ମହିଳାମାନଙ୍କର ଥିଲେ ଏହି ( ୭ଟି ଚିହ୍ନ ) – ଭୟଙ୍କର କଥା ଜାଣନ୍ତୁ |

woman

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆମେ ଆଜି ଆପଣ ମାନଙ୍କୁ ଏମିତି କିଛି ସଂଙ୍କେତ ବିଷୟ ରେ କହିବୁ ଜାହା ଦ୍ୱାରା ଆପଣ ମାନଙ୍କୁ ସୈଭାଗ୍ୟ ଶାଳୀ ମହିଳା ମାନଙ୍କ ବିଷୟ ରେ ସଂମ୍ପର୍ଣ୍ଣ ଭାବେ ଜାଣି ପରିବେ । ଆମ ହିନ୍ଧୁ ଧର୍ମ ରେ ମହିଳା ମାନଙ୍କୁ ଘର ର ଲକ୍ଷ୍ମୀ ବୋଲି ମନା ଯାଏ । ଯଦି ଗୋଟିଏ ହିନ୍ଧୁ ପରିବାର ରେ ଶିଶୁ କନ୍ୟା ର ଜନ୍ମ ହୋଇ ଥାଏ । ତେବେ ସେହି ଘର କୁ ମାତା ଲକ୍ଷ୍ମୀ ଙ୍କର ପ୍ରବେଶ ହୋଇଛି ବୋଲି ଜାଣି ନେବେ । ହେଲେ ଏମିତି ରେ କିଛି ମହିଳା ମାନେ ଏମିତି ବି ରହି ଥାନ୍ତି ଯେଉଁ ମାନେ ଅଶୁଭ ଏବଂ ଶୈଭାଗ୍ୟ ଶାଳୀ ହୋଇ ନ ଥାନ୍ତି । ହେଲେ ଏମିତି ବି କିଛି ମହିଳା ମାନେ ରହି ଥାନ୍ତି ଯେଉଁ ମାନେ ଶୈଭାଘ୍ୟ ଶାଳୀ ଏବଂ ନିଜ ପରିବାର ପାଇଁ ବହୁତ ଭାଗ୍ୟଶାଳୀ ହୋଇ ଥାନ୍ତି । ସେହି ପରି ଶାସ୍ତ୍ର ରେ ଏମିତି କୁହା ଜାଇଛି କି ମହିଳା ମାନଙ୍କର କୈଣସି ବି ଅଙ୍ଗ ବଡ ହୋଇ ଥିଲେ ସେମାନେ ନିଜ ପରିବାର ପାଇଁ ଶୈଭାଗ୍ୟ ଶାଳୀ ହୋଇ ଥାନ୍ତି ।womans

ସେମିତି ରେ ମହିଳା ମାନଙ୍କର ବଡ ନଖ ତ ଆପଣ ମାନେ ଦେଖି ଥିବେ ହେଲେ ଗୋଲାପୀ ରଙ୍ଗ ର ନଖ ଆପଣ ମାନେ ଯେଉଁ ମହିଳା ମାନଙ୍କର ଦେଖିବା ପାଇ ଥାନ୍ତି ସେମାନେ ଭାଗ୍ୟଶାଳୀ ହୋଇ ଥାନ୍ତି ।ସେହି ପରି ଦୁଇ ରେ ବାମ ଗାଲ ରେ ତୀଳ ଚିହ୍ନ । ଏହି ପରି ମହିଳା ମାନେ ବହୁତ ପରିବାର ର ଧ୍ୟନ ରଖି ଥାନ୍ତି । ଏମାନେ ଖାଦ୍ୟ ପ୍ରେମୀ ହୋଇ ଥାନ୍ତି । ସେହି ପରି ଲମ୍ବା ନାକ ରହି ଥିବା ମହିଳା ମାନେ କିଛି ବି ପରିସ୍ଥିତି କୁ ସାମ୍ନା କରି ସେମାନେ ନିଜ ପରିବାର କୁ ଆଗ ବଞ୍ଚାଇ ଥାନ୍ତି । ଏମାନଙ୍କୁ ପଇସା ଖର୍ଚ୍ଚ କରିବାର ବହୁତ ସୈକ୍ ରହି ଥାଏ । କିନ୍ତୁ ଏମାନେ କେବେ ବି ବେକାର୍ କାର୍ଯ୍ୟ ରେ ଟଙ୍କା ଖର୍ଚ୍ଚ କରନ୍ତି ନାହିଁ । ଏମାନେ ସବୁ ସମୟ ରେ ଗୋଟିଏ ଟଙ୍କା କୁ ଦୁଇ ଟଙ୍କା ରେ ପରିଣତତକରିବା ପାଇଁ ଚେଷ୍ଟା କରି ଥାନ୍ତି ।woman

ସେହି ପରି ଗୋଲାପୀ ରଙ୍ଗ ର ପାଦ ରହି ଥିବା ମହିଳା ଯେଉଁ ମହିଳା ମାନଙ୍କର ପାଦ ଗୋଲାପୀ ରଙ୍ଗ ର ଦେଖା ଦିଏ ସେମାନେ ବହୁତ ଭାଗ୍ୟଶାଳୀ ହୋଇ ଥାନ୍ତି । ସେହି ପରି ଏମାନେ ପ୍ରେମ ମାମଲା ରେ ନିଜର ପ୍ରେମିକ ବା ନିଜର ସ୍ୱାମୀ ଙ୍କୁ ବହୁତ ହିଁ ଭଲ ପାଇବା ଦେଇ ଥାନ୍ତି । ସେହି ପରି ବନ୍ଧୁଗଣ କୋଠଉ ପରି ରହି ଥିବା ପାଦ ଏହା ସାମୁଦ୍ରିକ ଶାସ୍ତ୍ର ଅନୁସାରେ କୁହା ଜାଇଛି କି ଯେଉଁ ମହିଳା ମାନଙ୍କ ପାଦ କୋଠଉ ପରି ହୋଇ ଥାଏ । ସେହି ପରି ମହିଳା ମାନେ ବହୁତ ଚତୁର ଏବଂ ବୁଦ୍ଧି ମତୀ ହୋଇ ଥାନ୍ତି । ଏହି ପରି ମହିଳା ମାନେ କୈଣସି ବି କାମ କୁ ବହୁତ ଭାବି ଚିନ୍ତି କରି ଥାନ୍ତି । ଏହି ପରି ମହିଳା ମାନଙ୍କୁ ବିବାହ କରୁ ଥିବା ପୁରୁଷ କେବେ ବି ନିରାଶ ହୋଇ ନ ଥାଏ ।

Leave a Reply

Your email address will not be published. Required fields are marked *