କାହିଁକି ପାଳନ ହୁଏ ରାଧା ଅଷ୍ଟମୀ ! ରାଧା ଅଷ୍ଟମୀ ପୂଜା ବିଧି ଓଡିଆ !

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ ବନ୍ଧୁଗଣ । ରାଧାଷ୍ଟମୀ କଣ ପାଇଁ ପାଳନ କରା ଯାଏ ପୈରାଣିକ ମତ ରେ ଜାଣିବା । ନାରଦ କହିଲେ ଆପଣ ମାନଙ୍କ ମୁହଁ ରୁ ସବୁ ସମୟ ରେ ସତ କଥା ସୁଣିଛୁ । ବର୍ତମାନ ଆପଣଙ୍କ ମୁହଁ ରୁ ଶ୍ରୀ ରାଧା ଙ୍କ ଜନ୍ମ କେମିତି ହେଲା ସେହି ବିଷୟ ରେ କୁହନ୍ତୁ । ତେବେ ସେହି ସମୟ ରେ ଶ୍ରୀକୃଷ୍ଣ କହି ଥିଲେ କି ତୁମେ ମୋର ପ୍ରିୟ ଭକ୍ତ ଅଟ ତେଣୁ ତୁମେ ଏହି କଥା ସୁଣିବାର ଯୈଗ୍ୟ ଅଟ । ଏବଂ ସେହି ଠାରୁ ସେ କହିବା ଆରମ୍ଭ କରିଲେ କି ଏକଦା ସୂର୍ଯ୍ୟ ଦେବ ବ୍ରହ୍ମାଣ୍ଡ ରେ ଭ୍ରମଣ କରୁ କରୁ ନାନା ପ୍ରକାର ଐସୋର୍ଯ୍ୟ ଦେଖି ତପ କରିବେ ବୋଲି ମନ ବଳେଇଲେ । ଏବଂ ସେ ମନ୍ଧାର ଗୁମ୍ଫା ରେ କଠିନ ତପସ୍ୟା ରତ ହେଲେ । ଏବଂ ପରେ ପୃଥୀବି ଅନ୍ଧକାର ହେଲା ଦେବତା ଗଣ ଚିନ୍ତା ରହିଲେ ଏବଂ ଶ୍ରୀ ହରି ଙ୍କୁ ଜାଇ ପାର୍ଥନା କରିଲେ ।radha

ଏବଂ ଏଠାରେ ଶ୍ରୀ ହରି ଜାଇ ସୂର୍ଯ୍ୟ ଙ୍କୁ ଦର୍ଷନ ଦେଇ କହିଲେ ତୁମର ତପସ୍ୟା ପୂର୍ଣ୍ଣ ହୋଇଛି ଏବଂ ତୁମର ଇଚ୍ଛା କଣ ମତେ କୁହ ତେବେ ସୂର୍ଯ୍ୟ କହିଲେ ପ୍ରଭୁ ମତେ ଗୋଠିଏ କନ୍ୟା ର ବର ଦିଅନ୍ତୁ ଏବଂ ସେ ଯେମିତି ଆପଣଙ୍କ ଠାରେ ଚୀର ଦିନ ଯାଏ ବସିଭୂତ ରହିବ । ଏହା ବ୍ୟତିତ ମୋର ଆଉ କିଛି ଇଚ୍ଛା ନାହିଁ । ପରେ ତଥାସ୍ତୁ କହି ଦେଲେ । ଏବଂ ସେହି ଠାରୁ ଶ୍ରୀ ହରି କେବଳ ରାଧା ଙ୍କ ବସିଭୂତ ଅଟନ୍ତି । ଏବଂ ରାଧା ଏବଂ କୃଷ୍ଣ ଙ୍କ ମଧ୍ୟ ରେ ପାର୍ଥକ୍ୟ ନାହିଁ । ଏବଂ ପରେ ପୃଥୀର ର ନନ୍ଧାଳୟ ରେ କୃଷ୍ଣ ଭାବେ ଜନ୍ମ ଗ୍ରହଣ କରିଲେ ଏବଂ ସୂର୍ଯ୍ୟ ଦେବ ସେଠାରେ ବୃଷ ଭାନୁ ରାଜା ନାମରେ ଜନ୍ମ ହୋଇ ଏବଂ ଶ୍ରୀ ରାଧା ତାଙ୍କର କନ୍ୟା ରୂପେ ଅବତିର୍ଣ୍ଣ ହେଲେ ।radha

ଏବଂ ପରେ ଶ୍ରୀ ରାଧା ଙ୍କ ଜନ୍ମ ଭାଦ୍ରବ ମାସ ର ଶୁକ୍ଲ ପକ୍ଷ ଅଷ୍ଟମୀ ତିଥି ଏବଂ ବିଶାଖା ନକ୍ଷେତ୍ର ରେ ଜନ୍ମ ହେଲେ ଏବଂ ଏହାକୁ ରାଧାଷ୍ଟମୀ ଭାବେ ପାଳନ ହେଲା । ପରେ ସେ ଚନ୍ଦ୍ରସେଣା ନାମକ ଗୋପାଳ ଙ୍କୁ ବିବାହ କରିଲେ ଏବଂ ସେ ପରେ କୃଷ୍ଣ ଙ୍କ ନାମ ରେ ବିହାର ହେଲେ । ସେହି ଦିନ ରୁ ଏହି ଦିନ କୁ ରାଧାଷ୍ଟମୀ ଭାବେ ପାଳନ କରା ଜାଇ ଥାଏ । ଏହାକୁ ଓଡ଼ିଶା ରେ ବହୁତ ସ୍ଥାନ ରେ ପାଳନ କରା ଜାଇ ଥାଏ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *