ଆମେ ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ଆଦିତ୍ୟ ଦାସ୍ ଙ୍କ ମୃତ୍ୟୁ ର ପ୍ରକୃତ ରହସ୍ୟ ଧରା ପଡିଲା ବର୍ତମାନ ସମୟ ରେ ଆଦିତ୍ୟ ଦାସ୍ ବଞ୍ଚିଛନ୍ତି ବୋଲି ସୋସିଆଲ ମିଡ଼ିଆ ରେ ବହୁତ ପରିମାଣ ରେ ଭାଇରଲ ହେବାରେ ଲାଗିଛି । ସେ ଟ୍ରେନ୍ ଲାଇନ୍ ରେ ମୃତ୍ୟୁ ବରଣ କରି ନ ଥିଲେ ସେ କୁଆଡେ ପଳେଇ ଜାଇ ଥିଲେ ଏବଂ ତାଙ୍କର ଫେରିବାର ଫୋଟ ଏବେ ସୋସିଆଲ ମିଡ଼ିଆ ରେ ବହୁତ ପରିମାଣ ରେ ଭାଇରଲ ହେବାରେ ଲାଗିଛି । ହେଲେ ଏହା କେତେ ଦୂର ସତ ଏବଂ କେତେ ଦୂର ମିଛ ଏହି ବିଷୟ ରେ ଆପଣ ମାନଙ୍କୁ ସଂମ୍ପର୍ଣ୍ଣ ଭାବେ ସୂଚନା ଦେବୁ , ଏବଂ ଆପଣ ମାନେ ଆଦିତ୍ୟ ଦାସ୍ ଙ୍କୁ ଭଲ ପାଉ ଥିଲେ ଏବଂ ଆପଣ ମାନଙ୍କ ହୃଦୟ ରେ ବି ବର୍ତମାନ ସମୟ ରେ ଆଦିତ୍ୟ ଦାସ୍ ରହିଛନ୍ତି ତେବେ ନିହାତି ଭାବେ ଆପଣ ମାନେ ପୋଷ୍ଟ କୁ ସେୟାର କରିବେ ।
ଦେଖିବା ପାଇଁ ଗଲେ ଦୁଇ ମାସ ହେଲା ଆଦିତ୍ୟ ଦାସ୍ ଙ୍କ ମୃତ୍ୟୁ ହୋଇଛି , ଏବଂ ଏହାକୁ ନେଇ ବହୁତ ତଥ୍ୟ ବାହାରି ଥିବା ବେଳେ ସଂମ୍ପର୍ଣ୍ଣ ଭାବେ ପ୍ରଷ୍ଟ ହୋଇଛି କି ସେ ଟ୍ରେନ୍ ଲାଇନ୍ ରେ ପଡି ମୃତ୍ୟୁ ବରଣ କରିଛନ୍ତି ,ହେଲେ ତାଙ୍କର ମୃତ୍ୟୁ ବିଷୟ ରେ ସଂମ୍ପର୍ଣ୍ଣ ତଥ୍ୟ ବା ସତ୍ୟାସତ ଜଣା ପଡି ନାହିଁ । ହେଲେ କେସ୍ ବର୍ତମାନ ସମୟ ରେ ହାଇକୋର୍ଟ ଯାଏ ଜାଇ ପହଁଚିଛି , ଏବଂ ସେହି ପରି କ୍ଷେତ୍ର ରେ ବର୍ତମାନ ସମୟ ରେ ସୋସିଆଲ ମିଡ଼ିଆ ରେ ଭାଇରଲ କରା ଜାଉଛି କି ଆଦିତ୍ୟ ଦାସ୍ ମରି ନାହାଁନ୍ତି ବରଂ ସେ ଟ୍ରେନ୍ କୁଆଡେ ଜାଇ ଥିଲେ ହେଲେ ବର୍ତମାନ ସମୟ ରେ ଫେରି ଥିବାର ଦେଖିବା ପାଇଁ ମିଳିଛନ୍ତି ।
ହେଲେ ଆପଣ ମାନଙ୍କୁ ସୂଚନା ଦେବୁ କି ଏହା ସଂମ୍ପର୍ଣ୍ଣ ବାବେ ମିଥ୍ୟା ଅଟେ କାରଣ ଜଣେ ବ୍ୟକ୍ତି ମରିବା ପରେ ଏହାକୁ କ୍ରାଇମ୍ ବ୍ଞ୍ଚ କେସ୍ କୁ ଧରି ଥିଲା ଏବଂ ଏହା ଉପରେ ବିଗତ ଦୁଇ ମାସ ଧରି ତନ୍ନା ଘନ୍ନା ହେବା ପରେ କିଛି ବି ଜଣା ପଡି ନାହିଁ ଏହା ସତ୍ୟ କି ଆଦିତ୍ୟ ଦାସ୍ ଙ୍କ ମୃତ୍ୟୁ ହୋଇଛି ହେଲେ ବର୍ତମାନ ସମୟ ରେ ସୋସିଆଲ ମିଡ଼ିଆ ରେ ଭାଇରଲ କରା ଜାଉଛି କି ଆଦିତ୍ୟ ଦାସ୍ ଫେରି ଆସିଛନ୍ତି ବୋଲି । ଏବଂ ଭାଇରଲ ବି କରିବାରେ ଲାଗିଛନ୍ତି , ତେବେ ଏହାକୁ ନେଇ ଆପଣ ମାନଙ୍କର କଣ ମତ ରହିଛି ଆପଣ ମାନେ କମେଣ୍ଟ କରିବେ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।