ପୁରୀ ଜଗନ୍ନାଥ ମନ୍ଦିରର ରହସ୍ୟ ଜାଣିଲେ ଆପଣ ଆଶ୍ଚର୍ୟ୍ଯ ହୋଇଯିବେ ||

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଜଗନାଥ ମନ୍ଦୀର ଓଡିଶାର ପୁରୀ ଶହର ମଧ୍ୟ ଭାଗରେ ଅବସ୍ଥିତ । ଶ୍ରୀ ଜଗନାଥ ଶ୍ରୀ ବଳଭଦ୍ର ଦେବି ସୁଭଦ୍ରା ଓ ଶ୍ରୀ ସୁଦ୍ରସନଙ୍କ ପୁଜିତ ହେଉଥିବା ଏହା ଏକ ପରାତନ ଦେଉଳ ଅଟେ । ଆଜି ଆମେ ଆପଣଙ୍କୁ ଜଗନାଥ ମନ୍ଦୀର ବିସୟରେ ଏପରି କିଛି ରହସ୍ୟ ମୟ ବିସୟରେ କଥା କହିବୁ । ସେମିତି ରେ ଯଦି ଆମେ ପ୍ରଥମ ରହସ୍ୟ ବିଷୟ ରେ କହିବା । ତେବେ ଆପଣ ମାନଙ୍କୁ ସୂଚନା ଦେବୁ କି ।ବର୍ଷ ଥରେ ତିନି ଠାକୁର ବହୁତ ଗୁ଼ଡ଼ିଏ ଆଭୁଷଣ ରେ ସଜେଇ ହୁଅନ୍ତି କିନ୍ତୁ ।temple

ସେମିତି ବେଳେ ଏହି ଆଭୁଷଣ କେଉଁଠୁ ଆସେ ତାହା ମନ୍ଦିର ର ବଡ ପୂଜାରୀ ଛଢା ଆଉ କେହିବି ଜାଣନ୍ତି ନାହିଁ । ସେହି ପରି ଭାବେ ଆପଣ ମାନଙ୍କୁ ସୂଚନା ଦେବୁ କି । ଏହି ମନ୍ଦିର ର ଏତେ ବଡ ହୋଇ ଥିବା ମାତ୍ରେ ବି କେବେ ବି ଏହା ଛାଇ ଦେଖା ଯାଏ ନାହିଁ । ଏବଂ ମନ୍ଦିର ଉପରେ ଲାଗି ଥିବା ବାନା କେବେ ବି ପବନ ଦିଗ କୁ କରି ଉଡେ ନାହିଁ ସବୁ ବେଳେ ଏହି ପତିତପାବନ ପତକା ପବନ ର ବିପରିତ ଦିଗ ରେ ଉଡେ । ସେହି ପରି ବେଳେ ଜଗନ୍ନାଥ ମନ୍ଦିର କୁ ସବୁ ସମୟ ରେ ବୈକୁଣ୍ଠ ବୋଲି କୁହା ଯାଏ ।jagannata

ଏମିତି ବେଳେ ମନ୍ଦିର ରେ ସବୁ ସମୟ ରେ ତିନି ମୃତି କୁ ଡାହାଣ ପାଖରେ ବସା ଗଲେ ବି ଆମ ମାନଙ୍କୁ ସବୁ ବେଳେ ଲାଗେ କି ତାହା ମନ୍ଦିର ର ମଧ୍ୟମ ଭାଗ ରେ ହିଁ ବସିଛି । ବୋଲି । ତେବେ ଏହା ତ ଥିଲା ଜଗନ୍ନାଥ ମନ୍ଦିର ସହିଚ ଯୋଡା କିଛି ରହସ୍ୟ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *