ଧୋନୀଙ୍କ ହେଲମେଟରେ କାହିଁକି ନଥାଏ ତ୍ରିରଙ୍ଗା ଚିହ୍ନ l

dhani

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ଭାରତୀୟ ଦଳ ର ଅଧିକାଶଂ ବ୍ୟଟ୍ସମ୍ୟନ୍ ନିଜର ହେଲମେଣ୍ଟ ରେ ତିରଙ୍ଗା ଚିହ୍ନ ଲଗେଇ ବ୍ୟଟିଂ କରୁ ଥିବାର ଦେଖିବା ପାଇଁ ମିଳେ । ଏବଂ ଏହି ଟ୍ରେଣ୍ଡ କୁ ପ୍ରଥମେ ମାଷ୍ଟର ବ୍ଲାଷ୍ଟର ସଚିନ୍ ତନ୍ଦୁଲ କର ଆରମ୍ଭ କରି ଥିଲେ । ତାଙ୍କ ପରେ ଗୈତମ୍ ଗମ୍ଭୀର ବିରେନ୍ଦ୍ର ସେୱାଗ୍ । ବିରାଟ କୋହଲୀ ଙ୍କ ପରି ଖେଳାଳି ମାନଙ୍କ ହେଲମେଣ୍ଟ ରେ ତିରଙ୍ଗା ଚିହ୍ନ ଦେଖିିବା ପାଇଁ ମିଳି ଥାଏ । ହେଲେ ସେହି ପରି କ୍ଷେତ୍ର ରେ ଭାରତୀୟ ଦଳ ର ପୂ୍ର୍ବ କ୍ୟପଟେନ୍ କେବେ ବି ନିଜର ହେଲମେଣ୍ଟ ରେ ତିରଙ୍ଗା ଚିହ୍ନ କୁ ଲଗେଇ ନ ଥାନ୍ତି । ସେମିତି ର ଏହି ସବୁ କୁ ନେଇ ଅନେକ ସମୟ ରେ କାହିଁକି ଧୋନୀ ହେଲମେଣ୍ଟ ରେ ତ୍ରୀରଙ୍ଗା ଚିହ୍ନ ନ ଥାଏ ବୋଲି ବହୁତ ପ୍ରଶ୍ନ ଉଠି ଥାଏ । ତେବେ ବନ୍ଧୁଗଣ ଏହି ନିକଟ ରେ ଏହି ନେଇ ଧୋନୀ ଙ୍କୁ ଗୋଟିଏ ସାକ୍ଷ୍ୟାତ କାର ରେ ପ୍ରଶ୍ନ ପଚରା ଜାଇ ଥିଲା ।dhoni

ଏବଂ ସେ ସେହିଠାରେ କହି ଥିଲେ କି ୱେକେଟ୍ କିପିଂ କରିବା ସମୟ ରେ ତାଙ୍କୁ ହେଲେମ୍ୟଣ୍ଟ ତଳେ ରଖିବା ପାଇଁ ପଡେ । ତେଣୁ ସେ ତ୍ରୀରଙ୍ଗା କୁ ସେ କେବେ ବି ତଳେ ପକେଇବାକୁ ଚାହାଁନ୍ତି ନାହିଁ । ସେହିଥି ପାଇଁ ସେ କେବେ ବି ତ୍ରୀରଙ୍ଗା ରହି ଥିବା ହେଲମେଣ୍ଟ ହିଁ ପିନ୍ଧନ୍ତି ନାହିଁ । ସେହି ପରି ଚାଇନା ମୋବାଇଲ କମ୍ପାନୀ VIVO ସହିତ IPL ଟାଇଟେଲ୍ ସ୍ପନସର ସିପି୍ ବାତିଲ୍ କୁ ନେଇ ମୁହଁ ଖୋଲିଛନ୍ତି BCCI ସଭା ପତି ସୈରଭ୍ ଗାଙ୍ଗୁଲୀ । ସେ କହିଛନ୍ତି କି ଏହା ଏକ ମାମୁଲୀ ଝଟ୍କା ଏବଂ ଏହା ପାଇଁ ଆର୍ଥିକ ସଂଙ୍କଟ ସୃଷ୍ଟି ହେବ ନାହିଁ ବୋଲି ସେ ସ୍ପଷ୍ଟ କରି ଦେଇଛନ୍ତି ।MS dhoni

ସେହି ପରି ବେଳେ UAE ରେ ସେପ୍ଟେମ୍ବର 19 ରୁ IPL ଆରମ୍ବ ହେବାକୁ ନେଇ ପ୍ରଷ୍ଟ ବି କରିଛନ୍ତି । ଏବଂ ଏହି ଦିନ ରେ ହାତ ରେ ଆଉ ଅଳ୍ପ ଦିନ ରହି ଥିବା ବେଳେ BCCI ଏବଂ VIVO ମଧ୍ୟ ରେ ସହମତି ରେ ସ୍ପନ୍ସର ସିପ୍ ଚୁକ୍ତି କୁ ବାତିଲ୍ କରା ଜାଇଛି । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *