ବିବାହିତା ମହିଳା ଅନ୍ୟ ପୁରୁଷ ସହ କଣ ପାଇଁ ସମ୍ଵନ୍ଧ ରଖନ୍ତି l

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ଆପଣ ମାନେ ଜାଣି ଥିବେ ଶାରୀରିକ ସଂମ୍ପର୍କ ର ଆବଶ୍ୟକତା ସମସ୍ତ ଙ୍କୁ ପଡି ଥାଏ । ଏହା କରିବା ଦ୍ୱାରା ଦିମାଗ୍ ସାନ୍ତ ଏବଂ ଚିନ୍ତା ମୁକ୍ତ ରହି ଥାଏ । ପୁରୁଷ ମାନେ ଏହି ଶାରୀରିକ ସଂମ୍ପର୍କ କୁ ନେଇ ଅନାୟତ ରେ ଅଶ୍ଲିଳ କଥା ବାର୍ତ୍ତା କରି ପାରି ଥାନ୍ତି । ହେଲେ ମହିଳା ମାନେ ଏହି ସବୁ କଥା ବାର୍ତା କୁ ଅସହଜ ମନେ କରନ୍ତି । ସେମାନେ ଏହି ବିଷୟ ରେ କାହା ସହିତ ଖୋଲା ଖୋଲି ଭାବେ କଥା ହୋଇ ପାରନ୍ତି ନାହିଁ । ବା ମହିଳା ମାନେ ନିଜର ଚରମ ଆନନ୍ଦ ବିଷୟରେ କେବେ କାହା ସହିତ କଥା ହୁଅନ୍ତି ନାହିଁ । ହେଲେ ନିଜର ସ୍ୱାମୀ ଥାଉ ଥାଉ ଅନ୍ୟ ପୁରୁଷ ସହିତ ସଂମ୍ପର୍କ ବନେଇବା ପାଇଁ କଣ ପାଇଁ ପସନ୍ଦ କରନ୍ତି । ଏହା ପଛରେ ଅନେକ କାରଣ ରହିଛି । ଯେଉଂଥି ପାଇଁ ଏମିତି ହୁଏ ।

womans

ବିଦେଶ ରେ ଏମିତି ହୁଏ କି ବିବାହ ପୂର୍ବ ରୁ ହିଁ ଦୁହେଁଁ ଏକାଠୀ ରହିବା ଆରମ୍ଭ କରି ଥାନ୍ତି । ଓ ବିବାହ ପୂର୍ବ ରୁ ସେମାନେ ସବୁ କାମ ସାରି ଦେଇ ଥାନ୍ତି । ହେଲେ ଆମ ଦେଶ ରେ ବିବାହିତ ମହିଳା ମାନେ ପଇସା ବାଲା ପୁଅ ଙ୍କୁ ଦେଖି ଅବୈଦ୍ଧ ସଂମ୍ପର୍କ ସ୍ଥାପନା କରି ଥାନ୍ତି । ଏମିତି ରେ ସେମାନେ ନିଜ ଶରୀର ବଦଳ ରେ ସେମାନେ ସବୁ ପ୍ରକାରର ଅଭାବ କୁ ପୂରଣ କରି ପାରନ୍ତି । ସେହି ପରି ବେଳେ ଗୋଟିଏ ଜବାନ୍ ଝିଅ ର ବିବାହ ବୟସ୍କ ଲୋକ ସହିତ ହୋଇ ଥାଏ । ତେବେ ସେହି ବ୍ୟକ୍ତି କଣ କରିବ ସେହି ବ୍ୟକ୍ତି ଠାରୁ କେବେ ବି ଚରମ ତୃପ୍ତି ପାଇ ପାରିବ ନାହିଁ । ଏହି ପରି ବିବାହ ରେ ପୁରୁଷ କୁ ବିବାହ ର ସନ୍ତୁଷ୍ଟି ମିଳି ଯାଏ । ହେଲେ ଝିଅ କୁ କେବେ ବି ଶାରୀରିକ ସଂଂମ୍ପର୍କ ତୃପ୍ତି ମିଳେ ନାହିଁ ।

ସେହି ପରି ବେଳେ ଅନୁପସ୍ଥିତ ହେବା ବି ବହୁତ ବଡ କାରଣ ଯେଉଁ ମହିଳା ମାନଙ୍କ ପତି ବିଦେଶ ବା ବାହାରେ ବହୁତ ଦିନ ଧରି ରହି ଆସୁଛନ୍ତି ସେମାନେ ଘରକୁ ନ ଫେରିବା କାରଣ ରୁ ସେମାନଙ୍କ ପତ୍ନୀ ମାନେ ଅବୈଦ୍ଧ ସଂମ୍ପର୍କ ରଖିବା ପାଇଁ ପସନ୍ଦ କରନ୍ତି । ସେହି ପରି ଅନ୍ୟ ସହିତ କୈଣସି ମହିଳା ଅବୈଦ୍ଧ ସଂମ୍ପର୍କ ରଖିବା ସ୍ୱାମୀ ସ୍ତ୍ରୀ ମଧ୍ୟରେ ଝଗଡା ବି ହୋଇ ପାରେ ।

women

ସେମିତି ବେଳେ ଆପଣ ମାନେ କଣ କରିବେ ଆପଣ ମାନେ ଯଦି ଦେଖନ୍ତି କି ଆପଣଙ୍କ ପାର୍ଟନର ଆଉ କାହା ସହିତ ସଂମ୍ପର୍କ ବନେଇବା ପାଇଁ ଇଚ୍ଛା କରୁଛନ୍ତି ତେବେ ଆପଣ ମାନେ ତାଙ୍କ ଅଭ୍ୟାସ କୁ କେବେ ବଦଳେଇ ପାରିବେ ନାହିଁ ହେଲେ ଆପଣ ମାନେ ତାଙ୍କର ହାର୍ଟବିଟ୍ କୁ ପରିବର୍ତନ ନିଶ୍ଚିତ ଭାବେ କରି ପାରିବେ । ତେବେ ଏଠାରେ ଆପଣ ମାନଙ୍କୁ ନିଶ୍ଚିତ ଭାବେ ପ୍ରସ୍ତିତି ର ସହିତ ତୀାଙ୍କୁ ପରିବର୍ତନ କରିବା ଏବଂ ଆପଣଙ୍କ ଆଡକୁ ମୋଡେଇବା ପାଇଁ ପଡିବ । ତେବେ ଜାଇ ଆପଣ ମାନେ ଏହି ପରି କାର୍ଯ୍ୟ ରୁ ନିଜର ପାର୍ଟନର କୁ ନିବୃତ କରି ପାରିବେ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *