ରାଧା ଅଷ୍ଟମୀ (August – 25 ) ! ରାଧା ଜନ୍ମ ବିବରଣୀ ! କାହିଁକି ହୋଇଥିଲା ରାଧାରାଣୀ ଙ୍କ ଜନ୍ମ !

radha

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ ବନ୍ଧୁଗଣ । ଶ୍ରୀକୃଷ୍ଣ ଙ୍କ ଦକ୍ଷିଣ ଅଶଂ ରୁ ରାଧା ଙ୍କ ଉତ୍ପତୀ ବୋଲି କୁହା ଯାଏ । ଶ୍ରୀ କୃଷ୍ମ ଙ୍କ ଜନ୍ମ ଦିନ ଯେମିତି ଭାବେ ଯେମିତି ଜନ୍ମାଷ୍ଚମୀ ଭାବେ ପାଳନ କରା ଯାଏ । ବୈଷ୍ମବ ମାନେ ସେହି ପରି ଭାବେ ରାଧା ଅଷ୍ଟମୀ ଭାବେ ବି ପାଳନ କରନ୍ତି । ଏହାକୁ ଭାଦ୍ରବ ମାସ ର ଶୁକ୍ଲ ପକ୍ଷ ଅଷ୍ଟମୀ ତିଥି ରେ ପାଳନ କରା ଯାଏ । ଏହି ରାଧାଷ୍ଟମୀ ବୈଷ୍ମବ ମାନଙ୍କ ମଧ୍ୟ ରେ ପ୍ରଚଳିତ । ଏହା ସେହି ଠାରୁ ଯେଉଁ ସମୟ ରେ ସତ୍ୟ ଯୁଗ ରେ ଲୀଳା ବତୀ ନାମର ରେ ବାରଙ୍ଗନା ଥିଲା । ଏବଂ ସେ ଗୋଟିଏ ନଗର ରୁ ଅନ୍ୟ ନଗର କୁ ଜାଉ ଥିବା ବେଳେ ମନ୍ଧିର ଦେଖିଲା । ସେଠାରେ କେତେ ଜଣ ବୈଷ୍ମବ ରାଧାଷ୍ଟମୀ ପାଳନ କରୁ ଥିଲେ । ଏହା ଦେଖି ତା ମନ ରେ ପରିବର୍ତନ ଆସିଲା ସେ ଏହି ବ୍ରତ କରିବ ବୋଲି ସଂଙ୍କଳ୍ପ କରିଲା ଏବଂ ସଂଙ୍କଳ୍ପ କରିବା ପରେ ତାର ସବୁ ପାପ ଦୂର ହେଲା । ଏବଂ ମୃତ୍ୟୁ ପରେ ସେ ବୈକୁଣ୍ଠ ପ୍ରାପ୍ତି ହେଲା ।radha

ଏବେ ଜାଣିବା ରାଧା ଙ୍କ ଜନ୍ମ କଥା ବେଳେ ସୂର୍ଯ୍ୟ ଦେବ ବ୍ରହ୍ମାଣ୍ଡ ରେ ଭ୍ରମଣ କରୁ କରୁ ନାନା ପ୍ରକାର ଐସୋର୍ଯ୍ୟ ଦେଖି ତପ କରିବେ ବୋଲି ମନ ବଳେଇଲେ । ଏବଂ ସେ ମନ୍ଧାର ଗୁମ୍ଫା ରେ କଠିନ ତପସ୍ୟା ରତ ହେଲେ । ଏବଂ ପରେ ପୃଥୀବି ଅନ୍ଧକାର ହେଲା ଦେବତା ଗଣ ଚିନ୍ତା ରହିଲେ ଏବଂ ଶ୍ରୀ ହରି ଙ୍କୁ ଜାଇ ପାର୍ଥନା କରିଲେ । ଏବଂ ଏଠାରେ ଶ୍ରୀ ହରି ଜାଇ ସୂର୍ଯ୍ୟ ଙ୍କୁ ଦର୍ଷନ ଦେଇ କହିଲେ ତୁମର ତପସ୍ୟା ପୂର୍ଣ୍ଣ ହୋଇଛି ଏବଂ ତୁମର ଇଚ୍ଛା କଣ ମତେ କୁହ ତେବେ ସୂର୍ଯ୍ୟ କହିଲେ ପ୍ରଭୁ ମତେ ଗୋଠିଏ କନ୍ୟା ର ବର ଦିଅନ୍ତୁ ଏବଂ ସେ ଯେମିତି ଆପଣଙ୍କ ଠାରେ ଚୀର ଦିନ ଯାଏ ବସିଭୂତ ରହିବ । ଏହା ବ୍ୟତିତ ମୋର ଆଉ କିଛି ଇଚ୍ଛା ନାହିଁ । ପରେ ତଥାସ୍ତୁ କହି ଦେଲେ । ଏବଂ ସେହି ଠାରୁ ଶ୍ରୀ ହରି କେବଳ ରାଧା ଙ୍କ ବସିଭୂତ ଅଟନ୍ତି ।radha

ଏବଂ ରାଧା ଏବଂ କୃଷ୍ଣ ଙ୍କ ମଧ୍ୟ ରେ ପାର୍ଥକ୍ୟ ନାହିଁ । ଏବଂ ପରେ ପୃଥୀର ର ନନ୍ଧାଳୟ ରେ କୃଷ୍ଣ ଭାବେ ଜନ୍ମ ଗ୍ରହଣ କରିଲେ ଏବଂ ସୂର୍ଯ୍ୟ ଦେବ ସେଠାରେ ବୃଷ ଭାନୁ ରାଜା ନାମରେ ଜନ୍ମ ହୋଇ ଏବଂ ଶ୍ରୀ ରାଧା ତାଙ୍କର କନ୍ୟା ରୂପେ ଅବତିର୍ଣ୍ଣ ହେଲେ । ଏବଂ ପରେ ଶ୍ରୀ ରାଧା ଙ୍କ ଜନ୍ମ ଭାଦ୍ରବ ମାସ ର ଶୁକ୍ଲ ପକ୍ଷ ଅଷ୍ଟମୀ ତିଥି ଏବଂ ବିଶାଖା ନକ୍ଷେତ୍ର ରେ ଜନ୍ମ ହେଲେ ଏବଂ ଏହାକୁ ରାଧାଷ୍ଟମୀ ଭାବେ ପାଳନ ହେଲା । ପରେ ସେ ଚନ୍ଦ୍ରସେଣା ନାମକ ଗୋପାଳ ଙ୍କୁ ବିବାହ କରିଲେ ଏବଂ ସେ ପରେ କୃଷ୍ଣ ଙ୍କ ନାମ ରେ ବିହାର ହେଲେ । ସେହି ଦିନ ରୁ ଏହି ଦିନ କୁ ରାଧାଷ୍ଟମୀ ଭାବେ ପାଳନ କରା ଜାଇ ଥାଏ । ଏହାକୁ ଓଡ଼ିଶା ରେ ବହୁତ ସ୍ଥାନ ରେ ପାଳନ କରା ଜାଇ ଥାଏ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *