ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଜଗନାଥ ମନ୍ଦୀର ଓଡିଶାର ପୁରୀ ଶହର ମଧ୍ୟ ଭାଗରେ ଅବସ୍ଥିତ । ଶ୍ରୀ ଜଗନାଥ ଶ୍ରୀ ବଳଭଦ୍ର ଦେବି ସୁଭଦ୍ରା ଓ ଶ୍ରୀ ସୁଦ୍ରସନଙ୍କ ପୁଜିତ ହେଉଥିବା ଏହା ଏକ ପରାତନ ଦେଉଳ ଅଟେ । ଆଜି ଆମେ ଆପଣଙ୍କୁ ଜଗନାଥ ମନ୍ଦୀର ବିସୟରେ ଏପରି କିଛି ରହସ୍ୟ ମୟ ବିସୟରେ କଥା କହିବୁ । ସେମିତି ରେ ଯଦି ଆମେ ପ୍ରଥମ ରହସ୍ୟ ବିଷୟ ରେ କହିବା । ତେବେ ଆପଣ ମାନଙ୍କୁ ସୂଚନା ଦେବୁ କି ।ବର୍ଷ ଥରେ ତିନି ଠାକୁର ବହୁତ ଗୁ଼ଡ଼ିଏ ଆଭୁଷଣ ରେ ସଜେଇ ହୁଅନ୍ତି କିନ୍ତୁ ।
ସେମିତି ବେଳେ ଏହି ଆଭୁଷଣ କେଉଁଠୁ ଆସେ ତାହା ମନ୍ଦିର ର ବଡ ପୂଜାରୀ ଛଢା ଆଉ କେହିବି ଜାଣନ୍ତି ନାହିଁ । ସେହି ପରି ଭାବେ ଆପଣ ମାନଙ୍କୁ ସୂଚନା ଦେବୁ କି । ଏହି ମନ୍ଦିର ର ଏତେ ବଡ ହୋଇ ଥିବା ମାତ୍ରେ ବି କେବେ ବି ଏହା ଛାଇ ଦେଖା ଯାଏ ନାହିଁ । ଏବଂ ମନ୍ଦିର ଉପରେ ଲାଗି ଥିବା ବାନା କେବେ ବି ପବନ ଦିଗ କୁ କରି ଉଡେ ନାହିଁ ସବୁ ବେଳେ ଏହି ପତିତପାବନ ପତକା ପବନ ର ବିପରିତ ଦିଗ ରେ ଉଡେ । ସେହି ପରି ବେଳେ ଜଗନ୍ନାଥ ମନ୍ଦିର କୁ ସବୁ ସମୟ ରେ ବୈକୁଣ୍ଠ ବୋଲି କୁହା ଯାଏ ।
ଏମିତି ବେଳେ ମନ୍ଦିର ରେ ସବୁ ସମୟ ରେ ତିନି ମୃତି କୁ ଡାହାଣ ପାଖରେ ବସା ଗଲେ ବି ଆମ ମାନଙ୍କୁ ସବୁ ବେଳେ ଲାଗେ କି ତାହା ମନ୍ଦିର ର ମଧ୍ୟମ ଭାଗ ରେ ହିଁ ବସିଛି । ବୋଲି । ତେବେ ଏହା ତ ଥିଲା ଜଗନ୍ନାଥ ମନ୍ଦିର ସହିଚ ଯୋଡା କିଛି ରହସ୍ୟ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।