ମିଥୁନ ଙ୍କ ସମ୍ପତ୍ତି କେତେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ।

mithun chakrabority

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆମେ ଆଜି ଚର୍ଚ୍ଚା କରିବା ମିଥୁନ ଚକ୍ରବର୍ତ୍ତି ଙ୍କ ବିଷୟ ରେ ଯେମମିତି କି ତାଙ୍କ ଘର ଗାଡି ପରିବାର ଏହଂ ତାଙ୍କ ଜିବନ ର ବହୁତ କିଛି ଅଜଣା ତଥ୍ୟ ସହିତ ତାଙ୍କ ମୋର୍ଟ ସଂମ୍ପତୀ ବିଷୟ ରେ ଆମେ ଆଜି ଆପଣ ମାନଙ୍କୁ କହିବୁ । ତେବେ ବନ୍ଧୁଗଣ ମିଥୁନ ଚକ୍ରବର୍ତ୍ତି ଙ୍କ ଜନ୍ମ ପଶ୍ଚିମ ବଙ୍ଗଗ ର କଲିକତା ସହର ରେ ହୋଇ ଥିଲା । ଏବଂ ଛୋଟ ସମୟ ରୁ ହିଁ ତାଙ୍କର ଅଭିନୟ ଜଗତ ରେ ବହୁତ ରୁଚି ରହି ଥିଲା । ଏବଂ ସେ ବହୁତ ବଢିଆ ପାଠ ବି ପଢୁ ଥିଲେ । BSE ଡିଗ୍ରୀ ସେ ହାସଲ କରିଛନ୍ତି । ଏବଂସେ 26 ବର୍ଷ ବୟସ ରେ ବଲିଉଡ ଇଣ୍ଡଷ୍ଟ୍ରୀ ରେ ପାଦ ଦେଇ ଥିଲେ । ଏବଂ ତାଙ୍କର ପ୍ରଥମ ଫିଲ୍ମ ଥିଲା ମିଗାୟା . ଏବଂ ସେହିଥି ସେ ବେଷ୍ଟ ଅଭିନେତା ର ଆୱାର୍ଡ ମଧ୍ୟ ପାଇ ଥିଲେ । ଏବଂ ବନ୍ଧୁଗଣ ଆପଣ ମାନଙ୍କୁ ସୂଚନା ଦେବୁ କି ମିଥୁନ ଚକ୍ରବର୍ତ୍ତି ସଂମ୍ପର୍ଣ୍ଣ 8 ଟି ଭାଷା ର ଫିଲ୍ମ ପ୍ରସ୍ତୁତ କରି ଥାନ୍ତି । ସେହି ପରି ବନ୍ଧୁଗଣ ସେ ନିଜର ଜିବନ କାଳ ମଧ୍ୟ ରେ 350 ରୁ ଅଧିକ ଫିଲ୍ମ ପ୍ରସ୍ତୁତ କରି ସାରିଛନ୍ତି ।mithun

ଏବଂ ଅଭିନୟ ଜଗତ ରେ ସାରା ବଲିଉଡ ଇଣ୍ଡଷ୍ଟ୍ରୀ ତାଙ୍କୁ ସମ୍ମାନ କରେ । ଏବଂ ସେ ପଲିଟିସିଆନ ବି ରହିଛନ୍ତି ସେ ରାଜ୍ୟ ସଭା ର ଇଲେକ୍ସନ ଲଢି ଥିଲେ ଜିତି ଥିଲେ ମଧ୍ୟ । ସେହି ପରି ତାଙ୍କ ସ୍ତ୍ରୀ ଙ୍କ ନାମ ହେଲା ଜଗିତା ୱାଲିଫ୍ , ଏବଂ ତାଙ୍କର ଚାରୋଟି ସନ୍ତାନ ରହିଛନ୍ତି ତିନୋଟି ପୁଅ ଏବଂ ଗୋଟିଏ ଝିଅ । ସେହି ପରି ସେ ଅଭିନୟ ଜଗତ ରେ ହଜାର ହଜାର ପୁରୁସ୍କାର ପାଇଛନ୍ତି । ଏବେ ଆସନ୍ତୁ ତାଙ୍କର ସଂମ୍ପର୍ତୀ ବିଷୟ ରେ କଥା ହେବା ତେବେ ମିଥୁନ ଚକ୍ରବର୍ତ୍ତି ଙ୍କ କଲିକତା ରେ ଗୋଟିଏ ଘର ରହିଛି । ଏବଂ ସେ ମୁମ୍ବାଇ ରେ ରହି ଥାନ୍ତି ତାଙ୍କର ଗୋଟିଏ ବହୁତ ବଡ ଆଲିସାନ୍ ଘର ରହିଛି । ସେହି ପରି ଭାବେ ମିଥୁନ ଚକ୍ରବର୍ତି ଙ୍କର ବହୁତ ଗୁଡାଏ ଲଗ୍ଜୋରୀ କାର୍ ରହିଛି ଜାହା ଆପଣ ମାନେ ଦେଖି ପାରୁ ଥିବେ ।mithun chakrabority

ସେହି ପରି ସେ ଗୋଟିଏ ଫିଲ୍ମ ପାଇଁ 4 ରୁ 55 କୋଟଟି ନେଇ ଥାନ୍ତି । ସେହି ପରି ସେ ବହୁତ ଗୁଡାଏ ବ୍ରାଣ୍ଡ ର ପ୍ରୋମସନ କରି ଥାନ୍ତି । ଏବଂ ସେ ଗୋଟିଏ ବ୍ରାଣ୍ଡ ର ପ୍ରୋମସନ ପାଇଁ 2 କୋଟି ରୁ ଅଧିକ ଟଙ୍କା ନେଇ ଥାନ୍ତି । ସେହି ପରି ତାଙ୍କର ବହୁତ ଗୁଡିଏ ବିଜନେସ୍ ରହିଛି ମଧ୍ୟ ତାଙ୍କର ମୋର୍ଟ ସଂମ୍ପତୀ ପାଖା ପାଖି 260 କୋଟି ଟଙ୍କା ଅଟେ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *