ଯେଉଁ ମହିଳା ମାନଙ୍କର ଏହି ଅଙ୍ଗ ବଡ ଥାଏ – ସେମାନେ ହୋଇଥାନ୍ତି ଗୃହଲଷ୍ମୀ |

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜି ଆପଣଙ୍କୁ କହିବା ଯେଉଁ ମହିଳା ମାନଙ୍କର ଶରୀରର ଏହି ଅଙ୍ଗ ବଡ ଥାଏ ସେମାନେ ପୁରୁଷଙ୍କ ପାଇଁ ଭାଗ୍ୟଶାଳି ହୋଇଁଥାନ୍ତି । ସେମାନେ ଯେଉ ମାନଙ୍କ ଘରକୁ ଯାନ୍ତି ସେହିଁ ଘରଟି ଧନ ଧାନ୍ୟରେ ପରିପୃନ ହୋଇଯାଏ । ତେବେ ଆସନ୍ତୁ ଜାଣିବା କଣ ସେହି ଅଙ୍ଗ । ବନ୍ଧୁଗଣ ପ୍ରାଚିନ କାଳରୁ ହିଁ ମହିଳା ମନଙ୍କର ଶରୀରକୁ ନେଇ ବହୁତ ସାର ଅଧୟନ ଆଉ ରିର୍ସଜ କରାଯାଇଛି । ଆମର ପୁରାଣରୁ ବି କେତେ ଜଦଗାରେ ଏହା ଲେଖା ହୋଇଛି କି ମହିଳା ଆଉ ପୁରୁଷଙ୍କ ଅଙ୍ଗ ସେମାନଙ୍କ ବିସୟରେ କଣ କହିଥାଏ । ଯେମିତିକି ଆମେ ଦେବି ଦେବତା ଓ ଭଗବାନଙ୍କ ଚିତ୍ରରେ ବି କିଛିଟି ସୁବୁବେଳେ ଦେବୀ ମାନଙ୍କ ଚୁଟି ଲମ୍ବା ଥାଏ ।woman

ଏହି ପ୍ରକାର ରେ କେତେ ଜାଗାରେ ଉଲେଖ କରା ଯାଇଛି କି ଯଦି ସ୍ତ୍ରୀ ମାନଙ୍କ ଚୁଟି ଲମ୍ବା ଥାଏ ସେମାନେ ଅଧିକ ଭାଗ୍ୟଶାଳି ହୋଇଥାନ୍ତି । ଲମ୍ବା ଚୁଟି ଏହି କଥାର ସଚକ ଅଟେକି ସେହି ମହିଳା ଘରକୁ ଆସିବା ଦ୍ୱାରା ଘରକୁ ସୁଖ ଶାନ୍ତି ଆସିଥାଏ । ଏମିତି ମାନା ଯାଏ କି ଏମିତି ମହିଳା ମାନେ କାର୍ଯ୍ୟ କରିବାରେ ବହୁତ ଶୁସିଳ ସଭାବର ହୋଇଥାନ୍ତି । ସେମାନେ ନିଜ କାମକୁ ବହୁତ ମନ ଲଗେଇ କରିଥାନ୍ତି । ଏହା ବ୍ୟତିତ ଦିତୀୟ ଅଙ୍ଗ ହେଲା ନାକ । ଯଦି ସ୍ତ୍ରୀ ର ନାକ ଲମ୍ବା ହୋଇଥାଏ ତ ଏହାର ଅର୍ଥହେଲା ସେ ଅଧିକ ସର୍ଚ କରି ନଥାଏ । ଆଉ ଜାହାବି ଖର୍ଚ କରି ଥାନ୍ତି ଭାବି ଚିନ୍ତି କରିଥାନ୍ତି ।womans

ଆଉ ତୃତୀୟ ରେ ହେଲା ଚଉଡା ମଥା । ବନ୍ଧୁଗଣ ଏମିତି କୁହାଯାଏ ଯେଉ ମହିଳା ମାନେ ଚଉଡା ମଥା ନେଇଁ ଜନ୍ମ ହୋଇଥାନ୍ତି ସେମାନେ ନିଜ ସହିତ ଧନର ଭାଗ୍ୟନେଇ ଜନ୍ମ ହୋଇଥାନ୍ତି । ଏହିଂ ମହିଳା ମାନେ ଦୟାଳୁ ସଭାବର ହୋଇଥାନ୍ତି ତଥା ନିଜ କାମକୁ ବୁଝି ସୁଝି କରିଥାନ୍ତି । ଯେଉ ମହିଳା ମାନଙ୍କର ମଥା ଚଉଡା ହୋଇଥାଏ ସେମାନେ ନିଜ ଜୀବନରେ ଆସୁଥିବା ସବୁ ସମସ୍ୟର ସାମ୍ନା କରିଥାନ୍ତି । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *