣତି ହେବ ।storm

ନୋଉଲୁ ମିଆଁମାର ଦେଇ ବଙ୍ଗୋପସାଗରରେ ପ୍ରବେଶ କରିବ । ସ୍କାଇଲେଟ୍ ମୁତାବକ 20 ତାରିଖ ବେଳକୁ ଉତ୍ତର ପଶ୍ଚିମ ବଙ୍ଗୋପସାଗର ତଥା ଓଡିଶା ଉପକୂଳରେ ପୃବରୁ ହିଁ ରହିଥିବା ଘୃନିବଳ ସହ ନୋଉଲର ଅଂସ ବିଶେଷ ଆସି ମିଶିଯିବ । ସେ ସମୟରେ ଏକ ଡିପ୍ରେସନ ସୃଷ୍ଟି ହେବା ସମ୍ଭାବନା ରହିଛି । ଏହା ଫଳରେ ଓଡିଶା ପଶ୍ଚିମବଙ୍ଗ ଓ ଆନ୍ଧ୍ରପ୍ରଦେଶ , ଛତିଶଗଡ , ବିହାର , ଝାଡଖଣ୍ଡ ଓ ମଧ୍ୟପ୍ରଦେଶରେ ପର୍ଯ୍ୟାୟକ୍ରମେ ବର୍ଷା ସମ୍ଭାବନା ରହିଛି ।raining

ସେପ୍ଟେମ୍ବର 20 ରୁ 26 ଯାଏ ବର୍ଷା ଲାଗି ରହିବ । ଆରକିଉ ଉଏଦର ମତାବକ ସୋମବାର ମଙ୍ଗଳବାର ଓଡିଶା ଓ ପଶ୍ଚିମବଙ୍ଗରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ମଙ୍ଗଳବାର ରୁ ଗୁରୁବାର ମଧ୍ୟରେ ମଧ୍ୟପ୍ରଦେଶ ଓ ଉତ୍ତରପ୍ରଦେଶରେ ବର୍ଷା ଅନୁମାନ କରା ଯାଇଛି । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *