ପିଲାଙ୍କ ଉଚ୍ଚତା ବଢେଇବା ପାଇଁ ଚମତ୍କାରୀ ଘରୋଇ ଉପାୟ ଏବେ ହିଁ ଦେଖନ୍ତୁ ।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜି ଆମେ ଜାିବା ଆପଣଙ୍କ ପିଲାଙ୍କ ଉଚ୍ଚତା କେମିତି ବଢେଇ ପାରିବେ । ପିଲାଙ୍କ ଉଚ୍ଚତା କମ ହେବା ଦ୍ୱାରା ମାଁ ବାପା ଚିନ୍ତିତ ହେବାକୁ ଲାଗିଥାନ୍ତି । ଏହିଁ ସମସ୍ୟକୁ ଦୁର କରିବା ପାଇଁ ଏବଂ ପିଲାଙ୍କ ଉଚ୍ଚତା ବଢେଇବା ପଇଁ ନିଜ ପିଲାଙ୍କୁ ଅନେକ ଓୌଷଧର ସେବନ କରିଥାନ୍ତି । ଏହିଁ ଓୌଷଧ ସବୁ ପିଲାଙ୍କ ସରୀରରେ ଖରାପ ପ୍ରଭାବ ପକାଇ ଥାଏ । ଆଜିର ଏହିଁ ଘରଇ ଉପଚାର ଦ୍ୱାରା ଆପଣଙ୍କ ପିଲାଙ୍କୁ କୋଣସି ସାଇଡ୍ ଡିଫେକ୍ଟ ପଡିବ ନାହିଁ ଏବଂ ଆପଣଙ୍କ ପିଲାହ୍କ ଉଚ୍ଚତା ମଧ୍ୟ ବଢିବ । ପିଲାଙ୍କ ଉଚ୍ଚତା ବଢେଇବା ପାଇଁ ଆପଣଙ୍କୁ ପ୍ରଥମ ଲାମଗ୍ରୀ ପିଆଜର ଆବଶ୍ୟକତା ପଡିବ । ପିଆଜ ଦୁଏ ପ୍ରକାର ମିଳିଥାଏ ଲାଲ୍ ଏବଂ ଧଳା ଆପଣ ଏଥିପାଇଁ ଲାଲ୍ ପିଆଜର ବ୍ୟବହାର କରନ୍ତୁ । ଏବେ ଆପଣ ଏହାର ଚପା କାଢି ଏହାର ଛଟଛଟ ପସି କରି ଦିଅନ୍ତୁ । ଏବେ ଆପଣଙ୍କୁ ଏହା ବଲେଇବା ପାଇଁ ଦିତୀୟ ସାମଗ୍ରୀ ଗୁଡ । ଗୁଡ ସମସ୍ତଙ୍କ ଘରେ ସହଜରେ ମିଳି ଯାଇଥାଏ । ଗୁଡ ଉଚ୍ଚତା ବଢାଇବା ପାଇଁ ବହୁତ ଲାଭ ଦାୟକ ଅଟେ ।onion

ଏହା ଆମ ଶରୀର ପାଇଁ ଆଇରନ ଯୋଗାଇ ଥାଏ । ଏହା ଆପଣଙ୍କ ହଜମ ପ୍ରକ୍ରୀୟାରେ ଉୃନତି ଆଣିବାରେ ଏକ ପ୍ରମୁଖ ଗ୍ରହଣ କରିଥାଏ । ଏବେ ଜାଣିବା ଆପଣ ଏହାକୁ ବନେଇବେ କିପରି । ପ୍ରଥମେ ଆପଣ ଗିସ୍ ଉପରେ ତାଉଆ ରଖନ୍ତୁ ଏବଂ ଗିସ୍ ର ଫ୍ରମେକୁ ମିଡିମ୍ କରିଦିଅନ୍ତୁ ଏବେ ଏଥିରେ ଆପଣ ଅଧା କପ ପାଣି ଦିଅନ୍ତୁ । ପାଣି ପକିଇଲା ପରେ ଆପଣ ଏଥିରେ ଗୁଡ ପକାନ୍ତୁ ଏବେ ଆପଣ ଏହାକୁ ଭଲ ଭାବରେ ମେଲ୍ଟ କରନ୍ତୁ । ଏବେ ଆପଣ ଆଗରୁ କାଟିଥିବା ପିଆଜକୁ ଏଥିରେ ମିସାନ୍ତୁ ଏବେ ଆପଣ ଏହାକୁ ଭଲ ଭାବରେ ମିସାନ୍ତୁ । ପିଆଜକୁ ସେତେ ପ୍ରଯ୍ୟନ୍ତ ମିସାନ୍ତୁ ଯେତେ ପ୍ରଯ୍ୟନ୍ତ ଏହା ଅଳ୍ପ ସପ୍ଟ ନ ହୋଇଜିବ । ଦେଖନ୍ତୁ କେଛା ସମୟ ପରେ ଏହା ପ୍ରସ୍ତୁତ ହେଇ ସାରିଛି ପିଆଜ ଆମର ଗୁଡସହ ଭଲସେ ମିସି ସାରିଛି ଏବଂ ଆମର ଉପଚାର ପାଇଁ ପରସ୍ତୁତ ହୋଇ ସାରିଛି ।guda

ଏବେ ଆମେ ଜାଣିବା ଆପଣ ଏହାର ସେବନ କେମିତି କରିବେ । ଏହାର ସ୍ୱାଦ ବହୁତ ଭଲ ଅଟେ ପାଲାମାନେ ବହୁତ ସହଜରେ ଖାଇନେବେ । ଏହାକୁ ଆପଣ ଏକ ତାମୁଚ୍ ସକାଳୁ ଏକ ଚାମୁଚ୍ ସନ୍ଧାରେ ଦିଅନ୍ତୁ । ଏହାକୁ ହାଲକା ଉସମ୍ ଥିଲା ବେଳେ ଦିଅନ୍ତୁ ଉସମ୍ ଖାଇବା ଦ୍ୱାରା ଏହା ଅଧିକ ଫଳପଦ ହୋଇଥାଏ । ଏବଂ ଏହାକୁ ସ୍ଟଲ ରଖି ପାରିବେ ନାହିଁ ପ୍ରତି ଦୀନ ଏହକୁ ବନେଇକି ଖାିବାକୁ ପଡିବ ଏବଂ 10 ବର୍ଷରୁ 12 ବର୍ଷର ଉପର ପିଲାଙ୍କୁ ଆପଣ ଏହାର ସେବନ କରାଇ ପାରିବେ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *