10 ସେପ୍ଟେମ୍ୱର 2020 ରାଶିଫଳ – କଣ ରହିଛି ଆପଣଙ୍କ ଭାଗ୍ୟରେ , କେମିତି କଟିବ ଦୀନ

rasi-phala

ମେଷ ରାଶି : କାମ କାର୍ଯ୍ୟ କରୁଥିବା ଜାତକର ଲୋକଙ୍କ ପାଇଁ ଲାଭଦାୟକ ଦିନ ଅଟେ , ଆପଣଙ୍କ ବ୍ୟକ୍ତିଗତ ଆମଦାନୀରେ ବୃଦ୍ଧି ହେବ , ପରିବର୍ତ୍ତନ କିଛି ବଡ କାର୍ଯ୍ୟ ଦେଖିବାକୁ ମିଳିବ , ନିଜ କ୍ୟାରିୟରରେ ଉଠିବାର ବହୁତ ପ୍ରୟାସ କରିଥିବେ ଯାହା ଦ୍ୱାରା ସେହି କାର୍ଯ୍ୟର ପ୍ରଶଂସା ମିଳିବ , ଏବେ ତାଙ୍କର ଫଳ ମିଳିବାର ସମୟ ଅଛି କର୍ମବ୍ୟସ୍ତ ଭରା ଦିନ ବୃଦ୍ଧି ହେବ , କ୍ରୋଧ ଉପରେ ଆସିକରି ବଡ କାର୍ଯ୍ୟ କରିବେ , ଲମ୍ବା ଯାତ୍ରା କରିବାରୁ ଦୁରେଇ ରୁହନ୍ତୁ , ନୁଆ ଯୋଜନା ସହ ବ୍ୟର୍ଥ ଖର୍ଚ୍ଚ ବି ଚିନ୍ତାର ବିଷୟ ହେବ ।

ବୃଷ ରାଶି : ପ୍ରମୋଶନ୍ ର ପୁରା ଆସାର ଅଛି , ଆପଣଙ୍କ ସାମାଜିକ ମାନ ସମ୍ମାନ ଓ ପ୍ରତିଷ୍ଠାରେ ବୃଦ୍ଧି ହେବ , ଆପଣଙ୍କ ନିଜ ଶଶୁରଘର ପକ୍ଷରୁ ଖରାପ ଖବର ମିଳିପାରେ , ଯାହାର କାରଣରୁ ଆପଣଙ୍କ ମନ ଦୁଃଖି ହୋଇପାରେ , ଆପଣ ବହୁତ ଲମ୍ବା ସମୟରୁ ବିଚାର କରି ହରାଇବେ , ଯଦି ଆପଣଙ୍କ ବୈବାହିକ ଜୀଅନ ଲମ୍ବା ସମୟରୁ ନାଖୁସ୍ ଅଛନ୍ତି ତେବେ ଏହି ଦିନ ନିଜ ଅବସ୍ଥା ଭଲ କରିବାର ଅନୁଭବ କରିବେ , ଆପଣଙ୍କ ଲୋକପ୍ରିୟତାରେ ବୃଦ୍ଧି ହେବ , ଦିନର ଦ୍ୱିତିୟ ଦିନ ଆର୍ଥିକ ହିସାବରେ ଫାଈଦା ହେବ ।

ମିଥୁନ ରାଶି : ଚାକିରି ପେଶା ଲୋକଙ୍କର ମନରେ ଚାକିରି ବଦଳାଇବାର ବିଚାର ଆସିପାରେ , ଆପଣଙ୍କ ପୁରା ଦିନ ମଉଜ ମସ୍ତିରେ ବ୍ୟତିତ ହେବ , ବେପାରରେ ମଜବୁତି ଆଣିବାପାଇଁ କିଛି ଗୁରୁତ୍ୱପୁର୍ଣ୍ଣ ପଦକ୍ଷେପ ଉଠାଇପାରନ୍ତି , କେଉଁ ସଂମ୍ପର୍କୀୟ ଆପଣଙ୍କୁ ଆର୍ଥିକ ସହାୟତା ଦେଇପାରନ୍ତି , ଆପଣ ନିଜ କାର୍ଯ୍ୟ କ୍ଷେତ୍ରରେ ସମସ୍ତଙ୍କ ସହ ଭଲରେ ପେଶ୍ ଆସିବେ , ନିଜ ସହକର୍ମୀଙ୍କର ସହଯୋଗ ଆପଣଙ୍କୁ ସମୟରେ ମିଳିବ । ମହିଳାମାନେ ଭୁଲ୍ ଧାରଣାର ଶିକାର ହୋଇପାରନ୍ତି ।

କର୍କଟ ରାଶି : ନିଜ ଜୀବନରେ ସକରାତ୍ମକତା ଆଣିବାପାଇଁ ଧ୍ୟାନର ସାହାରା ନିଅନ୍ତୁ , ଦିନଢଳିଲେ ସ୍ୱାସ୍ଥ୍ୟ ସଂବନ୍ଧି ଅସୁବିଧାର ସାମ୍ନା କରିବାକୁ ପଡିବ , ଛାତ୍ରଙ୍କର ପାଠ ପଢାରେ ଧ୍ୟାନ କେନ୍ଦ୍ରିତ କରିବେ , ଏହି ଦିନ ଆପଣଙ୍କ ପାଇଁ ଭଲ ରହିବ , ଘରର ବଡ ବୟସ୍କ ସୁଖ ପ୍ରାପ୍ତି ହେବ , ବାରମ୍ବାର କରାଯାଇଥିବା ପ୍ରୟାସରୁ ଆନନ୍ଦଦାୟକ ମିଳିବ , ଆପଣଙ୍କ ଭାଗ୍ୟ ଚମକିଉଠିବ ,

ସିଂହ ରାଶି : ଆଜି ପରିବାରରେ ଆନନ୍ଦର ବାତାବରଣ ସୃଷ୍ଟି ହେବ | ତୁମେ ତୁମର ନିର୍ଦ୍ଦିଷ୍ଟ କାର୍ଯ୍ୟ ବକ୍ତବ୍ୟ ସହିତ କରିବାକୁ ସମର୍ଥ ହେବ | ସ୍ୱାସ୍ଥ୍ୟ ଭଲ ହେବ | ମିଠା ଖାଦ୍ୟ ଖାଦ୍ୟରେ ମିଳିପାରିବ | ଆଜି ଆପଣଙ୍କ ଭିତରେ ନୂତନ ଶକ୍ତି ଯୋଗାଯୋଗ ହେବ | ଆଜି ତୁମେ ତୁମର ବୁଦ୍ଧି ଏବଂ ଦକ୍ଷତା ସହିତ ସବୁଠାରୁ ବଡ ସମସ୍ୟାର ସମାଧାନ କରିବ | ଆପଣ ଷ୍ଟକ୍ ମାର୍କେଟରୁ ଲାଭ କରିପାରିବେ | ବ୍ୟବସାୟ ମଧ୍ୟ ବୃଦ୍ଧି ପାଇବ | ନୂତନ ରାଜସ୍ୱ ଚ୍ୟାନେଲଗୁଡିକ ଦେଖାଯିବ | ସାଙ୍ଗମାନଙ୍କୁ ଭେଟିବେ ଏବଂ ଖର୍ଚ୍ଚ କରିବେ | ପର୍ଯ୍ୟଟନ ସ୍ଥାନ ପରିଭ୍ରମଣ ହେବ | ବିବାହ ହେଉଛି ଅଂଶୀଦାରମାନଙ୍କର ସମଷ୍ଟି |

କନ୍ୟା ରାଶି :ଆଜି, ତୁମର ଭାଷଣକୁ ରୋକିବା ଦ୍ୱାରା ବିତର୍କର ସମ୍ଭାବନା କମିଯିବ | ଆଜି ସମସ୍ତ ଅର୍ଥନୈତିକ କାର୍ଯ୍ୟ ମଧ୍ୟ ଖୁସିରେ କରାଯିବ | ରୋମାଣ୍ଟିକ ଜୀବନରେ ପରିବର୍ତ୍ତନ ସମ୍ଭବ | କାର୍ଯ୍ୟରେ ଏକ ବଡ଼ ଭୁଲ ହୋଇପାରେ | ପୁରୁଣା ସାଙ୍ଗମାନଙ୍କୁ ଭେଟି ପାରିବେ | ପର୍ଯ୍ୟଟନ କ୍ଷେତ୍ର ଆପଣଙ୍କୁ ଏକ ଭଲ କ୍ୟାରିୟର ଦେଇପାରେ | ତୁମର ଜୀବନସାଥୀ ତୁମକୁ ଭଲ ପାଇବାକୁ ଅନୁଭବ କରିବାକୁ, ତାଙ୍କୁ ସାହାଯ୍ୟ କରିବାକୁ ଚାହୁଁଛନ୍ତି | ଆପଣଙ୍କ କ୍ଷେତ୍ରରେ ଏକ ନୂତନ ପ୍ରତିଛବି ବିକାଶ ହେବ | ପିଲାମାନଙ୍କ କାର୍ଯ୍ୟରେ ଖର୍ଚ୍ଚ ସହିତ ସୁଖ ମଧ୍ୟ ରହିବ | କୋର୍ଟ-କୋର୍ଟ ମାମଲାରେ ସଫଳ ହେବେ | ବ୍ୟବସାୟରେ ତୁମର ଉଦ୍ୟମ ସହିତ ତୁମେ ଅନୁକୂଳ ସ୍ଥାନ ପାଇବ |

ତୁଳା ରାଶି : ଆଜି ଆପଣଙ୍କୁ ସତର୍କ ରହିବାକୁ ପଡିବ | ପ୍ରେମ ବିଷୟରେ ତୁମେ ଆଜି ଭୁଲ ବୁଝି ପାରିବ | କାର୍ଯ୍ୟ ସାମ୍ନାରେ ତୁମେ ସର୍ବାଧିକ ସ୍ନେହ ଏବଂ ସମର୍ଥନ ପାଇବ | ଆଜି ତୁମର ଶାରୀରିକ ଶକ୍ତି ଏବଂ ମାନସିକ ସୁଖ ବଜାୟ ରଖିବା ପାଇଁ ତୁମେ ଯନ୍ତ୍ରଣା ଅନୁଭବ କରିବ | ବନ୍ଧୁଗଣ, ସମ୍ପର୍କୀୟମାନେ ଉପକୃତ ହେବେ | ସେମାନଙ୍କଠାରୁ ଉପହାର ଏବଂ ଉପହାର ପାଇବା ମଜା ହେବ | ଏହା ବିଷୟରେ ଟିକେ ଚିନ୍ତିତ ହୋଇପାରନ୍ତି | ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ | ଦୈନିକ କାରବାର ସୁଖଦ ହେବ | ଆଜି ପରିବାରରେ ଶୁଭ ଜିନିଷ ହୋଇପାରେ | ଆଜି ମହିଳା ପାର୍ଶ୍ୱରେ ଏକ ଲାଭଦାୟକ ପରିସ୍ଥିତି ସୃଷ୍ଟି ହେବ।

ବିଛା ରାଶି : ଆଜି ଏକାଗ୍ରତା ଅଭାବରୁ ମାନସିକ ରୋଗ ବୃଦ୍ଧି ପାଇବ | ସ୍ୱାସ୍ଥ୍ୟ ବିଷୟରେ ସାବଧାନ ରୁହନ୍ତୁ | ଅଳସୁଆ ଏବଂ ଅଳସୁଆ ହେବ | ତଥାପି, ମାନସିକ ସୁଖ ରହିବ | ପାରିବାରିକ ଜୀବନ ଖୁସି ହେବ | ଏକାଠି ରହିବାର ଏବଂ ସୁସଜ୍ଜିତ ଖାଦ୍ୟର ମଧ୍ୟ ସମ୍ଭାବନା ଅଛି | ତଥାପି, ଆପଣଙ୍କର ଚିନ୍ତାଧାରା ଏବଂ ଚାର୍ଜକୁ ନିୟନ୍ତ୍ରଣରେ ରଖନ୍ତୁ | କିନ୍ତୁ ତୁମେ ଏସବୁକୁ ଅଣଦେଖା କରିବା ଉଚିତ ଏବଂ କେବଳ ତୁମର କାର୍ଯ୍ୟରେ ଧ୍ୟାନ ଦେବା ଉଚିତ୍ | ପାରିବାରିକ ସମର୍ଥନ ସହିତ ଏକ ପ୍ରଗତିଶୀଳ ସମୟ ଆସିବ | ତୁମେ ସୁଖ ପାଇବ | ପରିବାରରେ ଭଲ କାମ କରାଯାଇପାରିବ | ସମ୍ପତ୍ତି ସମ୍ବନ୍ଧୀୟ କାର୍ଯ୍ୟରେ ମଧ୍ୟ ପ୍ରଗତି ଆସିବ |

ଧନୁ ରାଶି : ଆପଣ ଆଜି ଅନ୍ୟ ମାନଙ୍କ ପାଇଁ ସାହାଯ୍ୟକାରୀ ପ୍ରମାଣିତ ହେବେ , ଲୋକେ ଏଥିପାଇଁ ବହୁତ ସମ୍ମାନ କରିବେ , ଆପଣଙ୍କ ଆତ୍ମବିଶ୍ୱାସ ବୃଦ୍ଧି ହେବ , ଆପଣଙ୍କ ଘରର ସଦସ୍ୟଙ୍କ ସହ ସୌହାଯ୍ୟପୂର୍ଣ୍ଣ ସଂବନ୍ଧ ରଖିବାର ଦରକାର ଅଛି, ବିଳମ୍ବତା କାମ କରିଲେ ସଂବନ୍ଧ ବିଗଡିପାରେ , ବିଜନେସ୍ ବଢାଇବାରେ ସେଥିରେ ପରିବର୍ତ୍ତନ ଆଣିବାରେ ମନ ହୋଇପାରେ , ସନ୍ତାନଙ୍କ ଠାରୁ କେଉଁ କଥାରେ ବିବାଦ ହୋଇପାରେ , ଜୀବନସାଥୀଙ୍କ ବ୍ୟବହାର ସାମଞ୍ଜସ୍ୟ ବନାଇକରି ରଖନ୍ତୁ ।

ମକର ରାଶି : ସଂମ୍ପର୍କୀୟଙ୍କ ଠାରୁ ଏକ ବଡ ଉପହାର ପ୍ରାପ୍ତି କରିବେ , ଆଘାତ କିମ୍ବା କେଉଁ ଛୋଟମୋଟ ଦୁର୍ଘଟଣା ହେବାର ଯୋଗ ଅଛି , ଆପଣଙ୍କ ବ୍ୟକ୍ତିଗତ ସଂବନ୍ଧ ବହୁତ ଶାନ୍ତ ରଖିବେ , ଏମିତି ଆପଣଙ୍କୁ ଜଟିଳତାରୁ ରକ୍ଷା କରିବ , କାର୍ଯ୍ୟ କରିବାର ମନରେ ବହୁତ ଉର୍ଜାର ସଂଞ୍ଚାର ହେବ , ଘର୍ ପରିବାରର ଦ୍ୱାରା ସମ୍ମାନ ପ୍ରାପ୍ତି କରିବେ , ମାତା ପିତାଙ୍କ ଆଶିର୍ବାଦ ଆପଣଙ୍କୁ ମଞ୍ଜିଲ୍ ଯାଏଁ ପହଞ୍ଚାଇବାରେ ସାହାଯ୍ୟ କରିପାରେ , ଗାୟତ୍ରୀ ମନ୍ତ୍ରର ଜପ କରନ୍ତୁ , ଆପଣଙ୍କ ପାଇଁ ଦିନଟି ଶୁଭରେ କଟିବ ।

କୁମ୍ଭ ରାଶି : ନୁଆ କାମରେ ଭଲ ଭାବେ ଯାଞ୍ଚ ପଡତାଲ କରିନିଅନ୍ତୁ , ନିବେଶ ଓ ସଂଞ୍ଚୟ ଯୋଜନା ହେବ , ପେଶାବର ସ୍ତରରେ ଆପଣଙ୍କ ଅହମିୟତ ପ୍ରମାଣିତ ହେବ , ବରାବରି ବୁଝାମଣା ଉପରେ ଆପଣଙ୍କୁ କିଛି ପ୍ରଶ୍ନ ଉଠିପାରେ , ବାଣୀରେ ନିୟନ୍ତ୍ରଣ ରଖନ୍ତୁ , ଚିଡଚିଡାପଣ ରୁ କାହାକୁ ଅପଶବ୍ଦ କହିପାରନ୍ତି , କେଉଁ ପାଖପାଖି ଲୋକଙ୍କୁ ଖୁସିର ସମୟ ବଞ୍ଚିବାର ମଉକା ଦେଇପାରନ୍ତି , ଆପଣଙ୍କୁ ମହତ୍ତ୍ୱପୁର୍ଣ୍ଣ କାମ କୁ ସମୟରେ ନିପଟାଇବାକୁ ସମର୍ଥ ହେବେ ।

ମୀନ ରାଶି : ଆଜି ଆପଣଙ୍କ କାର୍ଯ୍ୟ କୌଶଳ ବାହାରିକରି ଆସିବ , ଆପଣଙ୍କ ଜୀବନସାଥୀ ଙ୍କ ସ୍ୱସ୍ଥ୍ୟ ପ୍ରଭାବିତ ହୋଇପାରେ , ଆର୍ଥିକ ତଙ୍ଗୀ ଯୋଗୂଁ କିଛି ଗୁରୁତ୍ୱପୁର୍ଣ୍ଣ କାମ ମଧ୍ୟରେ ବାଧା ଆସିପାରେ । ନିଜ ପ୍ରେମୀ କିମ୍ବା ଜୀବନସାଥୀଙ୍କ ଚିନ୍ତାରୁ ବାହାର୍ କରିବାକୁ ହେବ , ଥଣ୍ତା କାଶ୍ ଯୋଗୁଁ ଚିନ୍ତାର କାରଣ ହୋଇପାରେ , ସବୁଦିନର ଜୀବନରେ କିଛି ନୁଆପଣ ଆସିପାରେ,  ଆପଣଙ୍କ ବିଚାର ସକରାତ୍ମକ ରହିବ , ଆପଣ ନିଜେ ନିଜ କାମକୁ ନେଇକରି ସନ୍ତୁଷ୍ଟି ରହିବେ ।

Leave a Reply

Your email address will not be published. Required fields are marked *